July 2022

The window has stories

// The Window has stories. Outside the window there are stories, the stories I have tried to tell you. In the darkest night, the streetlight stands alone, and two shadows give it a company. When the piano touches his lips, the melodious tune begins to float in the waves of wind. Her red gown has …

The window has stories Read More »

କିଏ କଲା ଦୋଷ କିଏ ପାଏ ଶାସ୍ତି

ବେଙ୍ଗ କହେ ବେଙ୍ଗୁଲି ଲୋ ପୃଥିବୀ କ୍ଷଣକେ ଆନ ଧରିତ୍ରୀ ମଧ୍ୟେ ପ୍ରାଣ ସଞ୍ଚରି ପ୍ରକୃତି ଯୁଗେ ଯୁଗେ ମହାନ ଦୁଧ,ଦଧି,ମଧୁ, ଶର୍କରା ରେ ହୁଏ ପଞ୍ଚାମୃତ କ୍ଷିତି, ଅପ୍,ତେଜ,ମରୁତ, ବ୍ୟୋମେ ଗଢା ପ୍ରାଣୀ ଜଗତ।। ଆମ ଚତୁଃପାର୍ଶ୍ଵେ ରହିଛି ଏକ ବିସ୍ତୀର୍ଣ୍ଣ ଆସ୍ତରଣ ସୈାରମଣ୍ଡଳେ ଏହି ଧରିତ୍ରୀ ଏକ ପ୍ରାଣ ଆବରଣ ପ୍ରଗତି ପଥରେ ମନୁଷ୍ୟ ଆଜି ହୋଇଛି ବ୍ରତୀ ବସିଥିବା ଗଛ ଡାଳକୁ ନିଜେ ସେ ହାଣୁଛି।। ଦୃଢ଼ ବୁକୁରେ ଧରଣୀ କୁ ରଖିଅଛି …

କିଏ କଲା ଦୋଷ କିଏ ପାଏ ଶାସ୍ତି Read More »

ବର୍ଷାକୁ ଭଲ ପାଉଥିବା ଝିଅ

ଆସିଗଲ ତୁମେ! ହଁ ଆସିବା ଟା ଯେ ନିର୍ଦ୍ଧାରିତ; ବାସ୍ !ଏବେ ଖାଲି ସିକ୍ତ କର, ତୁମ ପ୍ରେମ ସଂଞ୍ଜୀବନି ସିଞ୍ଚି, ମୁଁ ଯେ ବିବର୍ଣ୍ଣ,ବିଷର୍ଣ୍ଣ ତନୁ ଟିକୁ ସଞ୍ଚୟ କରି ରଖିଛି, ତୁମ ପାଇଁ! ହଁ କେବଳ ତୁମ ପାଇଁ; ତୁମର ସେ ମାଦକ ଭରା ସ୍ପର୍ଶ ଟିକକ ପାଇଁ, ଚାତକ ଟିଏ ସାଜି ସମୟ କୁ ମୋର ତୁମ ଅଧିକାର ରେ ଛାଡି ଦେଇଛି।। କ’ଣ ଭାବୁଛ?ଏ ଉନ୍ମାଦିନୀ କିଏ? କାହିଁକି ୟାର ବାଚାଳାମୀ; …

ବର୍ଷାକୁ ଭଲ ପାଉଥିବା ଝିଅ Read More »

ସନ୍ଧ୍ୟା

ସନ୍ଧ୍ୟା! ପ୍ରକୃତି କୋଳ ରେ ଅଳସ ଭାଙ୍ଗୁ ଥିବା ଦେବାଙ୍ଗନା ଟିଏ, ରବି ର ପଶ୍ଚିମାଭିମୁଖୀ ହେବା ର ସୁନ୍ଦର ଆଭାସ ଟିଏ, ମଉଳି ପଡ଼ିଥିବା ପୁଷ୍କର ର କରୁଣ ଅବଶୋଷ ଟିଏ, ଅବା ପୁଷ୍କରିଣୀ ରେ ସରମି ଯାଉଥିବା ସଦ୍ୟ ଫୁଟା କୁମୁଦ ସିଏ।। ସନ୍ଧ୍ୟା! ପଶ୍ଚିମାକାଶ ନାଲି ଦିଗବଳୟ ର ରକ୍ତିମ ଆଭା ଟିଏ, ନୀଡ଼ ବାହୁଡା଼ ବିହଙ୍ଗ ର କିଚିରି ମିଚିରି ଅର୍ଦ୍ଦଳି ଟିଏ, ଗୋପାଳ ମୂରଲୀ ରୁ ଭାସି ଆସୁଥିବା ମଧୁର …

