September 2022

The insomniac me

World around cradles in , Hues of night turning dark , It is at this witching hour The insomniac me prowls…. Sometimes the writer , Sometimes a reader , Into fantacy and philosophy , Fiction and more Or just Netflix or Prime , All the way till time of dawn A tired mind and soul …

The insomniac me Read More »

Through my lens

The world through my lens, Is a cacophony of silence, The monotony of living , Is proof of living dead The monochrome vividity , Is the last of what remain of this fragile creation….. And i watch , the collective descent into the abyss of existence To live , because we can , It is …

Through my lens Read More »

ଭାଗବତ ଜନ୍ମ

ପୁସ୍ତକ ନୁହେଁ କି ପୁରାଣ ନୁହେଁ ସେ ଦିବ୍ୟ ଜୀବନର ପରିଭାଷା, ଜ୍ଞାନ ଓ ଭକ୍ତିର ଜୀବନ୍ତ ଆଧାର ଜୀବନରେ ଭରିଦିଏ ଆଶା। ଓଡ଼ିଆ ଜାତିର ଅମୂଲ୍ୟ ଅସ୍ମିତା ଘରେ ପୁରେ ଅତି ପରିଚିତ, ଭାଗବତ ଟୁଙ୍ଗୀ ବଖାଣେ ତା ଗାଥା କଣ୍ଠେ କଣ୍ଠେ ସ୍ଵୟଂ ପ୍ରତିଷ୍ଠିତ। ଭାବ ବିଶ୍ଵାସର ମକରନ୍ଦ ଝରେ ନବାକ୍ଷରୀ ପଦ ପାଖୁଡ଼ାରୁ, ଆଧ୍ୟାତ୍ମ୍ୟ ଚେତନା ବିଛୁରିତ ହୁଏ ସେ ମହାକାବ୍ୟର ଅକ୍ଷରରୁ। ଜୀବନର ପ୍ରତି ସମସ୍ୟାର ଅଛି ତାର ପାଶେ ସମାଧାନ …

ଭାଗବତ ଜନ୍ମ Read More »

ସଜ ସକାଳ

ସବୁଦିନ ପରି ଆଜି ମଧ୍ୟ ସ୍ମିତା କଲେଜରୁ ଫେରୁଥାଏ | ହଠାତ ଦେଖିଲା ପୋଲ ଉପରେ ବହୁତ ଲୋକ ରୁଣ୍ଡ ହୋଇଛନ୍ତି ଏବଂ ତଳେ ମଧ୍ୟ କାହାକୁ ଗୋଟେ ଘେରି ହୋଇ ରହିଲା ପରି ରହିଛନ୍ତି | ଏତେ ଲୋକ ଏକା ସହିତ କଣ କରୁଛନ୍ତି ବୋଲି ଭାବିଲା ଓ କଣ ହେଇଛି ବୋଲି ଦେଖିବାକୁ ଗଲା | ଦେଖିଲା ଵେଳକୁ ଜଣେ ୪୫ ବର୍ଷର ଲୋକଟେ ଓଦା ସରସର ହୋଇ ନଈ ବାଲିରେ ଶୋଇଛି | …

ସଜ ସକାଳ Read More »

ଉନ୍ମୁକ୍ତ ପଞ୍ଜୁରୀ

-ମାଲିକିଆଣୀ,କୁକୁର ଛୁଆଟା ରାତି ଦିନ ଭୋକୁଛି ମୁଁ ବି ଶୁଣୁଛି ମାଲିକ ବି ଶୁଣୁଛନ୍ତି ! – ସେଇଠୁ କ’ଣ ହେଲା ? ମୁଁ ବି ଶୁଣୁଛି, ଏଥିରେ ନୂଆ କଥା କ,ଣ ?? ମୁଁ ମୁଣ୍ଡକୁ କୁଣ୍ଡେଇ ହେଲି ! କେତେ ଗୁଡ଼ିଏ ଅଡ଼ୁଆ ପ୍ରଶ୍ନ ନିଜ ଉପରକୁ ଫିଙ୍ଗି ମୋର ଅର୍ନ୍ତନିହିତ ସାମାନ୍ୟ ଜ୍ଞାନ କୌଶଳକୁ ପରଖି ନେଲି ! ଯେଉଁଟା ମୋ ଆଖିକୁ ଦେଖା ଯାଉଛି ସେହିଟା ଅନ୍ୟ ମାନଙ୍କ ଆଖିକୁ —?? …

ଉନ୍ମୁକ୍ତ ପଞ୍ଜୁରୀ Read More »

ନୂଆ ନୂଆ ପ୍ରେମରେ ପଡ଼ିଥିବା ଝିଅ

ମୁଣ୍ଡରେ ନାଲିଫିତା ବାନ୍ଧୁଥିବା ଝିଅଟିଏ ଏବେ ତା’ର ରେଶମୀକେଶରାଶିକୁ ଖୋଲାପବନରେ ଉଡ଼ାଏ କାହା ଆଖି ନ ଦେଖି ପାରିଲାପରି ଅଭିନୟ କରି ଲାଲ୍ ଗୋଲାପ ଫୁଲଟିଏ ମୁଣ୍ଡରେ ଖୋସେ କେହି କିଛି ପଚାରିଲେ ଆଡବାହାନା କରି ଅଳ୍ପ ହସି ଚାଲିଯାଏ ସେ ହସରେ ଭରିଥାଏ ଅନନ୍ୟ ମାଦକତା ଚହଲା ପାଣିକୁ ଚାହିଁଦେଲେ ସେଥିରେ ଭାରିଯାଏ ଝିଅ ଦେହର ଉସ୍ମତା ।। ଝିଅଟିଏ , ଏବେ ଧୀର ସଲ୍ଲଜ ଚାହାଣୀରେ ଚାହେଁ ଦୃଷ୍ଟିରେ ତୋଲିଧରେ ନିଜ ପ୍ରିୟତମର ଦୁନିଆଁ …

ନୂଆ ନୂଆ ପ୍ରେମରେ ପଡ଼ିଥିବା ଝିଅ Read More »