ଜୀବନ ଅନେକ କିଛି ଶିଖେଇଦିଏ। ସୁଖଦୁଃଖ ଭଲମନ୍ଦ ହେଉ ଅଥବା ହେଉ ପ୍ରାପ୍ତି ଅପ୍ରାପ୍ତିର ନିକିତି ତଉଲ ହେଉ ଶିଖିବାକୁ ହୁଏ ଅନେକ କିଛି। ଆଉ ସେଇ ଶିଖିବା କାମଟା ଆରମ୍ଭ ହେଇଯାଏ ଶିଶୁଟିଏ ଭୂମିଷ୍ଠ ହେବା ପରେ ପରେ। ଖାଇବା ପିଇବା ଶିଖିବା ସହିତ ଶିଶୁ ଶିଖିଚାଲେ ପାଠ ପଢିବା, ବଡ ମାନଙ୍କୁ ସମ୍ମାନ ଦେବା, ଛୋଟ ମାନଙ୍କୁ ସ୍ନେହ ଆଦର କରିବା, ସମାଜ ଆଉ ଦେଶ ମାତୃକା ପ୍ରତି ନିଜର କର୍ତ୍ତବ୍ୟ କରିବା …ଏମିତି ଅନେକ କିଛି। ଏହିସବୁ ଧିରେ ଧିରେ ଶିଖି ପିଲାଟିଏ ବଡ ହୁଏ। ଦୁନିଆର ବଦଳିବା ଧାରା ସହିତ ସିଏ ମଧ୍ୟ ବଦଳିବାକୁ ଆରମ୍ଭ କରିଥାଏ। ଗତ କିଛି ବର୍ଷ ତଳେ ହୁଏତ ପିଲାମାନେ ଡିଜିଟାଲ ପାଠପଢା ବିଷୟରେ କିଛି ଜାଣି ନଥିଲେ।ହେଲେ କରୋନା ମହାମାରୀ ସମୟରେ ଯେତେବେଳେ ସାରା ଦୁନିଆ ଏକ ବନ୍ଦ ପରିସୀମା ଭିତରେ ନିଜକୁ ଆବଦ୍ଧ ରଖି ବଞ୍ଚିବାକୁ ପ୍ରୟାସ ଆରମ୍ଭ କଲା ସେତେବେଳେ ପ୍ରାୟତଃ ପ୍ରତ୍ୟେକ ମନୁଷ୍ୟ ଅଲ୍ପେ ବହୁତେ ଇଣ୍ଟରନେଟର ବହୁଳ ବ୍ୟବହାର ତଥା ସୁଦୁରପ୍ରସାରୀ ପ୍ରଭାବ ଅନୁଭବ କଲେ ।ଆଉ ତା ପରେ କେବଳ ପାଠପଢା କାହିଁକି ବରଂ ବିଭିନ୍ନ ଖେଳକୁଦ ତଥା ପ୍ରତିଯୋଗିତା ମଧ୍ୟ ଅନଲାଇନ୍ ହେବାକୁ ଆରମ୍ଭ କଲା। ଅବଶ୍ୟ ଇଣ୍ଟରନେଟ ଆମ ସମସ୍ତଙ୍କୁ ବହୁତ୍ ଭଲ ଭାବରେ ଯୋଡି ରଖିବାରେ ସହାୟକ ମଧ୍ୟ ସାଜି ପାରିଛି । ତା’ ଛଡା ପ୍ରତ୍ୟେକ ସମୟରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଖୋଜି ଆଣିବା ବିଷୟ ହେଉ ଅଥବା କୌଣସି ଅଜଣା ବିଷୟ ବିଷୟରେ କିଛି ଜାଣିବା କଥା ହେଉ ଇଣ୍ଟରନେଟ୍ ଆମକୁ ବହୁତ୍ ସାହାଯ୍ୟ କରିଥାଏ। ଜ୍ଞାନ ଅର୍ଜନ ହେଉ ଅଥବା ଜିନିଷ କ୍ରୟ ବିକ୍ରୟ ପ୍ରତ୍ୟେକ କାମରେ ଆମେ ଇଣ୍ଟରନେଟ୍ ଉପରେ ନିର୍ଭର କରୁ। ଇଣ୍ଟରନେଟ ବିନା କୌଣସି କାମ କରିବା ସତରେ ଅସମ୍ଭବ। ହେଲେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯୁବ ଗୋଷ୍ଠୀ ହାତରେ ଇଣ୍ଟରନେଟ୍ ସେବା ଟେକି ଦେବାଟା କେତେଦୂର ଯୁକ୍ତିଯୁକ୍ତ…?ଯୁବକଙ୍କ ହାତରେ ଇଣ୍ଟରନେଟ୍ ସତରେ ପବନ ହାତରେ ନିଆଁହୂଳା ଧରେଇ ଦେବାର ସମାନ ନୁହେଁ ତ…!!
