ବାପା
ଅଧରାତିଆ ଗାଁ କାଳୀ ମୁଣ୍ତରେ ମୁଣ୍ଡିଆ ମାରି ଭାରତ ପକ୍ଷର ଜିତ୍ ପାଇଁ ଶୁଭ କାମନାର ଲାଳସା ମୁଁ ବାପାଙ୍କ ଠୁ ଶିଖିଛି ! ଚାଲିଥିବ ଚଉକା ଛକା ଏପଟେ ହାତ ତାଳିର ଗର୍ଜନ ! ଜିଦ୍ ଯେମିତି ଦୃଢ଼ ବିଶ୍ୱାସ ସେମିତି ! ପରିବାରଠୁ ସମାଜ ସମାଜଠୁ ଦେଶ ଯେମିତି ଟେକ ଥାଉ ସର୍ବଦା ! ସଭିଏ କହନ୍ତି ମୁରୁଖ ପଣ୍ଡିତ ! ପାଠ ନ ପଢି ଜ୍ଞାନର ଭଣ୍ଡାର !ସକାଳେ ସୁରୁଜ ଉଇଁବ ସାଗରର …