June 2022

ଜଗନ୍ନାଥ ଭଜନ

ଦୀନବନ୍ଧୁ ଭାସିଲା ଜୀବନ ଭେଳା ପ୍ରଭୁ ହେ ଅନ୍ତରେ ଭରି ଏ ଜ୍ବାଳା ଭଜିଲିନି ଦିନେ ହରି ନାମ ରାମ ଜପିଲିନି ତୁଣ୍ଡେ ଦିବ୍ୟ ନାମ ତୁମ ଶେଷ ଜୀବନର ଖେଳା ପ୍ରଭୁ ହେ ଭାଙ୍ଗିଲା ଜୀବନ ମେଳା ଦୀନବନ୍ଧୁ——–୧ ଗାଇବାକୁ ତୁମେ କଣ୍ଠ ଦେଇଥିଲ ରଟିଲି ମାୟା ସଂସାର ! ମିଛ ମାୟା ଘର ଆବରି ଜଞ୍ଜାଳ କୁହୁଳି ମଲି କୁଣ୍ଡର !! ଆଖି ନ ଖୋଲିଲା ଲୋତକ ବୋହିଲା-୨ ଲିପ୍ତ ରହି ପାପ ଆଶେ …

ଜଗନ୍ନାଥ ଭଜନ Read More »

ଜାତୀୟ ପଠନ ଦିବସ ଅବସରରେ କିଛି କଥା

ଆଜି ହେଉଛି ଜାତୀୟ ପଠନ ଦିବସ। କେରଳର ଲାଇବ୍ରେରୀ ଏବଂ ସାକ୍ଷରତା ଆନ୍ଦୋଳନର ପିତା ବିବେଚିତ ହୋଇଥିବା ପି ଏନ ପାନିକରଙ୍କ ସମ୍ମାନାର୍ଥେ ଏହି ଦିନ ପାଳନ କରାଯାଏ। ଏହା ମଧ୍ୟ ମାସର ଡିଜିଟାଲ୍ ପଠନ ଉତ୍ସବର ଆରମ୍ଭକୁ ଦର୍ଶାଇ ଥାଏ। କେରଳ ସରକାରଙ୍କ ଦ୍ୱାରା 19 ଜୁନ୍, 1996 ରେ ଏକ ପଠନ ଦିବସ ଉତ୍ସବ ଭାବରେ ଆରମ୍ଭ ହୋଇଥିଲା। ପି ଏନ ପାନିକର୍ ଫାଉଣ୍ଡେସନ୍ ଏହି ଜାତୀୟ ପଠନ ଦିବସ ମାଧ୍ୟମରେ ରାଜ୍ୟରେ ସାକ୍ଷରତା …

ଜାତୀୟ ପଠନ ଦିବସ ଅବସରରେ କିଛି କଥା Read More »

ମୋ ବାପା

ନିଶବ୍ଦ ଶବ୍ଦର ଅମୋଘ ଶକ୍ତି ସେ ସଭିଠୁଁ ନିଜର ବାପା, ଅବୁଝା ଅଚିହ୍ନା ଅନୁଭବ ଟିଏ ହୃହୟଟା ତାଙ୍କ ସଫା ।। ସେ ପରା ମୋ ବାପା……। ବା-ମାନେ ବାୟୁ ଅଟେ ପା-ମାନେ ପାଣି ସର୍ବଦା ଲୋଡ଼େ ଜୀବନ, ବାପା ସମ୍ପର୍କ ଟି ସରଗଠୁ ବଡ ମର୍ତ୍ତ୍ୟ ବୈକୁଣ୍ଠ ଜାଣ ।। ମାଗିବା ଆଗରୁ ଯାଚି ଦେଇଥାନ୍ତି ଦୁନିଆଁ ଯାକର ସୁଖ, ନିଷ୍ଟା କର୍ତ୍ତବ୍ୟର ସତ୍ୟ ସନାତନ କୋଟି ପ୍ରେରଣାର ଉତ୍ସ ।। ଘର ଦୁଆରର ମୂଳଦୁଆ …

ମୋ ବାପା Read More »

