October 2022

आहें तेरे इश्क़ में

आहें तेरे इश्क़ में अब भरता रहा हूँ तेरे बिना में आज भी तेरे नाम से जीता रहा हुँ | एक न छूटने वाला आदत सी बन गयी है तू आहें भरताहूँ लेकिन तेरा इबादत करता रहा हूँ। तेरे उन झील सी आँखों में कई बार डुबकी लगाया था हमने उन आँखों में आज भी …

आहें तेरे इश्क़ में Read More »

ଆଉ ଥରେ ଆସ ମା’

*ଆଉଥରେ ଆସ ମା* ବ୍ରହ୍ମଚାରିଣୀ ଅସୁର ହାରିଣୀ ଜୟ ମା ଦଶ ଭୂଜା, ସିଂହ ବାହିନୀ ତ୍ରିଶୁଳ ଧାରିଣୀ ଅଵତରି ଆସ ମା ଖୋଲିଦେଇ ପୁଣ୍ୟର ଦରଜା।। ମହାମୟୀ ମା ଦୁର୍ଗତୀ ନାସିନୀ କରିଥିଲ ଦୁଷ୍ଟ ମାନଙ୍କର ନିପାତ, ପଡିଥିଲା ଯେବେ ସଙ୍କଟ ସଂସାରେ ତୁମ କରୁଣାରୁ ମୁକ୍ତ ହୋଇଥିଲା ଜଗତ।। ଆଗମନେ ତୁମ ପୃଥିବୀ ହସୁଛି କାଶତଣ୍ଡି ଗାଉଛି ଗୀତ, ଆଶ୍ଵିନ ମାସରେ ବର୍ଷା ଋତୁ ସମୟେ ପୂଜା କରୁଛି ମଣ୍ଡପେ ସାରା ଜଗତ।। ଶକ୍ତି …

ଆଉ ଥରେ ଆସ ମା’ Read More »

ଆସ ଆଦିଶକ୍ତି

ଆସ ଆଦିଶକ୍ତି ଆସ ଅବତରି ଅଶ୍ବିନେ ଗୋ ମାତ ଅସରା ଆଶିଷ ନେଇ ଆଶାର ଆକାଶ ଆଲୋକିତ ହେଉ ତୁମରି ପରଶ ପାଇ ଅପେକ୍ଷା ରତ ଏ ମହୀ ଶରତ ମରତେ ଆବାହନୀ ଗାଏ କାଶତଣ୍ଡି ଅଛି ଚାହିଁ ତୁମେ ତ ଚିନ୍ମୟୀ ଚିନ୍ତା ଚେତନାରେ ପ୍ରାଣରେ ପୀୟୂଷ ଧାର ତୁମେ ତ ସୃଷ୍ଟିର ପ୍ରାରମ୍ଭିକ ପଦ ସଂହାରର ଶେଷାକ୍ଷର ସମ୍ଭାବନାର ସମ୍ଭାର ପରମା ପ୍ରକୃତି ପୁରୁଷର ଶକ୍ତି ତୋର ପଦେ ନମସ୍କାର ପାପୀ ପାଇଁ ତୁମେ …

ଆସ ଆଦିଶକ୍ତି Read More »

ମା’ଗଲା ପରେ

ଶରତ! ଧୁମ୍ ଧାମରେ ପୁର ପଲ୍ଲୀ ମୁଖରିତ, ଚତୁର୍ଦ୍ଦିଗେ ଗହଳ ଚହଳ, ନଭଶ୍ଚୁମ୍ବୀ ମେଢ଼; କାଶତଣ୍ଡି ସଜ୍ଜଳ, କ’ଣ ନା ତୁମେ ଆସିଛ ମା’ ! ହଁ ସାରା ସଂସାର ପାଇଁ ମା’ ଆସିଛି, ତା’ର ସେ ନାଲି ପଣତରେ ସବୁ ପାପ ବିନାଶ କରିବାପାଇଁ; ସିଂହ ରେ ବସେଇ ନିଜ ସନ୍ତାନକୁ ଜହ୍ନ ମାମୁଁ ଦେଖେଇବ, ଦୁଧ ଭାତ ଖୁଆଇବ, ମାମୁଁ ଘର ବୁଲେଇ ନେବ।। ମାଆର ଉଗ୍ରରୂପ ପଛେ ଲୁଚିଛି ଏକ କାକୁସ୍ଥ ଚେହେରା; …

