March 2022

କାଳିଆ

କାଳିଆ କି ଭାବ ଲଗେଇ ଦେଇଛ କାଳିଆ ମନ ମୋର ଯାଏ ଭିଜି ଜୀବନ ତରୀଟି ନେଉଛି ମୁଁ ବାହି ତୁମ ନାମ ଭଜି ଭଜି | ସ୍ଵାର୍ଥର ଆହୁଲା ଯତନେ ଧରିଛି ପାରେନା ନିଜକୁ ଭୁଲି ଅଜ୍ଞାନ ଏ ମନ ହୁଏ ଛନଛନ ପାପପଙ୍କେ ବୁଡେ ଖାଲି | ତୁମ ନାମ ଗାଏ ଯେତେ ଜପୁଥାଏ ସେତେ କିଆଁ ଦୂରେ ରୁହ ଅଭାବୀ ଏ ମନ ବୁଝେନା ଜୀବନ ମିଛ ମାୟାର ଏ ମୋହ | …

କାଳିଆ Read More »

ବାପା

ସେଦିନ ପରୀକ୍ଷାର ଫଳ ନେଇ ବଡ଼ ଖୁସିରେ ମିକୁଲ୍ ଘରେ ପହଞ୍ଚିଲା ନବେ ପ୍ରତିଶତ ନମ୍ବର ଆଣିଛି । ଆଖିରେ ଆଖିଏ ସପନ ନିଜ ଭବିଷ୍ୟତକୁ ନେଇ।ତା ସ୍ଵପ୍ନ ଡାକ୍ତର ହେବ । ବିନା ଖର୍ଚ୍ଚ ରେ ଗରୀବ ରୋଗୀଙ୍କ ସେବା କରିବ।ଏସବୁ ଭାବେ ସିନା କିନ୍ତୁ ଏତେ ସବୁ ସପନ ପାଇଁ ରାତି କାହିଁ। ତା ବାପା ତ ଜଣେ ସାଧାରଣ ଜଳଖିଆ ଦୋକାନୀ। ଗାଁ ମୁଣ୍ଡରେ ଚାଳ ଛପର କୁଡିଆଟିରେ ତାଙ୍କ ଛୋଟିଆ ଦୋକାନ।କେବେ …

ବାପା Read More »

ଠାକୁର ଘର

[ଠାକୁର ଘର] ପହଡ଼ ଭଙ୍ଗା ଅଭ୍ୟାସ ଆମର କାଇଁ ସାଆନ୍ତେ ମା’ ଅଛି ବୋଲି ସିନା ରାତି ଅଧରେ ମହକୁଛି ଦାଣ୍ଡ ଦୁଆର ତୁଳସୀ ଚଉରା ଚୁଆ ଚନ୍ଦନ ଝୁଣା କର୍ପୁର..! କିନ୍ତୁ ମୋ ବ୍ୟତିରେକ ଜାଣନ୍ତିନି କେହି ମୋ ପରି ଆପଣ ,ଚେଇଁ ଶୋଇବାରେ ଧୁରନ୍ଧର ମୁଁ ଶୁଏ ଅନ୍ଧାର ମୋର ଭାରି ପ୍ରିୟ,ଆଉ ଆପଣଙ୍କର..!? ଯଦି ମା’ ଅବା ଆର୍ତ୍ତ ଡାକନ୍ତେନି କେହି ନାଁ ଧରି ଆମର ସତେ କି ଆମେ ଛାଡନ୍ତେ ଅନ୍ଧାରି …

ଠାକୁର ଘର Read More »