ଉତ୍କଳ ଦିବସ
ଭାରତ ମାତାର କୋଳେ ଜନ୍ମିଛି ଓଡିଶା ମାଟିକୁ ଛୁଇଁ ଉତ୍କଳ ମାତାର ସନ୍ତାନ ମୁହିଁ ଓଡିଶା ମୋ ଜନ୍ମ ଭୂଇଁ ll ଫୁଟିଛି ଉତ୍କଳ ଭାଷା କମଳିନୀ ସଭିଁଙ୍କୁ ମିଳୁ ଭାଷା ପ୍ରୀତି ପୂର୍ଣ୍ଣ ହେଉ ଆଶା ସ୍ମାର୍ଟ ଓଡିଶା ଲହରୀ ଉଠୁ ଓଡିଶା ଜ୍ୟୋତି ll ଧନ୍ୟ ଏ ଓଡିଶା ଧନ୍ୟ ତା ଭାଷା ଧନ୍ୟ ଏ ପୂଣ୍ୟ ନୀଳାଚଳ ଏ ଦେଶ ନେତା ସ୍ୱୟଂ ଜଗନ୍ନାଥ ଉତ୍କଳ ଭୂଇଁ ଆଜି ଚଳଚଞ୍ଚଳ ll ଉତ୍କଳ …