ମା’ଗଲା ପରେ Read More »

ମାଆ ଦୁର୍ଗା

ମାଆ ମାଆ ବୋଲି ଚାରି ଆଡେ ଖାଲି ଜପୁଛନ୍ତି ତୁମ ନାମ, ଲିଚୁ ବଲ ସଙ୍ଗେ ତୁମ ମୂର୍ତ୍ତି ଗଢି କରୁଛନ୍ତି ନାନା କାମ।। ଆବଶ୍ୟକ ଅଛି ତୁମରି କୁରୁପା ଦୟନୀୟ ଏ ସୃଷ୍ଟିରେ, ସନ୍ତାନଙ୍କ ଆଡେ ଚାଲିଆସ ମାତା ବିଜେ କର ଏ ପୃଥ୍ବୀରେ। । ଗର୍ଜନ କରିକି ଓଲ୍ହାଇ ଆସ ମା ସିଂହର ପିଠିରେ ବସି, ପୂଣ୍ଯରେ ଭସାଅ ଦେଇ ଦିବ୍ଯଗ୍ଯାନ ପାପକୁ ଏଠାରେ ନାଶି ।। ବିପଦକାଳରେ ସାହା ହୁଅ ମାଆ ଶୁଭଆଶୀର୍ବାଦ …

ମାଆ ଦୁର୍ଗା Read More »

ଆସିଛି ପାର୍ବଣ

ଦେବୀ ଆବାହନ ଆସିଛି ପାର୍ବଣ ଉଭା ସ୍ୱୟଂ ଦଶଭୁଜା, ଆସୁରିକ ଶକ୍ତି ନାଶି ଧରା ଧାମେ ଅଭୟ ଦେବୀ ଗିରିଜା l ବହୁ ପ୍ରତୀକ୍ଷୀତ ପାର୍ବଣର ପର୍ବ ଶୁଭ ବେଳା ବିରାଜିଛି, ଉତ୍ସବ ମୁଖର ପଲ୍ଲୀ ଓ ସହର ଉଲ୍ଲାସେ ମଜ୍ଜି ଯାଇଛି l ଆଲୋକମାଳାରେ ସଜାଇ ହୋଇଛି ଦିଶେ କେଡ଼େ ମନୋହର, କି ସୁନ୍ଦର ଦେଖ ମଣ୍ଡପେ ବିରାଜେ ମାଆ ଦୁର୍ଗା ଅବତାର l ଝଲସେ ପାର୍ବଣ ମେଢ଼ ମଣ୍ଡପ କେତେ ଜନ ସାମାଗମ, ଘୋ …

ଆସିଛି ପାର୍ବଣ Read More »

କାହିଁକି ନା ତୁ ନାରୀ

ସୃଷ୍ଟିଚକ୍ରର ଆରମ୍ଭ ତୁ ଜୀବନ ସଂଚାରର ମାଧ୍ୟମ ତୁ, ତଥାପି ମାନିବାକୁ ବାଧ୍ୟହେବୁ ଶାସନ ଶିକୁଳିର ନିୟମକୁ । କୋଟି ପୁଣ୍ୟବଳେ ଜନ୍ମ ତୁ ଶ୍ରୀ ଆଗମନର ସଙ୍କେତ ତୁ, ତଥାପି ତୋତେ ସହିବାକୁ ହେବ ନିନ୍ଦା, ଅପବାଦର ପାହାଡ଼କୁ । ଅସରା ସ୍ବପ୍ନ ଦେଖିବୁ ତୁ ଅକ୍ଲାନ୍ତ ପରିଶ୍ରମ କରିବୁ ତୁ, ତଥାପି ଜଳାଞ୍ଜଳି ଦେବାକୁ ହେବ ରଙ୍ଗୀନ୍ ଆଶାର ଡେଣାସବୁକୁ । ବିନା ବେତନରେ ଖଟିବୁ ତୁ ବିନା ମୂଲ୍ୟରେ ସ୍ନେହ ବାଣ୍ଟିବୁ ତୁ, …

କାହିଁକି ନା ତୁ ନାରୀ Read More »

ସ୍ଵାଗତଂ ମା’

