April 2022

•°ସାରଭୂତା ଉତ୍କଳ°•

•°ସାରଭୂତା ଉତ୍କଳ°• ତଟିନୀର କଳକଳ ନାଦେ ପ୍ରକମ୍ପିତ ଉଚ୍ଚ ଶୃଙ୍ଗ ଅରଣ୍ୟରାଜିରେ ବିମଣ୍ଡିତ ଶ୍ରେଷ୍ଠ ଐତିହ୍ୟ ପରମ୍ପରା ପର୍ଯ୍ୟବେଷ୍ଟିତ ଚନ୍ଦ୍ରଭାଗାରେ ପହିଲି ମିହିର ଉଦିତ।। ସାଗର ପାଦସ୍ପର୍ଶରୁ ଶୁଭେ ପ୍ରତିଧ୍ୱନି ପ୍ରକୃତିଭରଣୀ ଚାରୁକଳା ଯଶସ୍ବିନୀ ସୁଜଳା ସୁଫଳା ଶ୍ୟାମା ସବୁଜ ବନାନୀ ପୁଣ୍ୟମୟୀ ସ୍ଵର୍ଣ୍ଣମୟୀ ଶାନ୍ତି ପ୍ରଦାୟିନୀ।। ଧଉଳି ରତନଗିରି ପ୍ରସ୍ତରେ ନିର୍ମିତ ତହିଁ ଜାତିର ଉତ୍ଥାନ ପତନ ଖୋଦିତ ଭଗ୍ନକୋଣାର୍କ ଭାସ୍କର୍ଯ୍ୟ ହୃଦୟ ମୋହିତ ବିଶ୍ୱାସର ମୂକସାକ୍ଷୀ ଶ୍ରୀମନ୍ଦିର ନେତ।। ବସନ୍ତେ କୋକିଳର ମଧୁମୟ ରାଗିଣୀ …

•°ସାରଭୂତା ଉତ୍କଳ°• Read More »

ଉତ୍କଳସ୍ୟ ସମଦେଶ

ଖୋଜି ଦେଖ ସାରା ସସାଗରା ଧରା ଫେରିବ ନିଶ୍ଚେ ବିଫଳେ, ନଥିଲା କି ନାହିଁ ଉତ୍କଳର ସମ ଦେଶ ଏହି ମହୀତଳେ। ରାମଙ୍କୁ ଯେ ମାଟି ରମଣୀୟ କରେ ତା ଧୂଳି ପରଶ ଦେଇ, ପାଣ୍ଡବ ଯେ ଦେଶେ ଆସିଥିଲେ ଧାଇଁ ପାପ କ୍ଷୟ ଆଶା ନେଇ। ଯେ ମାଟି ସ୍ପର୍ଶରେ ଚଣ୍ଡାଶୋକ ହେଲେ ଧର୍ମାଶୋକ ଦୟା କୂଳେ, ନଥିଲା କି ନାହିଁ ଉତ୍କଳର ସମ ଦେଶ ଏହି ମହୀତଳେ।। ଲିଙ୍ଗରାଜ ଚୂଡ଼ା ଆଜି ବି ବଖାଣେ …

ଉତ୍କଳସ୍ୟ ସମଦେଶ Read More »

ଐତିହାସିକ ଓଳକଣା ବିଦୁର ମେଳଣ

ଦ୍ୱାପରଯୁଗରେ ଭଗବାନ ଶ୍ରୀକୃଷ୍ଣ ଓ ତାଙ୍କ ପ୍ରିୟ ସଖା ସୁଦାମାଙ୍କ ମଧ୍ୟରେ ଥିବା ଦିବ୍ୟ ବନ୍ଧୁତାର ବର୍ଣ୍ଣନା, ଶ୍ରୀମଦ୍ଭାଗବତ,ବିଷ୍ଣୁ ପୁରାଣ,ହରିବଂଶ ଓ ଅନ୍ୟାନ୍ୟ ପୁରାଣ ତଥା କୃଷ୍ଣଲୀଳା ରସାଣିତ ବୈଷ୍ଣବ ସାହିତ୍ୟ ମାନଙ୍କରେ ଦେଖାଯାଏ l ଭକ୍ତ ବତ୍ସଳ ଭଗବାନ ସଦା ସର୍ବଦା ଭକ୍ତର ଭାବରେ ବନ୍ଧା l ଗାଈ ପଛରେ କ୍ଷୀର ଲୋଭରେ ବାଛୁରୀ ଗୋଡ଼ାଇଲା ଭଳିକ ଭକ୍ତର ଭାବ ପଛରେ ଭାବଗ୍ରାହୀ ଗୋଡ଼ାଇ ଥାନ୍ତି l ଶ୍ରୀମଦ୍ଭାଗବତରେ କୃଷ୍ଣ ସୁଦାମା ଉପାଖ୍ୟାନ ଏକ ବହୁ …

ଐତିହାସିକ ଓଳକଣା ବିଦୁର ମେଳଣ Read More »

**ବନ୍ଦେ ଉତ୍କଳ ମାତରମ୍**

ଉତ୍କଳ ମାତାର ମୁହିଁ ଯେ ସନ୍ତାନ ଉଚ୍ଚ ରଖି ମଥା କରେ ତା ବନ୍ଦନ, ତା ମାଟି ଅଗଣା, ପ୍ରତି ଧୂଳିକଣା ଲଲାଟେ ମୋହର ସୁବାସ ଚନ୍ଦନ।ଘୋ। ପୁଣ୍ୟ ବେଳାଭୂମି, ନୀଳାଚଳ ଧାମ ପୁଣ୍ୟ ତା ତଟିନୀ ପ୍ରତି ପଡ଼ା, ଗ୍ରାମ, ଜନମି ତା କୋଳେ ପାଇଛି ସୁନାମ ନେବି ତା ଗରଭେ ବାର ବାର ଜନ୍ମ। ୧। ମୋ ଭାଷା ଓଡ଼ିଆ, ମୋ ଖାଦ୍ୟ ବଢିଆ ନୃତ୍ୟ, ଗୀତ, ବାଦ୍ୟ ଭାରି ମନଛୁଆଁ, ସଂସ୍କୃତି, ଭାସ୍କର୍ଯ୍ୟ, …

