ତାଙ୍କ ପରି ଜଣେ ସାମନ୍ତ ନାହିଁ ନାହିଁତ
ସେ କମ୍ଭୁ କଟକର ସମ୍ରାଟ କୋଟି ହୃଦୟୁ ହୃଦୟ ପରିବ୍ୟାପ୍ତ ଲୋଟିଯାନ୍ତି ଭକ୍ତ ବାଇଶି ପାବଛେ ଡାକି ରଖ ହେ କାଳିଆ ସାଆନ୍ତ। ସତେ ତାଙ୍କ ପରି ଜଣେ ସାମନ୍ତ ନାହିଁ ନାହିଁତ।୦। ଅତି ରହସ୍ୟମୟ ସେ ଠାକୁର ଅଧାଗଢ଼ା କିନ୍ତୁ ପୂର୍ଣ୍ଣ ଈଶ୍ୱର, ସେ କ୍ଷରରୁ ଅତୀତ ଅକ୍ଷରରୁ ଉଚ୍ଚ ପୁରୁଷୋତ୍ତମ ସେ ନିରାକାର। ଅନନ୍ତକାଳର ଗବେଷଣା ଶେଷେ ସେ ଅସରନ୍ତି ଏକ ଭାବତତ୍ତ୍ଵ ସତେ ତାଙ୍କ ପରି ଜଣେ ସାମନ୍ତ ନାହିଁ ନାହିଁତ।୧। କେବେ …

