August 2022

କବିବର ପାଇଁ କବି ସମ୍ରାଟ ବୀରବର ପରିଚିତ

“” ଭାଗ୍ୟବାନ ବେନି ବାଣୀଙ୍କ କୁମର କବି ବଳଦେବ ଭଞ୍ଜ ବୀରବର।”” ଚିଳିକା କାବ୍ୟରେ କବିବର ରାଧାନାଥ ରାୟ କବି ବୀରବର ଉପେନ୍ଦ୍ର ଭଞ୍ଜଙ୍କୁ ବିଦ୍ୟା ଦେବୀ ମାତା ସରସ୍ଵତୀଙ୍କ ଭାଗ୍ୟବାନ ପୁତ୍ର ରୂପେ ବର୍ଣନା କରିଛନ୍ତି। ଏହି ପବିତ୍ର କଳିଙ୍ଗ ଭୂଖଣ୍ତ ଯାହା ଦିନେ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ନିଜର ସାମ୍ରାଜ୍ଯ ବିସ୍ତାର କରିଥିଲେ । ଭଞ୍ଜ ବଂଶୀୟ ରାଜାମାନେ ରାଜ୍ୟଭାର ବହନ କରୁଥିଲେ। ଆଜି ମଧ୍ୟ ବଙ୍ଗୋପ ସାଗର ତଟ ଦେଶରେ ଐତିହ୍ୟ …

କବିବର ପାଇଁ କବି ସମ୍ରାଟ ବୀରବର ପରିଚିତ Read More »

ସମୟ ଅବା କେତେ ମୁଠା

ଭିଡ଼ ଭିତରେ ହଜିଗଲା ଚିହ୍ନା ସମ୍ପର୍କଟିଏ, ଗ୍ଳାନିର ଦେହରେ ଲୁଚିଗଲା ହସ ଚିହ୍ନ ଟିଏ। ସଜାଡିବାକୁ ସମୟ ବା କେତେ ମୁଠା, ଭାଙ୍ଗିଗଲେ ଶୀଳ ବା କେତେ ବଟା। କେବଳ ସଂସାର ନଈ ରେ ଆହୁଲା ହିଁ ଗୋଟିଏ ରାସ୍ତା, ଭାଙ୍ଗିଦେଲେ ଜୀବନ ବି ଶେଷରେ ଗୋଟିଏ ପୃଷ୍ଠା। ତାରକାର ମେଳେ ଜହ୍ନ ଆଜି ଅଲୋଡ଼ା ନାଁ ଟିଏ, ବାଟିକା ଦେହରେ ମାଳି ଏକ ଅଜଣା ଚିହ୍ନ ଟିଏ। ଛିଣ୍ଡିଗଲେ ସୂତା ବା କେତେ କଣ୍ଟା, ଲିଭିଗଲେ …

ସମୟ ଅବା କେତେ ମୁଠା Read More »

कान्हा जी के आँसू

भक्ति में प्रेम होता है और प्रेम में भक्ति।अगर भाव इतनी प्रभावशाली होता है तो सोचो जिनसे भाव की डोरी लग जाती वो रिश्ता कितना ज्यादा प्रभावित करेगा जीवन को।एक ऐसी जोड़ जिसके जुड़ने से सारे रिश्ते जुड़े हुए लगते है और उसके बिना,कुछ अस्तित्व नहीं है कोई रिश्तों की। जो भक्ति के रंग में …

कान्हा जी के आँसू Read More »

Don’t give up the ship

Faith demands to accept realities and believe in them in the absence of evidence. It is much easier, even more rational to resist faith. There have been times in my own life where I’ve lost my faith in God, in people & in myself. That happens ; we’re tested, and we fall down,but we can …

Don’t give up the ship Read More »

