October 2025

ଏକପଦୀ 

• ପ୍ରେମ ଏକ ପୁରୁଣା ବହି ମୁଁ କ୍ରମାଗତ ପଢ଼େ । କିଛି ଫର୍ଦ୍ଦ ଲେଉଟାଏ  ମଲାଟରୁ ଧୂଳି ଝାଡିଦେଇ ଆସନ୍ତାକାଲି ପାଇଁ ପୁଣି ସାଇତି ରଖେ। • ପ୍ରେମିକା  ଅପାର୍ଥିବ ସଂସାରର ବୋଝକୁ  ନିଜକୁ ଘୋଡେ଼ଇ ସାରିଲା ପରେ ଆହୁରି ଉଜ୍ବଳ ଦିଶେ ଯିଏ ଆତ୍ମାର ପୁନଃ ପୁନଃ ପ୍ରତିଫଳନରେ। • କବି ତ୍ରିପଣ୍ଡ ଖରାବେଳଟାରେ  ଶବ୍ଦମାନଙ୍କୁ ଡେଣା କରି ଆକାଶରେ ଉଡ଼ାଣ ଭରୁଥିବା ଲୋକ, ମାଟିର ମୋହରେ  ଅମଳ କରୁଥାଏ ଜୀବନର ଫସଲ ତମେ …

ଏକପଦୀ  Read More »

ରହସ୍ୟମୟ ବନ: ମାରାଙ୍ଗଗୁରୁ

ସାନିକା କହନ୍ତି “ମୁ ଯେତେବେଳେ ଗୋଟିଏ ନବଯୁବକ ଥିଲି,” ସେ କହନ୍ତି, “ମୁଁ ଏହି ଜଙ୍ଗଲ ମଧ୍ୟରେ ଆସିଥିଲି ଏକ ଶିକାର ପାଇଁ। ମୋ ସାଙ୍ଗମାନେ ମୋତେ ଛାଡି ଦେଲେ, ଏବଂ ମୁଁ ଏକ ଅଜଣା ପଥରେ ବଣା ହୋଇ ଘଞ୍ଚଵଣ ମଧ୍ୟରେ ପଶିଗଲି । ସେଠାରେ ମୁଁ ଦେଖିଲି ଏକ ବୃକ୍ଷ – ମଧ୍ୟରେ ଗୁହା ଥିଲା।” ଗୁହା ଭିତରେ ସେ ଦେଖିଥିଲେ ଏକ ପ୍ରାଚୀନ ମୂର୍ତ୍ତି – ନ ମାନବ, ନ ପଶୁ – …

ରହସ୍ୟମୟ ବନ: ମାରାଙ୍ଗଗୁରୁ Read More »

ନାରୀବାଦ

ଜଣେ ନାରୀ ନିଜକୁ ତିଲତିଳ ଜାଳି ଅନ୍ୟକୁ ଖୁସି ଦିଏ।ସେ ସ୍ବପ୍ନ ଦେଖି ପାରେ ଓ ସ୍ୱପ୍ନକୁ ପୂରଣ କରିବାକୁ ପଦକ୍ଷେପ ମଧ୍ୟ ନେଇ ପାରେ।ସେ କେବଳ ଜଣଙ୍କ ପାଇଁ ସ୍ବପ୍ନ ଦେଖେ ନାହିଁ ସେ ତା ସଂପୂର୍ଣ୍ଣ ପରିବାର ପାଇଁ ସ୍ବପ୍ନ ଦେଖେ।ସେହି ଭଳି ଥିଲା ଅନନ୍ୟା। ଅନନ୍ୟାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଆରମ୍ଭ ହୁଏ—ଅଫିସ୍ ଯିବା ଆଗରୁ ଟିଫିନ୍ ପ୍ୟାକ୍ କରି ସ୍ବାମୀ ଓ ଶିଶୁର ଖାଦ୍ୟ ପେୟ ବନ୍ଦୋବସ୍ତ କରି ଅଫିସ ପାଇଁ …

ନାରୀବାଦ Read More »