ସବୁଠୁ ଭଲ ମୋ ବାପା

ମୋ ବାପା ମୋ ପାଇଁ ବ୍ରହ୍ମା ବିଷ୍ଣୁ ଶିବ ସବୁଠୁ ଭଲ ମୋ ବାପା ତାଙ୍କ ବିନା ନାହିଁ ମୋର ସଦଗତି ବାପା ହିଁ ଭାଗ୍ୟ ବିଧାତା । ପିତା ପରମାତ୍ମା ଚଳନ୍ତି ଈଶ୍ୱର ପିତା ହିଁ ପରମ ଧର୍ମ ତାଙ୍କ ପାଦପଦ୍ମେ ସକଳ ତୀର୍ଥ ମୋ ପିତା ତପ ପୂଜ୍ୟ ସ୍ୱର୍ଗ । ବାପାଙ୍କ ନିର୍ଦ୍ଦେଶ ଅଙ୍ଗୁଳିକୁ ଧରି ଚାଲି ଶିଖିଛି ମୁଁ ବାଟ ତାଙ୍କ ଆକର୍ଷଣ ଆତ୍ମିକ ବନ୍ଧନ ମୋ ଭାଗ୍ୟ ଦୃଷ୍ଟ ଅଦୃଷ୍ଟ …

ସବୁଠୁ ଭଲ ମୋ ବାପା Read More »

-:ଫଗୁଣ ଆସିଛି:-

ଫଗୁଣ ଆସିଛି! ବକୁଳ ର ହିଲ୍ଲୋଳ ରେ ଆମ୍ର ତରୁ କଲ୍ଲୋଳିତ, କୋକିଳ ର ମଧୁ ଛନ୍ଦ ରେ ଚତୁର୍ଦ୍ଦିଗ ମୁଖରିତ; ପଳାସ ର ନବ କୁଞ୍ଜରେ ରାଜରାସ୍ତା ସୁଶୋଭିତ, ବାଦଲ ମାନଙ୍କ ରୋଷଣୀ ରେ ରୂପେଲି ଚାନ୍ଦୁଆ ପିନ୍ଧି ସୁନୀଳ ଅମ୍ୱର ଆଚ୍ଛାଦିତ।। ଫଗୁଣ ଆସିଛି! ପୂର୍ବ ପରି ତୁମ ପ୍ରେମ ରୂପି ଫଗୁ ରେ ମୋତେ ରଙ୍ଗୀନ ପ୍ରଜାପତି ସଜେଇ ବାକୁ, ପୂର୍ବ ପରି ତୁମ ପ୍ରଣୟ ବିଭାବରୀ ର ମୋତେ ଅଭିସାରିକା କରି …

-:ଫଗୁଣ ଆସିଛି:- Read More »

ରଜ ଗୀତ ..

ଗାଁ – ବାଡ଼ିରେ ଗଛଟେ ନାହିଁ ଦୋଳି ପକେଇବି କେଉଁଠି ଯାଇ ବଉଳ ଲୋ ମନ ହୁଏ ହାଇଁ ପାଇଁ , ବଉଳ ଲୋ …୧ ବନସ୍ତେ ଡାକୁନି ଗଜ ଗାଁ ସହରରେ କରେ ଉତ୍ପାତ ବଉଳ ଲୋ ମନରେ ଘାରେ ପ୍ରମାଦ,ବଉଳ ଲୋ…୨ ଯୌଥ ପରିବାର ନାହିଁ ଦୋଳି ଖେଳିବାକୁ ସାଥେ କେ ନାହିଁ ବଉଳ ଲୋ ମୋବାଇଲ ଦେଖା ପାଇଁ, ବଉଳ ଲୋ..୩ ଗାଁ ବିଲ ସବୁ ପଡିଆ ଭାଇ ମୋ ଯାଇଛି ଦାଦନ …

ରଜ ଗୀତ .. Read More »

