January 2023

चल जिंदगी तू भी बदल जा

छोड़ दे यूंही सबका फिक्र करना छोड़ दे यूंही सबका जिक्र करना मत चाहा किसीको इतना क्यों सबपे यूंही मर मिटना , छोड़ दे सबके खुशियां का ख्याल रखना कभी ये भी सोच ले जब जिंदगी तेरी हे फिर क्यूं किस ओर केलिए जीना तेरे भी कुछ सपने है तेरे भी कोई अपने है क्यों …

चल जिंदगी तू भी बदल जा Read More »

गजल

सब कुछ सबको बताना ज़रूरी है क्या हर गम को आंसू से लिखें जरूरी है क्या ।। कितनी चाहत है दिल में आपके लिए ये भी हम आपको बताए ज़रूरी है क्या ।। कुछ रिश्ते ऐसे ही मिट जाते हैं दिल मे हर नदी को सागर ही मिले ज़रूरी है क्या।। मंदिर मस्जिद गिरजा हर …

गजल Read More »

ଜହ୍ନର ଠିକଣା

କୁମୁଦିନୀ ଖୋଜେ ଜହ୍ନର ଠିକଣା ପଠାଇବ ବୋଲି ଚିଠି। କେତେଦିନୁ ହୃଦେ ରଖିଛି ସାଇତି ଅସରା ମଧୁର ପ୍ରିତୀ।। ସହିଯାଏ ଘୋର ନିଦାଘ ଜ୍ଵଳନ ଅନ୍ଧାରି ଯାମିନୀ ଆଶେ। ଚାହିଁ ରହିଥାଏ ଗଗନେ ଆକୁଳେ ଇନ୍ଦୁ ଦରଶନ ଆଶେ।। ଚକ୍ଷୁ ହୁଏ ସ୍ଥିର ହୃଦୟ ଅସ୍ଥିର ଚାହିଁ ଚାହିଁ ପାହେ ରାତି। ମନକଥା ଧୀରେ ମରିଯାଏ ମନେ ତଥାପି ସରେନା ପ୍ରୀତି।। କେଜାଣି ଏ ଜହ୍ନ ବୁଝେ କି ନବୁଝେ କୁମୁଦ ହୃଦୟ ବ୍ୟଥା। ସଞ୍ଜେ ଉଇଁ …

ଜହ୍ନର ଠିକଣା Read More »

ମୁଁ ଯେ ଜହ୍ନ

କବି କବିତାରେ ହୁଏ ମୁଁ ଜୀବନ୍ତ ସାଜି କାହା ପ୍ରିୟତମା, କେତେ କେତେ ଛନ୍ଦ ଅଲଙ୍କାରେ ମୁଁ ଯେ ନାହିଁ ଯାହାର ଉପମା ।। ସାଜନ୍ତି ପାଗଳ ପ୍ରେମିକ ପ୍ରବର ଦେଖି ମୋର ରୂପକାନ୍ତି, କାହା ପାଇଁ ପ୍ରୀତି କାହା ପାଇଁ ତୃପ୍ତି କାହା ପାଇଁ ମୁଁ ଯେ ସ୍ମୃତି ।। ମୋ ଶୀତଳ ଛୁଆଁ କରାଏ କିମିଆ ସବୁ ଲେଖକର ମନ, ଉଠଇ ଚଞ୍ଚଳ ଦେଖି ମୋ ମଣ୍ଡଳ ପ୍ରତି ଲେଖନୀର ମୁନ ।। କୁଆଁରୀ …

ମୁଁ ଯେ ଜହ୍ନ Read More »

ଫୁଲେଇ ଜହ୍ନ…

ଧୀରେ ଲୁଚି ଗଲେ ସବିତା ଚାନ୍ଦ ଆସିଲା ଉଇଁ, ଶୀତଳ ଶୁଭ୍ର କିରଣେ ହସି ଉଠିଲା ଭୂଇଁ । ଫୁଲେଇ ଜହ୍ନ ଆକାଶରେ ହସୁଛି ଖିଲି ଖିଲି, ଚାହିଁ ବସିଛି ନୀଳ କଇଁ ତାକୁ ପାଖୁଡା ମେଲି । କେତେ ଦୂରେ ତାର ପ୍ରିୟ ଆଶା ଅସୁମାରୀ, ପଲକ ପଡେନି ତାର ଝରେ ସୁଧା ବାରି । ଚକୋର ଚକୋରୀ ଆଜି ପ୍ରେମା ନନ୍ଦେ ରତ , ନାଚୁଛନ୍ତି କି ଆନନ୍ଦେ ହୋଇ ସୁଶୋଭିତ । ମା …

ଫୁଲେଇ ଜହ୍ନ… Read More »

ଚାନ୍ଦ

ସେଦିନ ଘରକୁ ଚାନ୍ଦ ଆସିବ ବୋଲି ମୁଁ ବହୁତ ଖୁସି ଥିଲି‌। “ତୋ ବୋହୂ ପାଇଁ ମିଠା କୋଳି ଆଣିବା ପାଇଁ ଯାଉଛି ଲୋ ବୋଉ ” କହି ଘରୁ ବାହାରିଲି। ଚାନ୍ଦ ର ମିଠା କୋଳି ଭାରୀ ପସନ୍ଦ। ପିଲା ବେଳେ କେତେ ଯେ ବୁଲି ବୁଲି କୋଳି ଖାଇଛୁ ତା ନ କହିବା ଭଲ।ତା ପାଇଁ କେତେ ଥର ଗଛରୁ ପଡି ଖଣ୍ଡିଆ ହେଇଛି। ଖଣ୍ଡିଆ ଜାଗାରେ ସେ ଟିକେ ହାତ ମାରିଦେଲେ ଦରଜ …

