Competition Winners List
ଉତ୍କଳ ଦିବସ କବିତା ପ୍ରତିଯୋଗିତା
ପବିତ୍ର ଉତ୍କଳ ଦିବସ – ୨୦୨୨ ଉପଲକ୍ଷେ ଲେଖନୀ ସ୍ଵର ତରଫରୁ ଆୟୋଜିତ କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଅଛି । ସମସ୍ତ ବିଜେତାମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।

ଚିନ୍ମୟ କୁମାର ନାୟକ
ପ୍ରଥମ ସ୍ଥାନ
କବିତା – ଉତ୍କଳସ୍ୟ ସମଦେଶ

ଜଗନ୍ନାଥ ମଣ୍ଡଳ
ଯୁଗ୍ମ ଦ୍ଵିତୀୟ ସ୍ଥାନ
କବିତା – ଉତ୍କଳ ଗାରିମା

ପୂଜାରାଣୀ ନାୟକ
ଯୁଗ୍ମ ଦ୍ଵିତୀୟ ସ୍ଥାନ
କବିତା – ସାରଭୂତା ଉତ୍କଳ

ଶ୍ରୀକାନ୍ତ ଘଡେଇ
ତୃତୀୟ ସ୍ଥାନ
କବିତା – ଉତ୍କଳର ଐତିହ୍ୟ
ରଜ ଗୀତ କବିତା ପ୍ରତିଯୋଗିତା
ରଜ ମହୋତ୍ସବ – ୨୦୨୨ ଉପଲକ୍ଷେ ଲେଖନୀ ସ୍ଵର ତରଫରୁ ଆୟୋଜିତ କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଅଛି । ପ୍ରତିଯୋଗିତାର ବିଜେତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।

ଚିନ୍ମୟ କୁମାର ନାୟକ
ବିଜେତା
କବିତା – ବନସ୍ତେ ଡାକିଲା ଗଜ
ଲେଖନୀ ସ୍ଵର ଗଳ୍ପ ପ୍ରତିଯୋଗିତା
ଲେଖନୀ ସ୍ଵର ତରଫରୁ ଆୟୋଜିତ ଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଅଛି । ପ୍ରତିଯୋଗିତାର ବିଜେତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।

ପ୍ରଣତି ମହାପାତ୍ର
ଯୁଗ୍ମ ବିଜେତା
ଗଳ୍ପ – ମାଆ ମାଳତୀ ଗଛ

ଶ୍ରୀକାନ୍ତ ଘଡାଇ
ଯୁଗ୍ମ ବିଜେତା
ଗଳ୍ପ – ଶ୍ରେଷ୍ଠ ଉପହାର