ନିଆରା ରଜ

ଏ ବର୍ଷ ଆସିଛି ରଜ ହୋଇ ନୂଆ ସଜବାଜ ଜମିବ ରଜ ମଉଜ। ଖରା ଯାଇଛି ମଉଳି ପିଲାଏ ହେଲେଣି ମେଳି ଖେଳିବେ ବିଦ୍ୟୁତ ଦୋଳି। ଦୋକାନେ ଦେଇଣ ଚିଠା ମଗାନ୍ତି ଅନେକ ମିଠା ତା ସାଥେ ବି ପୋଡ଼ ପିଠା। ପାଦରେ ଚାଲିବା ମନା କାର୍ ବୁଲିବା ଜମାନା ଦେଖ ଟିକେ ବୁଲୁ ନନା। ପାଦରେ ନାହିଁ ଅଳତା ପିନ୍ଧି ହାଇ ହିଲ୍ ଯୋତା ଦେଖି ଘୂରିଯାଏ ମଥା। ମଲରୁ ଆସେ ପୋଷାକ ଗୁଟୁଖା ଖିଆ …

ନିଆରା ରଜ Read More »

ବନସ୍ତେ ଡାକିଲା ଗଜ

କବିତା ଶୀର୍ଷକ :- ବନସ୍ତେ ଡାକିଲା ଗଜ ବନସ୍ତେ ଡାକିଲା ଗଜ ବଧୁ କୁଆଁରୀଏ ହେଲେଣି ସଜ ହେଲେଣି ସଜଲୋ ମହକି ଉଠିଲା ରଜ। ମଥାରେ କୁଙ୍କୁମ ଟିପା ପାଦରେ ଲାଗିଛି ସରୁ ଅଳତା ସରୁ ଅଳତାଲୋ ହାତରେ ମେହେନ୍ଦି ଚିତା। ଉଡ଼ିବୁଲେ ଦେଖ କଙ୍କି ଆକାଶ ଯାଇଛି ମେଘରେ ଢାଙ୍କି ମେଘରେ ଢାଙ୍କିଲୋ ମନୋହରୀ ଛବି ଆଙ୍କି। ପରୀ ଖେଳିଲେଣି ଦୋଳି କବରୀରେ ନାଇ ସପନ ମଲ୍ଲୀ ସପନ ମଲ୍ଲୀ ଲୋ ଗଳାରେ ଗଜରା ମାଳି। …

ବନସ୍ତେ ଡାକିଲା ଗଜ Read More »

ନୂଆ ମୋଡ଼ରେ ରଜ

ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ କେତେ ନୂଆ ସଜ ବାଜ ବଉଳ ଲୋ କେତେ ନୂଆ ସଜ ବାଜ | ଓଡିଶା ମାଟିର ଜନଜୀବନ କୃଷି କର୍ମ ସାରି ମନ ଉଚ୍ଛନ୍ନ ଖେଳ କଉତୁକମଜାରେ ମଜାରେ ରଜ ପରବେ ହୋଇ ମଗନ ବଉଳ ଲୋ ପରବେ ହୋଇ ମଗନ–୧ ତିରିଶି ଜିଲ୍ଲାର ତେତିଶ ମନ ଭାଷା ଜ୍ଞାନ ଜାର ଯେତେ ଯତନ ନିଜ ଭାବରେ ରଜ ଏସନ ବଉଳ ଲୋ ଗୋଟି ଗୋଟି …

ନୂଆ ମୋଡ଼ରେ ରଜ Read More »

ନୂଆ ଏକ ରଜ ସଜ

ଆତ୍ମୀୟତା କୁ ଉଡ଼େଇ ଦେଇ ଉଡୁଛି ଆଜି ଆଧୁନିକ ଚାକଚକ୍ୟ ର ଧ୍ୱଜା, ନାଁ ତାସପାଲି ନାଁ ଲୁଡୁ ଖେଳର ମଜା।…..(୧) କ୍ରୁର ଆଜି ମାନବିକତା ଆଉ ହୀନ ମାନସିକତା ଗଛଟିଏ ନାହିଁ ଟଙ୍ଗା ହେବାକୁ ଦୋଳି, ତେଣୁ ଖାଲି ପ୍ରାକୃତିକ ବିପର୍ଯ୍ୟୟ ର ଗହଳି।…..(୨) ନାହିଁ ସେ ଖିଲି ପାନର ଖିଆଲି ପଣ ନାଁ ଅଛି ଚପଳ ସେ କୁଆଁରୀ ମନ, ଖୁସି ଦେଇପାରେନା ପହିଲି ଆଷାଢ଼ ଆଗମନ…..(୩) ନାଁ ଦେହ ମନରେ ପ୍ରାଣ ଭରେ …

ନୂଆ ଏକ ରଜ ସଜ Read More »