ଚାନ୍ଦ Read More »

ଜହ୍ନ ! ତୁ କେତେ ସୁନ୍ଦର

ଜହ୍ନ! ତୁ କେତେ ସୁନ୍ଦର ପ୍ରେମିକ ପାଇଁ ତୁ ମୁଖ ପ୍ରେମିକାର, ମାତା ପାଇଁ ତୁ ମୁଖ ସନ୍ତାନର ଜହ୍ନ ! ତୁ କେତେ ସୁନ୍ଦର। ତତେ ଦେଖି ଇର୍ଷା କରେ ଅନ୍ଧକାର ତୋର ପାଇଁ ରାତି ହୁଏ ମଧୁର, ତୋର ଆଲୋକ ଦିଏ ଶୀତଳ ଜହ୍ନ ! ତୁ କେତେ ସୁନ୍ଦର । ଯୋଛନା ତୋ ଭରିଦିଏ ସଂସାର ଆକାଶ ପାତାଳ ଲାଗେ ଧୂସର, ଶ୍ୟାମଳ ଅଟେ ସିନା ରୂପ ତୋର ଜହ୍ନ ! ତୁ …

ଜହ୍ନ ! ତୁ କେତେ ସୁନ୍ଦର Read More »

ନୀଳ ଜହ୍ନ

ହୁଏତ ନୀଳ ଜହ୍ନଟିଏ ଉଇଁ ଆସିବ ପାହାଡ ସେପାରି ରୁ , ଅଜଣା କେଉଁ ଏକ ପକ୍ଷୀର ସୁନ୍ଦର ସଙ୍ଗୀତ ରେ ସମ୍ମୋହିତ ହେଉଥିବ ଆଖପାଖ ତମେ ଆସିବ ପତ୍ର ଫାଙ୍କରୁ ଝରି ପଡୁଥିବା ଜହ୍ନ ଆଲୁଅରେ ଛପି ଛପି ଏବଂ ତମ ଆସିବାର ବାସ୍ନାରେ ମହକି ଉଠିବ ଅମାନିଆ ପବନ ଚୁପି ଚୁପି ହସୁଥିବ ଲାଜ କୁ ଲୁଚେଇ ବାର ଚେଷ୍ଟା ରେ ଜହ୍ନ ଅପୂର୍ବ ଅନୁରାଗ ରେ ସତେ ଅବା ଆତ୍ମହରା ହେବି ମୁକୁଳିତ …

ନୀଳ ଜହ୍ନ Read More »

ଜହ୍ନ

ଜହ୍ନ କଣ ଭେଦିପାରେ କାମନା କଳୁଷିତ ହୃଦୟରେ ଜକେଇ ଆସୁଥିବା ପାପୀ ଆକାଂକ୍ଷାକୁ ! ନା ଶୀତଳ କରିପାରେ ଇର୍ଷା ଦ୍ଵେଷରେ ଜଳୁଥିବା ସଂକୀର୍ଣ୍ଣ ମନ ଗୁଡାକୁ ! ଆଉ ଯଦି କେବେ ତା ସ୍ନିଗ୍ଧ କିରଣ ଟିକକ ପଡ଼ିଯାଏ କାହାର କଳାବଜାରୀରେ ତେବେ ଅନେକ ଆଙ୍ଗୁଳି ଉଠେ ଜହ୍ନର ସେ ଆଜନ୍ମ କଳଙ୍କ ଆଡକୁ। ତାର ଏ କଳଙ୍କ ଓ ଅପବାଦ ପରି ଜହ୍ନ ବି ନିରବରେ ଆଦରି ନେଇଛି ତା ଧିମା ଆଲୋକ ତଳେ …

ଜହ୍ନ Read More »

ଜହ୍ନ ହେ

ଜହ୍ନ ହେ… ତୁମ ରୂପରେ ବିମୋହିତ କ୍ଷଣେ କରିଦେବେକି, ନିଷ୍ଠୁର ବର୍ତ୍ତମାନକୁ ଭୁଲିଯାଆନ୍ତି ଦୁଃଖ ମୋ ହୁଅନ୍ତା ଦୂର || ଜହ୍ନ ହେ… ତୁମ ଜୋଛନାରେ ଚମକପ୍ରଦ କ୍ଷଣେ କରିଦେବେକି, ଜୀବନର ଘୋର କାଳିମା ଲିଭାନ୍ତି ଦେଖି ଆଲୋକ ତୁମର || ଜହ୍ନ ହେ… ତୁମ ଶୀତଳତାରେ ମନ ମୁଗ୍ଧ କ୍ଷଣେ କରିଦେବେକି, ହୃଦୟର ଯେତେ ଯନ୍ତ୍ରଣା ହଜାନ୍ତି ଶାନ୍ତ ହୁଅନ୍ତା ଶରୀର || ଜହ୍ନ ହେ… ତୁମ ଆଶ୍ୱାସନାରେ ଦୃଢମନା କ୍ଷଣେ କରିଦେବେକି, ଅନ୍ତରକୁ ମୋର …

ଜହ୍ନ ହେ Read More »