କାଳିଆ ପାଇଁ ଚିଠିଟିଏ
ପ୍ରିୟର ଭାବଗ୍ରାହୀ, ତୁମେ ନିଶ୍ଚୟ ଭଲରେ ଥିବ ବୋଲି ଆଶା କରେ ।କାହିଁକି ବି ରହିବନି ବଡ଼ ଦେଉଳରେ ରହୁଛ,ବଡ଼ ଦାଣ୍ଡରେ ବୁଲୁଛ,ବଡ ଭୋଜନାଳୟ ଆନନ୍ଦ ବଜାରରେ ଖାଉଛ, ଭାବୁଥିବ ମୁଁ ଈର୍ଷା କରୁଛି ହେଲେ ଏ ସବୁ ଈର୍ଷା ନୁହେଁ ,ଏସବୁ ଅଭିମାନ ତୁମ ଦର୍ଶନ ପାଇଁ,ବହୁତ ଦିନ ପରେ ମତେ ମୋ ପରି ଅଧମକୁ ତୁମ ଦର୍ଶନ ପାଇଁ ଡାକିଛ,ସେଥିପାଇଁ ଯେତେ ଧନ୍ୟବାଦ ଦେଲେ ବି କମ୍ ପଡ଼ିବ।ଭାବିଲି ତୁମକୁ କିଛି ଦେବି,ହେଲେ କଣ …