ତେବେ ଏହାର ଉତ୍ତର ହେଉଛି ଯେ ଯୋଗ୍ୟ ହାତରେ ସବୁକିଛି ଯୋଗ୍ୟ ହିଁ ପାଲଟି ଯାଏ। ମାଟି ମଧ୍ୟ ସୁନା ପାଲଟି ଯାଏ। ହେଲେ ଅଯୋଗ୍ୟ ହାତରେ ସୁନା ଧରେଇ ଦିଆଗଲେ ମଧ୍ୟ ସେ ତା’ର ମହତ୍ତ୍ଵ ବୁଝି ପାରିବେ ନାହିଁ।ମାଙ୍କଡ ହାତରେ ଶାଳଗ୍ରାମ ସଦୃଶ ସେ ନଚେଇ ନଚେଇ ପ୍ରାଣ ନେଇଯିବା ପରି ଅବସ୍ଥା ଉପୁଜିଥାଏ।ଆଉ ଏକଥା କହିବା ଅନାବଶ୍ୟକ ଯେ ଯୁବପିଢୀ ଇଣ୍ଟରନେଟ୍ ସହାୟତାରେ ଅନେକ କିଛି ଶିଖି ଯାଆନ୍ତି ଯାହା ସେମାନେ ଖାଲିଟାରେ କେବେ ଶିଖି ପାରନ୍ତି ନାହିଁ।କିନ୍ତୁ ନୂଆ ଟେକ୍ନୋଲୋଜି ସହିତ ନୂଆ ନୂଆ ଗବେଷଣା କରିବାକୁ ଆରମ୍ଭ କରୁଥିବା ଅନୁସନ୍ଧିତ୍ସୁ ମନ ଧିରେ ଧିରେ କେତେବେଳେ ନିଜକୁ ଇଣ୍ଟରନେଟ୍ ର ବୁଢିଆଣୀ ଜାଲ ଭିତରେ ଛନ୍ଦି ଦେଇଥାଏ ସେକଥା ସେ ବୁଝି ପାରେନାହିଁ।ଅନେକ କିଛି ଶିଖି ନିଜକୁ ଯୋଗ୍ୟ ତଥା ଉକୃଷ୍ଟ କରି ପାରିବା କ୍ଷମତା ସହିତ ସେ ଲାଭ କରି ଦେଇଥାଏ ସମୟର ଅଯଥା ଅପଚୟ କରିବାର କଳା ଟିକକ।ନିଜର ଦକ୍ଷତା ପ୍ରତିପାଦନ କରିବାର କ୍ଷମତା ସହିତ ସେ ଆବୋରି ନେଇଥାଏ କିଛି ଅକଥନୀୟ ଅନାବଶ୍ୟକ ଜୀବନଶୈଳୀ ଯାହା ସମଗ୍ର ସମାଜକୁ ଧ୍ବଂସାଭିମୁଖୀ କରିବାର ଶକ୍ତି ରଖିଥାଏ।ଇଣ୍ଟରନେଟ୍ ଏକ ନିଆଁହୁଳା ସଦୃଶ ହିଁ ହୋଇଥାଏ। ଯାହା ସାଇତି ରଖିଲେ ଅଥବା ନିୟନ୍ତ୍ରିତ ଆଉ ବ୍ୟବସ୍ଥିତ ଢଙ୍ଗରେ ସଦୁପଯୋଗ କଲେ ଜୀବନ ରକ୍ଷକ ସାଜିଥାଏ କିନ୍ତୁ ଅନିୟନ୍ତ୍ରିତ ହେଲେ କ୍ଷଣକ ମଧ୍ୟରେ ଅନେକ କିଛି ଜାଳି ପୋଡ଼ି ଧ୍ଵଂସ କରି ଦେବାର ବିଭୀଷିକା ମଧ୍ୟ ରଖିଥାଏ।
