February 2024

ପ୍ରେମ ପ୍ରାପ୍ତି ନୁହଁ ଏକ ନୀରବ ସାଧନା

ଅସଜଡା ସବୁକୁ ସଜାଡିବାକୁ ଆଜି ନାହିଁ ନଥିବା ସ୍ୱପ୍ନ…! ଖୁବ୍ ମିଠା  ବାସୁଥିଲା ଆଜି ଏ ସହରର ପବନ ତୁମ ଅପେକ୍ଷାରେ ଦିନ ସବୁ ସରିଗଲା ପରେ ଦେଖୁଥିଲି ଆଖି ହଳେ ତୁମକୁ ଚୋରି କରିଥିବା  କେଉଁ ଏକ ଆଇନାର ପ୍ରତିବିମ୍ବରେ..! ତୁମ ଆଖିରେ ଏବେ ବହି ଯାଉଥିବା ନଈ ଢଳ ଢଳ ପାଣିରେ ସ୍ୱପ୍ନ ସବୁ ତରଙ୍ଗର ଢେଉ ଯେଉଁଠି ଅନେକ ରଙ୍ଗର ପସରା, ବାଆର ଆଶାରେ ନାଆ ଧରି କେହି ଜଣେ ଅଜଣା ନାବିକ  …

ପ୍ରେମ ପ୍ରାପ୍ତି ନୁହଁ ଏକ ନୀରବ ସାଧନା Read More »

ପ୍ରେମ ଏକ ମିଛେଇ ଝିଅର ନାଁ

ଜୀବନର ଚଲାପଥେ ଏକାଏକା ଚାଲୁଥିବା ବେଳେ କିଏ ପୁଣି ଅଧାବାଟେ ହାତଧରି ଡାକିନିଏ ଚାରି ଆଖି ମିଶିଯାଇ ଦୁଇପଦ କଥା ହେଲେ ସତରେ କଣ କେବେ ପ୍ରେମ ହୋଇଯାଏ…! ମୁଣ୍ଡ ଉପରୁ ଉଠିଯାଏ ଆକାଶର ଛାତ ପାଦତଳୁ ଖସିଯାଏ ମାଟି ମାୟା ହରିଣୀର ପଛେ ଗୋଡ଼ାଇ ଗୋଡ଼ାଇ ସେ ପାଦ ଥାପେ ଆଉ ଏକ ଅଜଣା ଇଲାକାରେ….. ପ୍ରେମକୁ ପାଇବାକୁ ଭୁଲିଯାଏ ନିଜର ଅସ୍ତିତ୍ବ ପଛରେ ଛାଡ଼ିଦିଏ ସ୍ଵାଭିମାନ ,ଆଭିଜାତ୍ୟ ,ବଂଶପରମ୍ପରା ପ୍ରେମ ଏକ ମିଛେ଼ଇ ଝିଅଟେ …

ପ୍ରେମ ଏକ ମିଛେଇ ଝିଅର ନାଁ Read More »