ବିଦେଶେ ରହେ ମୋ ଭାଇ
ବିଦେଶେ ରହେ ମୋ ଭାଇ ଓଡିଶା ସଂସ୍କୃତି ନଜାଣଇ। ପାଠ ପଢା ସାରି ଏବେ ଫେରିଛି ସବୁ କଥା ତାକୁ ନୂଆ ଲାଗୁଛି। ପିଲାବେଳ ତା’ର ସେଇଠି କଟିଲା ଜନମ ଭୂମିକୁ ସେ କାହୁଁ ଜାଣିଲା। ବଜାରକୁ କାଲି ସାଥିରେ ଗଲା ଦୋକାନୀଙ୍କୁ ସିଏ ବାଇଆ କଲା। ନିଦରୁ ଉଠି ଆଠଟା ବେଳରେ ପଚାରୁଛି ମୋତେ ଆଜି କ’ଣ କିରେ। ଆଇନା ଆଗରେ ଭୋର୍ ରୁ ଏତେ ସଜ ଉତ୍ତର ଦେଲି,ଭାଇ ଆଜି ପରା ରଜ। ପାଟି …









