October 2022

ओ बापू तुम फिर आना

इस बार अंग्रेजो से नहीं खुदसे लड़ने की हमें उपाय बताना फिर से बंध चुके हैं खुद ही खुद से अब हमें मुक्ति दिलाने के लिए ओ बापू तुम फिर आना…… सत्य उलझ चुका है झूठ की अंधेरे में प्रेम बदल गया है समय की कटघरे में हिंसा की जलती हुई समंदर से आजादी दिलाने …

ओ बापू तुम फिर आना Read More »

ମାଆ ଦଶଭୂଜା

ବେଦ ଓ ପୁରାଣେ ରହିଛି ଉଲ୍ଲେଖ ଆଶ୍ୱିନର ଶୁକ୍ଳପକ୍ଷ ପ୍ରତିପଦ ଠାରୁ ଦଶମୀର ତିଥି ସୁପବିତ୍ର ଶୂଚିବନ୍ତ । ପ୍ରତି ହୃଦ ପ୍ରାଣ ଅନ୍ନ କଣ କଣ ହୁଏ ଶକ୍ତି ପ୍ରଚୋଦିତ ଜାଗିଉଠେ ମନେ ଭାବନା ସଦିଚ୍ଛା ସୁବିଶ୍ୱ।ସ ଆତ୍ମତତ୍ତ୍ୱ । ମିଳେ ସୁପୋଷଣ ମାନସିକ ଶାନ୍ତି ବଢେ ସହନଶୀଳତା ଦୟା କ୍ଷମା ପୂର୍ତ୍ତି ସୈ।ନ୍ଦର୍ଯ୍ୟ ସନ୍ତୁଷ୍ଟି ଦୈବୀଗୁଣ ସୁସ°ହିତା । ତ୍ରେତୟା ଯୁଗରେ ଶ୍ରୀପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ର ମାତା ଭଗବତୀ ପ୍ରକୃତି ଦେବୀଙ୍କ ଆଚରିଲେ ତପ …

ମାଆ ଦଶଭୂଜା Read More »

ଆସୁଛି ଦୁର୍ଗାପୂଜା

ଶରତଋତୁର କାଶତଣ୍ଡୀଫୁଲ ସମୀରରେ ଆଜି ନାଚୁଛି ବରଷକେ ଥରେ ଦୁର୍ଗାମାଆ ମୋ ନୂଆ ଅବତାରେ ଆସୁଛି ।। ନୀଳ ଅମ୍ବର ମେଘଶୂନ୍ୟ ହୋଇ ଖିଲିଖିଲି ହସ ହସୁଛି ମୁକ୍ତାସମ ସେଇ କାକରବିନ୍ଦୁ ଯେ ମନଲୋଭା ପୁଣି ଦିଶୁଛି ।। ମହିଷାମର୍ଦ୍ଦିନୀ ସିଂହବାହିନୀ ଧରାକୁ ତୁମକୁ ସ୍ୱାଗତ ସର୍ବ ପାପତାପ ହରିନିଅ ମାଆ ହୋଇ ପୁନର୍ବାର ଆଗତ ।। ସୃଷ୍ଟି ତ ଆଜି ବିନାଶ ହେଲାଣି ହୋଇଯିବ କେବେ ଧ୍ୱଂସ ନାରୀଜାତି ଆଜି ଯାତନା ଭୋଗୁଛି ହୋଇ ପୁଣି …

ଆସୁଛି ଦୁର୍ଗାପୂଜା Read More »