**ବନ୍ଦେ ଉତ୍କଳ ମାତରମ୍** Read More »

ଉତ୍କଳର ଐତିହ୍ୟ

ଉତ୍କଳ ମୋହର ଧରମର ଧାମ ପୂଣ୍ୟ ଅଟେ ତାର ମାଟି ! ସରାଗ ପଣରେ ସଭିଙ୍କ ମୁଖରେ ଦେଉଥାଏ ମଧୁ ବାଣ୍ଟି !! ତୀର୍ଥ ଭୂମି ଯା’ର ବୁକୁରେ ଧାରଣ ନୁଅଁଇ ସଭିଙ୍କ ମଥା ! ମନ୍ଦିର ମାଳୀନି ବୀର ପ୍ରସବିନୀ ଶୁଣାଏ ଯାହାର ଗାଥା !! ଚାରି ଧାମେ ଏକ ଶ୍ରେଷ୍ଠ ଧାମ ନାମ ସଭିଙ୍କ ତୁଣ୍ଡରେ ଥାଏ ! ଶ୍ରୀକ୍ଷେତ୍ର ପରମ ପାଳକ ଦାତା ସେ ଲୀଳା ଖେଳା କରୁଥାଏ !! କୋଣାର୍କ ଚନ୍ଦନ …

ଉତ୍କଳର ଐତିହ୍ୟ Read More »

#वो#कौन#था

सुहानी हमेशा से ही ट्रेन पर सफ़र करती है। वैसे तो मजबूरी है।उसे करना पड़ता है,क्यूं की दफ़्तर से घर काफी दूर है।लगभग एक दिन का आधा वक्त सफ़र में हीं बीत जाता है।इसलिए उसकी एक आदत है,पूरा सफ़र में किताब लेकर बैठना। सफ़र तो खत्म हो जाता है, नई मंजिल की स्वागत कर, लेकिन …

#वो#कौन#था Read More »

याद भरा पल

आसमान में चमकता है चाँद सुनहरा जिसमे दिखाता है आप का वो प्यारा सा चेहरा । कितने अच्छे थे वो दिन आप के लिए हुआ जीवन बेहतरीन कितने अच्छे वो रातें थे बातों  बातों में कटते थे । याद आता हे वो पल जव जाता मन मचल कहते थे रुक पगली अभी तो हवा धीरे चली । …

याद भरा पल Read More »

Saplings to tree

It’s not easy for a sapling to grow in an another new place .It needs care, attention, nourishment and most probably trust.It must grow one day. Once my mumma uprooted a sapling of flower from a crowded area and planted it in an individual Gamla.At begining i was annoying about its growth and had less …

Saplings to tree Read More »

ଆମେ କି ସତରେ ଓଡିଆ

ଓଡ଼ିଆ ଓଡିଆ ଚିତ୍କାର କରୁଛୁ ଆମେ କି ସତରେ ଓଡ଼ିଆ ! ନାହିଁ ଭାଷା ପ୍ରୀତି ଜାତି ସ୍ଵାଭିମାନ ମନେ ମନେ କହୁ ଓଡ଼ିଆ ଓଡ଼ିଆ ଭାଷାକୁ ଘୃଣ୍ୟ ମନ କରି ଇଂରାଜୀ ଭାଷା କହୁ ବଢ଼ିଆ , କିଏ କହୁଅଛି, ଉତ୍ତର -ଦକ୍ଷିଣୀ କିଏ କହୁଅଛି ପଶ୍ଚିମ ଓଡ଼ିଶା ଏହା ଦେଖି ହସୁଛନ୍ତି ପାଖ ପଡିଶା ଆମେ କି ସତରେ ଓଡ଼ିଆ , କିଏ କହେ ଜଗନ୍ନାଥ ମୋର କିଏ କହେ ମହାନଦୀ ମୋର ଆଉ …

ଆମେ କି ସତରେ ଓଡିଆ Read More »

ମୋ ଜନମ ଭୂଇଁ

ଉତ୍କଳ ଗୋ ତୁମେ ଚାରୁ ଲାସ୍ୟମୟୀ, ଚିର ବନ୍ଦନୀୟ ପୂଜ୍ୟ ଅଟ ମହାମାୟୀ !! ଭବ୍ୟ ତାରୁଣ୍ୟ ର ପ୍ରତୀକ ଯେ ତୁହି, ତୋ ପରି ଜନନୀ ଜଗତେ ଯେ କାହିଁ !! ଯହିଁ ବିରାଜିତ ନୀଳାଚଳେ ଜଗନ୍ନାଥ, ନୀଳ ଅମ୍ବରେ ତୋର ଉଡ଼ାଏ ଯେ ନେତ !! ସର୍ବ ଧର୍ମ ସମ ତୋ କୀର୍ତ୍ତି ଶାଳିନୀ, ପାପ ବିଧ୍ୱଂସୀ ଗୋ ଅଟ ମମତା ଦାୟିନୀ !! ସୂର୍ଯ୍ୟୋଦୟ ହୁଏ ଯହିଁ ତୋ କୋଳରେ ଯାଇ ପାଷାଣ …

ମୋ ଜନମ ଭୂଇଁ Read More »