ଅପେକ୍ଷାରେ ତୁମେ

ଅପେକ୍ଷା ମହାନଦୀ ତୀରର ସେଇ ସନ୍ଧ୍ୟାକୁ
ଯେଉଁଠି ଥିବ ତୁମେ ଓ ମୁଁ ,
ଆମ ସହ ଥିବ ଏମିତି ଏକ ବସନ୍ତ
ମଳୟ ବହୁଥିବ ,
ଆକାଶ କୋଳରେ
ସଞ୍ଜୁଆ ତାରା ଟି ନାଚୁଥିବ
ଆମକୁ ଏକାଠି ଦେଖି ଇର୍ଷାରେ ଜହ୍ନ ବି ଜଳୁଥିବ ,
ଆଉ ଆମେ ଆଙ୍କୁଥିବା ଭବିଷ୍ୟତର ସୁନେଲି ନକ୍ସାଟିଏ ।

Leave a Comment

Your email address will not be published. Required fields are marked *