ଜୀବନ ଯନ୍ତ୍ରଣା
ମାଟିକୁ ମଲମ କରି ଲେପି ଦେଖ ଆକାଶ ଛାତିରେ କେବଳ ଯେ କ୍ଷତରୁ ଝରେ ତା ନୁହେଁ ଆଖିରୁ ବି ରକ୍ତ ଧାର ଝରେ। ଜୀବନ ବି ଧଇଁ ସଇଁ ହୁଏ କିଛି ବାଟ ଧାଇଁ ଗଲା ପରେ ବାକି ଥିବା ନିଶ୍ୱାସକୁ ଭିଡ଼ି ଧରି ରଖ ଯନ୍ତ୍ରଣାରେ ହଜିବା ଭିତରେ। ସେଇ ଆର୍ତ୍ତନାଦ ଭିତରେ ହିଁ ରିଆଜ୍ କରେ ଜୀବନ କଣ୍ଠସ୍ୱର ସ୍ୱଚ୍ଛ ହୁଏ ଧୀରେ ଅନେକ ବାର ଚିତ୍କାର କରିବା ପରେ। ସୁଖ ଦୁଃଖ …