ମାତଃ ଦୁର୍ଗେ ସିଂହବାହିନୀ

ତ୍ରିଶୂଳଧାରିଣୀ ମାତଃ ଶିବପ୍ରିୟେସିଂହବାହିନୀ ମା’ ଦୁର୍ଗେ,କାଳୀରୂପିଣୀ ନୃମୁଣ୍ଡ ମାଳିନୀ ମା’ଅସୁରନାଶିନୀ ଅମ୍ବେ।ବଳଦାୟିନୀ ମା’ ଶକ୍ତିସ୍ଵରୂପିଣୀଜ୍ଞାନ, ପ୍ରେମଦାୟିନୀ ମା’,ତିମିରବିନାଶିନୀ ଜୟ ଦାୟିନୀପ୍ରକାଶ ତୁମର ଆଭା।ଜୀବନ ସଂଗ୍ରାମେ, ଭାରତ ସଂଗ୍ରାମେଆମ୍ଭେ ତୋ ପ୍ରେରିତ ଯୋଦ୍ଧା,ମନେ ଦିଅ ଭରି ଅସୁରର ଶକ୍ତିବୁଦ୍ଧିରେ ମହତ ଚିନ୍ତା।ଆମ୍ଭେ ଅଟୁ ଯନ୍ତ୍ର ତୁମ୍ଭେ ଆମ ଯନ୍ତ୍ରୀଜ୍ଞାନଦୀପ୍ତି ପ୍ରକାଶିନୀ,ଭରିଦିଅ ହୃଦେ ଶ୍ରଦ୍ଧା, ଭକ୍ତି, ପ୍ରେମମାତା ଦୁର୍ଗତିନାଶିନୀ।ଯୋଗବଳେ ପ୍ରବେଶିଣ ମା’ କରଅନ୍ତଃସ୍ଥ ରିପୁ ବିନାଶ,ବୀରମାର୍ଗ ପ୍ରଦର୍ଶିନୀ ମନ, ପ୍ରାଣଶରୀରେ ହୁଅ ପ୍ରକାଶ।ସମଗ୍ର ଜୀବନ ହେଉ ଆମ ମା ଗୋନିରନ୍ତର …

ମାତଃ ଦୁର୍ଗେ ସିଂହବାହିନୀ Read More »

ବର୍ଷାର ଈର୍ଷା

ମୋ ଯୋଜନା ସବୁକୁ ପଣ୍ଡ କରିବାକୁ ସେ କରେ ଭରପୁର ପ୍ରୟାସ ତା ଭିତରର ସମସ୍ତ ଶକ୍ତିକୁ ବ୍ୟବହାର କରି ମୋ ବିରୁଦ୍ଧରେ। ମୁଁ କିନ୍ତୁ ପ୍ରତିଥର ପରି ହାସଲ କରିନିଏ ମୋ ପୂର୍ବ ଯୋଜିତ ଇଛା ସବୁ ଯେତେ ପଛେ ବର୍ଷୁ ଥାଉ ଯେତେ ଦିନ ଯାଏଁ କଳେ ବଳେ ଓ ନାନା କୌଶଳରେ। ସେଥିପାଇଁ ବୋଧେ ଏ ବର୍ଷା ମୋତେ ଭାରି ଈର୍ଷା କରେ। ମୋ ଆଖିରେ ବି ଅନେକ ବାର ଘୋଟିଆସେ ମେଘ …

ବର୍ଷାର ଈର୍ଷା Read More »

बदलते जज़्बात

कुछ बातें लबों पर लहराते कुछ दिल में दबा सा रहता है मगर हर एक के सीने में कोई दर्द छुपा सा रहता है … लोग हंसते सबके सामने है पर यहां कौन खुलकर रोता है पूछो जाकर बिस्तरों से यहां कौन सुकून से सोता है … कोई सिसकी लेता है चुपके से अपनी ही …

बदलते जज़्बात Read More »

ନବରାତ୍ରୀ

ଶୈଳପୁତ୍ରୀ ରୂପେ ଆସ ମା ଭବାନୀ ବୃଷାରୂଢ଼ା ହୋଇ ଧୀରେ, ବାମେ ଧରି ପଦ୍ମ ଦକ୍ଷିଣେ ତ୍ରିଶୂଳ ଚିତ୍ତ ରହୁ ମୂଳାଧାରେ। ପୂର୍ଣ୍ଣ ଜ୍ୟୋତିର୍ମୟୀ ମା ବ୍ରହ୍ମଚାରିଣୀ ଅନନ୍ତ ଫଳ ଦାୟିନୀ, କମଣ୍ଡଳୁ ଜପମାଳା ଶୋଭେ ହସ୍ତେ ସ୍ୱାଧିଷ୍ଠାନେ ଧ୍ୟାନ୍ତି ଗୁଣି। ଦଶଭୁଜା ସ୍ଵର୍ଣ୍ଣମୟୀ ସଦା ଶାନ୍ତ କଲ୍ୟାଣୀ ମା ଚନ୍ଦ୍ରଘଣ୍ଟା ଅଲୌକିକ ଫଳ ଦିଅ ହେ ଈଶ୍ୱରୀ ମଣିପୁରେ ପାତେ ମଥା। ସୌର ଅନ୍ତର୍ଦ୍ଦେଶୁ ଆସ ମା କୁଷ୍ମାଣ୍ଡା ବସ୍ତାରି ମୟୁଖ ରାଶି, ଅନାହତ ଚକ୍ରେ …

ନବରାତ୍ରୀ Read More »