ଅବର୍ଣ୍ଣନୀୟ ମୋ ଭାରତ

ସାଗର ଧୌତ ପଦ ପଙ୍କଜ ଯାର ବକ୍ଷରେ ଗିରି ପ୍ରାଚୀର ମୁନୀ ବେଦ ସ୍ୱନ ସଦା ଗୁଞ୍ଜରଣ କଳୁଷ ହୁଏ ତାରଣ କି ଅବା ବର୍ଣ୍ଣିବି ମୁଁ ସେହି ଭୂମିକୁ ହିରଣ୍ମୟୀ ସିଏ, ବିଶ୍ଵଗୁରୁ  ସିଏ ଭାରତ ମାଟି ଯେ ମୋହର ପ୍ରାତ ସ୍ମରଣୀୟ ଆମର | ଯାର ପବିତ୍ରତା ବିଶ୍ୱରେ  ବିଦିତ ସଂସ୍କୃତି ଲୋକ କଥିତ ରତନ ଗରଭା ମାଟି ଯେ ଆମର ଐଶୋର୍ଯ୍ୟର ଗନ୍ତାଘର କି ଅବା ବର୍ଣ୍ଣିବି ମୁଁ ସେହି ଭୂମିକୁ ହାସ୍ୟମୟୀ …

ଅବର୍ଣ୍ଣନୀୟ ମୋ ଭାରତ Read More »

ଆଜି ମୁଁ ଏକା

ଶାଣିତ ସ୍ପଷ୍ଟ ଶବ୍ଦରେ, ଗ୍ରୀଷ୍ମର ଉତ୍ତପ୍ତ ରାସ୍ତାରେ ଚୈତ୍ର ର ଡହ ଡହ ତାତିରେ,ନିରୋଳା ଶୂନଶାନ୍ ପଥରେ।। ଶୁଣିଥିଲି ଆପଣା କାନ୍ଧରେ ନିଜ ଶବ ବୋହି ହୁଏନାହିଁ କିନ୍ତୁ ଏଠି ଏକାପନ ସମ ନିଜ ଶବ କୁ ନିଜେ ବୋହି ଚାଲିଛି।। ଜୀବନ ର ନିଷ୍ଠୁର ବାସ୍ତବତା ମଧ୍ୟରେ ସ୍ଵପ୍ନ,କଳ୍ପନା,ସ୍ମୃତି,ଭବିଷ୍ୟ ସବୁ ଆଜି ମୋତେ କଣ୍ଟକିତ ପଥରେ ଏକାକାର କରି ଯାଇଛନ୍ତି।। ଜୀବନ ର ଏହି ଅଙ୍କାବଙ୍କା କଣ୍ଟକିତଭରା ଗୁଳ୍ମ ଆରଣ୍ୟ ପଥରେ ମୃତ୍ୟୁର ନିକଟତର ହୋଇ …

ଆଜି ମୁଁ ଏକା Read More »

ଘରେ ଘରେ ତ୍ରିରଙ୍ଗା

ଆସ ଆଜି ଅହଙ୍କାରୀ ହେବା ତ୍ରିରଙ୍ଗାକୁ ଛାତିରେ ଲଗାଇ ଭାରତୀୟ ବୋଲି ଗୌରବେ ଘରେ ଘରେ ତ୍ରିରଙ୍ଗା ଉଡ଼ାଇ। ଆଜାଦୀର ଅମୃତ ବେଳାରେ ଏକ ହୁଅ ଅମୃତ ସନ୍ତାନ, ଦେଶଭକ୍ତି ଜାଗରିତ ହେଉ ଫୁଟିଉଠୁ ଖାଣ୍ଟି ଅଭିମାନ। ଜାତି ଧର୍ମ ବର୍ଣ୍ଣର ଉର୍ଦ୍ଧ୍ବରେ ସର୍ବେ ଏକତାର ମନ୍ତ୍ର ଗାଇ, ଭାରତୀୟ ବୋଲି ଗୌରବେ ଘରେ ଘରେ ତ୍ରିରଙ୍ଗା ଉଡ଼ାଇ।। ଜ୍ଞାନ ବଳିଦାନ ଓ ବୀରତ୍ଵ ଚମକୁ ତା ନାରଙ୍ଗୀ ରଙ୍ଗରେ, ଅଭିବୃଦ୍ଧି ଓ ନବ ସମ୍ଭାବନା ଝଲସୁ …

ଘରେ ଘରେ ତ୍ରିରଙ୍ଗା Read More »