ସନ୍ଧ୍ୟା Read More »

ମନୁଆ ଅଳିଆ ବାଲା

ଆଜି ର କାହାଣୀ ମନୁଆ ଉପରେ | ଯଦୁପୁର  ବୋଲି ଗୋଟେ ଛୋଟ  ଗାଁ ଟିଏ |ସେହି ଗାଁ ରେ ମନୁଆ  ବୋଲି ଜଣେ ଲୋକ ଥିଲା |ମନୁଆ  ସେଇ ଗ୍ରାମରେ ଅଳିଆ ସବୁଦିନ  ନିଏ |ଚାକିରୀ  ସ୍ଥାୟୀ ନଥିବାରୁ  ମନୁଆ  ସବୁବେଳେ ମନ  ଦୁଃଖ କରେ |ପଇସା  ମଧ୍ୟ କମ ମିଳେ | ମନୁଆ  ପ୍ରତିଦିନ ଗାଁ ଗାଁ ବୁଲି ଅଳିଆ ଡବା ରୁ ଅଳିଆ ନେଇ  ତା ଗାଡ଼ିରେ ଯାଏ|ଅଳିଆ କୁ ଗାଁ ମୁଣ୍ଡ …

ମନୁଆ ଅଳିଆ ବାଲା Read More »

ଶିଳ୍ପୀ

ତୁମେ ଛବି ଆଙ୍କ, ନାଲି, ନେଳୀ, ହଳଦୀ, ଧବଳ; ରଙ୍ଗ ରେ ଚିତ୍ରିତ କର ସଫେଦ ପୃଷ୍ଠା ସବୁକୁ! କେବେ ଫୁଲ ପୁଣି କେବେ ପ୍ରଜାପତି, କେବେ ଡେଣା ଯୁକ୍ତ ବିହଙ୍ଗ ତ କେବେ ରସ ଅପହୃତ ମହୁମାଛି; ଗୋଟେ ପରେ ଗୋଟେ ଜୀବନ୍ୟାସ ଦେଇଚାଲ ସଫେଦ ପୃଷ୍ଠା ସବୁକୁ….. ତୁମର ପ୍ରତିଟି ଛବିରେ ଲୁଚି ଥାଏ ଅପୂର୍ବ ମାଦକତା, ସପ୍ତରଙ୍ଗୀ ଇନ୍ଦ୍ରଧନୁ ପରି ବିସ୍ତୀର୍ଣ୍ଣ, ବିଶାଳ, ବିଚିତ୍ରା; କେବେ ଶୀତ ସକାଳ ର କୋହଲା ପାଗ …

ଶିଳ୍ପୀ Read More »

ଛାଇ

ଦିନଥିଲା! ସେ କୁନି ଛାଇଟିର ଆବର୍ତ୍ତନ ଅବା ପରିକ୍ରମଣ ରେ , ମନ ସଦନ, କୁଞ୍ଜବନେ ବିଚରଣ କରୁଥିଲା; ନବ ପଲ୍ଲବର ଧାତ୍ରୀ ଯେ, ଅଭଂକ୍ରଷ ସ୍ନେହ ସୋହାଗ ର ପାତ୍ରୀ ଥିଲା, ନୂଆ ଅତିଥି ଆଗମନୀ ବାର୍ତ୍ତାରେ ପୁର ପଲ୍ଲୀ ଖୁସି ସାଗରେ କଲ୍ଲୋଳିତ ହେଉଥିଲା।। ଦିନ ଗଲା, ମାସ ଅପସରିଲା! କାହାପାଇଁ ନଅମାସ ଦଶ ଦିନ ପୁଣି କାହା ପାଇଁ ଦଶ ମାସ ନଅ ଦିନ, ଧୀରେ ଧୀରେ କୁନି ଶିଶୁଟି କିନ୍ତୁ ପୂର୍ଣ୍ଣାଙ୍ଗ …

