ହୃଦେ ପାର୍ବଣ ମହକି ଉଠିଲା
ମେଘ ସାନନ୍ଦେ ମହ୍ଲାର ଗାଇଲା ପ୍ରାଣ ଭରି ଭକ୍ତିଧାରା ଢାଳିଲା ଘୋର ଶବଦେ ମାଦଲ ବାଜିଲା ଭୂ ରୁ ଭୁବନ ପର୍ଯ୍ୟନ୍ତ କମ୍ପିଲା ମାଆ ଆସିବେ ମାଆ ଆସିବେ ମାଆ ଆସିବା ସଂକେତ ଶୁଭିଲା ହୃଦେ ପାର୍ବଣ ମହକି ଉଠିଲା। କାଶଫୁଲର ଚାମର ଝୁଲିଲା ଧରା ସବୁଜ ପାଟରେ ସାଜିଲା ଚୁନା ଚୁନା ଫୁଲ ତାରା ଫୁଟିଲା ନାନା ରଙ୍ଗେ ବସୁନ୍ଧରା ଶୋଭିଲା ମାଆ ଆସିବେ ମାଆ ଆସିବେ ମାଆ ଆସିବା ସଂକେତ ଦିଶିଲା ହୃଦେ ପାର୍ବଣ …