ପ୍ରେମିକା ସୂର୍ଯ୍ୟ ହେଲେ ବାନ୍ଧବୀ ଚନ୍ଦ୍ର

ଆପଣ କହିବାରୁ ମୁଁ ମୋର ଘଟିଯାଇଥିବା କାହାଣୀ ଆପଣଙ୍କ ଆଗରେ କହୁଛି। ଆପଣ ଶୁଣିବେ ତ ? ମୁଁ କହିବି। ତିନି ମାସର ଘଟଣା ଯାହାକି ତିନି ବର୍ଷ ତଳେ ଘଟିଥିଲା। ତିନି ଜଣ ଚରିତ୍ରକୁ ନେଇ । ମୁଁ +୨ ଶ୍ରେଣୀରେ ପଢୁଥାଏ । ପ୍ରେମ କଣ ଜାଣି ନଥାଏ ।  class ନ ଥିବା ସମୟରେ ଲାଇବ୍ରେରୀକୁ ଯାଇ ପାଠ ପଢିବା ମୋର ନିତିଦିନିଆ କାର୍ଯ୍ୟ ଥିଲା। ୧୦୦ ପିଲା class କରୁ ତାହା …

ପ୍ରେମିକା ସୂର୍ଯ୍ୟ ହେଲେ ବାନ୍ଧବୀ ଚନ୍ଦ୍ର Read More »

ଅଲୋଡ଼ା

ମୁଁ ସେତେବେଳେ ବାଇଶି ବର୍ଷରେ ପାଦ ଦେଇଥାଏ, ଗୋଟିଏ ବେସରକାରୀ ବିଦ୍ୟାଳୟରେ ଶିକ୍ଷକତା କରୁଥାଏ, ପିଲାମାନଙ୍କୁ ନେଇ କପିଳାସ ଯିବାର ଥାଏ, କୁନି କୁନି ପିଲାଙ୍କ ମେଳରେ ମୁଁ ବହୁତ ଖୁସି ଥାଏ, ଆମ ସାଥିରେ ବିଦ୍ୟାଳୟ ପରିଚାଳନା ସମିତିର ଜଣେ ସଦସ୍ୟ ଓ ତାଙ୍କ ଭଉଣୀ ଯାଇଥାନ୍ତି l ସମସ୍ତଶିକ୍ଷକ ଶିକ୍ଷୟିତ୍ରୀଓ ପିଲାମାନେ ମିଶି ମନ୍ଦିରରେ ଦର୍ଶନ କଲୁ l ଭିଡ଼ରେ ଦୁଇଟି ପିଲା ଓ ସଦସ୍ୟଙ୍କ ଭଉଣୀ ମୋ ଉପରେ ପଡିଗଲେ l ମୁଁ …

ଅଲୋଡ଼ା Read More »

ସମ୍ପର୍କରେ ଝଡ଼

ସମ୍ପର୍କଟି ତିଆରି ହେଉ ହେଉ ହଠାତ ଭାଙ୍ଗିଯାଉଛି, ଅଦିନିଆ ମେଘ ପରି ଆସି ସବୁ କିଛି ଚୁରମାର କରିଦେଉଛି l ପ୍ରକୃତରେ ସମ୍ପର୍କଟି ଗଢିବାକୁ ଚାହୁଁ ନଥିଲେ ନା ଦୁହିଁଙ୍କ ଉଦେଶ୍ୟ କିଛି ଅଲଗା ଥିଲା, କାହିଁକି ନିଜ ହାତରେ ନିଜର ସୁନାର ସଂସାରକୁ ଭାଙ୍ଗି ଚୁରମାର୍ କରିଦେଲେ ନିଜ ପାଇଁ ନିଜେ ହିଁ ସମସ୍ୟା ଆଣି ଉପୁଜାଇଲେ ଯେଉଁ ଅତୀତର ଭବିଷ୍ୟତ ବୋଲି କିଛି ନାହିଁ ସେହି ଅତୀତର ଭବିଷ୍ୟତ କିଛି ନାହିଁ ସେହି ଅତୀତ …

ସମ୍ପର୍କରେ ଝଡ଼ Read More »