ଛାଇ Read More »

ଦୂର ଦିଗନ୍ତ

ଦୂର ଆକାଶର ଇନ୍ଦୁଟିଏ ଅବା, ଗଭୀର ସାଗର ର କାଣିଚାଏ ବିନ୍ଦୁ ଟିଏ; ଦୂର ପାହାଡ଼ ର ଅପହଞ୍ଚ ପଥର ଟିଏ ଅବା, ସମୁଦ୍ର କୂଳବର୍ତ୍ତୀ ନିର୍ଜନ ଗ୍ରାମ ସିଏ।। ଦୂର ଦିଗନ୍ତର କେବେ ସେ ଅଣବାହୁଡା ରବି, ବିଷାଦଗ୍ରସ୍ଥା ଧରଣୀର ପାଣ୍ଡୁ ରଙ୍ଗର ପ୍ରତିଛବି; ଅଗାଧ ଗାଧ ମହୋଦଧିର ସେ ଦିଶାହୀନ ତରଣୀ, କେଉଁ ଏକ ଦୁର୍ଭାଗିନୀ ଧରିତ୍ରୀ ନିମନ୍ତେ ଅଦୃଶ୍ୟ ଆକାଶର ପ୍ରେମ ବରଣୀ।। ଜହ୍ନ ଉଇଁ ନଥିବା ବିଭାବରୀ ର ସେ ଏକ …

ଦୂର ଦିଗନ୍ତ Read More »

ପାଗେଳୀ ଟାଏ

ବୟସର ପ୍ରାରମ୍ଭିକ ବସନ୍ତରେ ଚପଳମତି ର ଦୁଷ୍ଟାମୀ, କିଛି ପାଇବାର ଆଶାରେ ଅଝଟିଆ ପଣ; ରାଜଜେମା ର ଅଲିଅଳ କଥା ଟାଳି ନ ପାରି, ତଅପୋଇ ର ବାପାଙ୍କ ଭଳି ମୋ ବାପା ସ୍ନେହରେ କୁହନ୍ତି, ମାଆ ମୋର, “ପାଗେଳୀ ଟାଏ”……… ସାନ ଭାଇର ଜିଦ୍ ଆଗରେ ମୁଁ ନଇଁ ବାକୁ ନାରାଜ, ତାକୁ କାଇଁ ଅଧିକ ଦେଲୁ, ମୋତେ କାଇଁ କମ୍! ନିଜ ଛୁଆ ସହ କାଇଁ ପାତର ଅନ୍ତର, ନାକ ଅଗର ରାଗକୁ ଖସାଇ …

ପାଗେଳୀ ଟାଏ Read More »

ଅଭିମାନୀ ମହାଲକ୍ଷ୍ମୀ

ମହାଲକ୍ଷ୍ମୀ :- ଦିନେ କହି ପାଞ୍ଚଦିନ ହୋଇଗଲା ଭଣ୍ଡେଇ ଯେ ଗଲ କାହିଁ ତୁମ ବିନା ଆଜି ଶୁନ୍ୟ ଶ୍ରୀମନ୍ଦିର କୋଳାହଳ ଶୁଭେନାହିଁ। ଭାଇ ଭଉଣୀଙ୍କୁ ସଙ୍ଗତରେ ନେଇ ଶୁଣିଲି ଗୁଣ୍ଡିଚା ଗଲ, ମୋତେ ଛାଡ଼ିଦେଇ ବୁଲିବା ପାଇଁକି କିପରି ସାହସ କଲ ? କଥା ଦେଇଥିଲ ପାଶେଥିବ ମୋର ଯୁଗ ଯୁଗ ପରିଯ୍ୟନ୍ତ, ଆଉ କାହା ମୋହ ବାନ୍ଧିଲା ତୁମକୁ କରିଛ ଗୁଣ୍ଡିଚା ଗ୍ରସ୍ତ ! ଡାଳୁଅ ଦି ମୁଠା କଳମ ଦି ବିଡା ଦେଇ …

ଅଭିମାନୀ ମହାଲକ୍ଷ୍ମୀ Read More »