ବିଦାୟ ନେଉଛି ବରଷାରାଣୀ ସବୁଜିମା ପୂର୍ଣ୍ଣ ଏଇ ଧରଣୀ ସବୁଜ ପଣତ ବକ୍ଷରେ ଧରି ଉତ୍ସବ ମୁଖର ଧରା ସୁନ୍ଦରୀ ଏ ନବରାତ୍ର ମା ଆଗମନେ ପୃଥ୍ବୀ ପବିତ୍ର । ଶରତ ଆକାଶେ ନିର୍ମଳ ଚାନ୍ଦ ମା ଆଗମନେ ଫେରେ ଆନନ୍ଦ ଆଲୋକେ ସଜ୍ଜିତ ଗାଁ ସହର ଭଳିକିଭଳି ମେଢ଼ ସୁନ୍ଦର ଏ ନବରାତ୍ର ପଟୁଆର ଦେଖି ଆନନ୍ଦ ନେତ୍ର । ଶାରଦୀୟ ନିଶି ଉଜ୍ଜ୍ବଳ ଜ୍ୟୋତ୍ସ୍ନା ସକଳ ହୃଦୟ ପୂଜାରେ ମଗ୍ନା ବିରସ ଯେପରି ସଭିଙ୍କୁ …

ସ୍ଵାଗତଂ ମା’ Read More »

ଜନନୀ ହୁଅ ସହାୟ

କୃପାମୟୀ ମାଆ ବରଦା ବିରଜା ନବଦୁର୍ଗା ସିଦ୍ଧିଦାତ୍ରୀ ହୁଅ ସୁପ୍ରସନ୍ନା ଦେବୀ ମହାଶକ୍ତି ପଦ୍ମାସନା ଜଗଦ୍ଧାତ୍ରୀ । ଦିଅ ଅଷ୍ଟସିଦ୍ଧି ଅଣିମା ମହିମା ଗରିମା ଲଘିମା ପ୍ରାପ୍ତି ଆହରି ପ୍ରାକାମ୍ୟ ଈଶିତ୍ୱ ବଶୀତ୍ୱ ମିଳୁ ମୋକ୍ଷ ସଦଗତି । ଅଣିମା ସୁଜ୍ଞାନ ଅଟଇ ଅଦୃଶ୍ୟ ଶକତି ସୂକ୍ଷ୍ମାତିସୂକ୍ଷ୍ମ ସାଧନେ ସରଳ ହୁଅଇ କଠିନ ଜୀବନ ହୁଅଇ ଧନ୍ୟ । ଆପଣା ବିଚାର ହୋଇପାରେ ବ୍ୟାପ୍ତ ଜଗତେ ସଚରାଚର ମହିମା ସୁଗୁଣ ମଣ୍ଡେ ବିଶାଳତା ବଢାଏ ଜ୍ଞାନ ଭଣ୍ଡାର …

ଜନନୀ ହୁଅ ସହାୟ Read More »

ଆସିଛି ନବରାତ୍ରୀ ପୂଜା

*ମନୋରମ ଦୃଶ୍ୟ ଶରତ ଋତୁର* *ଆହାଃ କି ସୁନ୍ଦର ଶୋଭା,* *ବିମଳ ଆକାଶେ ଶୁଭ୍ର କାଦମ୍ବିନୀ* *ଲଗାନ୍ତି ଆନନ୍ଦେ ମେଳା ।* *ସୁଲୁ ସୁଲୁ ବାଆ ସଙ୍ଗେ ତାଳ ଦେଇ* *ଗଗନେ ଗରଜେ ମେଘ,* *ତ୍ରିପୁର ବିଜୟୀ ମାଆ ଆଗମନେ* *ଲିଭି ଯାଏ ସବୁ ଶୋକ।* *ଶରତ ଋତୁର ଆଗମନେ ଆଜି* *ଧରା ଉତ୍ସବ ମୁଖର,* *ଦୁର୍ଗତି ନାଶିନୀ ପୂଜା ପାଇଵେଟି* *ସଭିଏଁ ଆଜି ତତ୍ପର ।* *ଅଷ୍ଟଭୁଜା ଧାରୀ ମହିଷାମର୍ଦ୍ଦିନୀ* *ତେଜସ୍ୱିନୀ ନାମ ଵହି,* *ଭକ୍ତଙ୍କୁ …

ଆସିଛି ନବରାତ୍ରୀ ପୂଜା Read More »