ତେବେ ପ୍ରଶ୍ନ ଉଠୁଛି ଯେ ଏହି ଇଣ୍ଟରନେଟ୍ ବ୍ୟବହାର ପ୍ରକୃତରେ ଯୁବପିଢୀ ପାଇଁ କେତେଦୂର ଉପଯୁକ୍ତ? କରୋନା ମହାମାରୀ ଆମ ସମସ୍ତଙ୍କୁ ଜଣେଇ ଦେଇଛି ଯେ ମଣିଷ କେତେବେଳେ ମଧ୍ୟ କୌଣସି ବି ପରିସ୍ଥିତିର ସାମ୍ନା କରିବାକୁ ବାଧ୍ୟ ହୋଇପାରେ। ସେତେବେଳେ କୌଣସି ଏକ ବିକଳ୍ପ ବ୍ୟବସ୍ଥା ତାକୁ ଗ୍ରହଣ କରିବାକୁ ହିଁ ହୋଇଥାଏ। ଯେତେବେଳେ ଦୁନିଆ ସାରା ଏକ ବନ୍ଦ ଘରେ ରହିବାକୁ ବାଧ୍ୟ ହୋଇଥିଲା ; ସେତେବେଳେ ମଣିଷ ଇଣ୍ଟରନେଟ୍ ସହିତ ଅଙ୍ଗାଙ୍ଗୀ ଭାବେ ଯୋଡ଼ି ହୋଇ ଯାଇଥିଲା। ବ୍ୟବହାର ପାଇଁ ଜିନିଷ, ପରିବାପତ୍ର କିଣିବାଠାରୁ ଆରମ୍ଭ କରି ଔଷଧ, ଖାଦ୍ୟପେୟ ଏପରିକି ପିନ୍ଧା କପଡ଼ା ମଧ୍ୟ ଅନଲାଇନ୍ ମଗେଇବାକୁ ପଡ଼ିଥିଲା। ସେତେବେଳେ ସମ୍ପୂର୍ଣ୍ଣ ମଣିଷ ସମାଜ ଇଣ୍ଟରନେଟ୍ ର ବହୁଳ ଉପଯୋଗ କରି ଚାଲିଥିଲା। କେବଳ ଏତିକି ନୁହେଁ ପିଲା ମାନଂକ ପାଠପଢା ଆଉ ଚାକିରୀଆଙ୍କ ଅଫିସ କାମ ମଧ୍ୟ ବନ୍ଦଘର ଭିତରେ ଇଣ୍ଟରନେଟ୍ ମାଧ୍ୟମରେ ହିଁ ଆଗକୁ ବଢ଼ି ପାରିଥିଲା। ବ୍ୟବସାୟୀଙ୍କ ବ୍ୟବସାୟ ମଧ୍ୟ ଇଣ୍ଟରନେଟ୍ ଦ୍ଵାରା ଗତିଶୀଳ ହୋଇଥିଲା। ସତ କହିବାକୁ ଗଲେ ଇଣ୍ଟରନେଟ୍ ଆସିବା ପରେ ଜୀବନ ସୁଖକର ହୋଇ ପାରିଛି। ଆଖି ପିଛୁଳାକେ ସମ୍ପର୍କ ସ୍ଥାପନ ସହିତ ଦୁନିଆର କୋଣ ଅନୁକୋଣ ବିଷୟରେ ପୁଙ୍ଖାନୁପୁଙ୍ଖ ଖବର ରଖି ହେଉଛି।ତେବେ ସବୁ ଜିନିଷର ଭଲ ମନ୍ଦ ଦୁଇଟି ଦିଗ ରହିଥାଏ।ଇଣ୍ଟରନେଟ୍ ର ବି ଅଛି। ସୁଇଚ ଟିପିଲେ ଯେମିତି କାମ ସବୁ ହେଇ ଯାଉଛି ସେମିତି ସୁଇଚ ଟିପିଲେ ଅନେକ ଅସୁବିଧା ହେବାର ନଜିର ମଧ୍ୟ ରହିଛି। ଇଣ୍ଟରନେଟ ସେବା ପୁରାପୁରି ଡାଟା ଉପରେ ପର୍ଯ୍ୟବେଶିତ। ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ତଥ୍ୟ ଇଣ୍ଟରନେଟ୍ ରେ ସ୍ଥୂଳ ହୋଇ ରହିଥାଏ। ଅତଏବ କୌଣସି ବ୍ୟକ୍ତିଙ୍କର ସବିଶେଷ ବିବରଣୀ ହେଉ ଅଥବା ଜମା ରାଶି କିମ୍ବା ଅନ୍ୟ ବ୍ୟକ୍ତିଗତ ତଥ୍ୟ ସବୁକିଛି ଇଣ୍ଟରନେଟ୍ ଜରିଆରେ ଜାଣିବା ଜମାରୁ ଅସମ୍ଭବ ନୁହେଁ । ତେଣୁ ଏହାର ଅପବ୍ୟବହାର ମଧ୍ୟ ସମ୍ପୂର୍ଣ୍ଣ ଭାବେ ଅନୁମେୟ। ବିଭିନ୍ନ ଠକେଇ ମଧ୍ୟ ଏହି ଇଣ୍ଟରନେଟ୍ ମାଧ୍ୟମରେ ହେଉଛି। ଅତୀତ ପୃଷ୍ଠାକୁ ଦେଖିଲେ ବିଭିନ୍ନ ଅନଲାଇନ୍ ଖେଳ ପିଲାଙ୍କର କାଳ ହୋଇ ସାରିଛି।ଅଶ୍ଳୀଳ ତଥା ଯୌନଦ୍ଦୀପକ ଦୃଶ୍ୟ ଛୋଟ ଛୋଟ ଶିଶୁଙ୍କର କୋମଳ ମନକୁ ପ୍ରଭାବିତ କରେ ଏବଂ ନାନା ବିଭ୍ରାନ୍ତିକର କାର୍ଯ୍ୟ କରିବାକୁ ଉତ୍କଣ୍ଠା ସୃଷ୍ଟି କରେ ଯାହା ପରେ ବହୁତ୍ କ୍ଷତିକାରକ ହୋଇଥାଏ।ଏପରିକି ଅନେକ ନିଷ୍ପାପ ପ୍ରାଣ ଅବେଳରେ ନିଃଶ୍ୱାସ ହରାଇବା ଘଟଣା ମଧ୍ୟ ବାରମ୍ବାର ନଜରକୁ ଆସିଥାଏ। ଇଣ୍ଟରନେଟ ବ୍ୟବହାର ଦ୍ଵାରା ଉପୁଜୁଥିବା ସ୍ଵାସ୍ଥ୍ୟଗତ ସମସ୍ୟା ମଧ୍ୟ ମୁଣ୍ଡବିନ୍ଧାର କାରଣ ହୁଏ। ଅଧିକ ପରିମାଣରେ କମ୍ପ୍ୟୁଟର , ମୋବାଇଲ ବ୍ୟବହାର କରିବା ଦ୍ଵାରା ଦୃଷ୍ଟିଶକ୍ତି ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ସବୁଠାରୁ ବଡ ସମସ୍ୟା ହେଲା ଏଇ ପ୍ରଶ୍ନର ଉତ୍ତର ଯେ ଇଣ୍ଟରନେଟ୍ ପରି ଏକ ନିଆଁହୁଳା ଯୁବପିଢୀଙ୍କ ହାତରେ ଧରେଇ ଦେବା କଣ ସତରେ ଉଚିତ୍ ନା ନାହିଁ?
ପ୍ରକୃତରେ ପ୍ରତ୍ୟେକ ଜିନିଷର ଭଲ ଆଉ ଖରାପ ଉଭୟ ପାର୍ଶ୍ଵ ରହିଛି। ପ୍ରାଣରକ୍ଷା ପାଇଁ ବ୍ୟବହାର କରାଯାଉଥିବା କଇଁଚି ଆଉ ଛୁରୀ ପ୍ରାଣ ନେବାପାଇଁ ମଧ୍ୟ ବ୍ୟବହାର କରାଯାଏ। ଏହା ସର୍ବଦା ଧାରଣ କରୁଥିବା ହାତ ଉପରେ ହିଁ ନିର୍ଭର କରିଥାଏ। ଯିଏ ଯେମିତି ବ୍ୟବହାର କରିବେ ଠିକ୍ ସେମିତି ହିଁ ପ୍ରୟୋଗ ମଧ୍ୟ ହେବ। ଏକଥାରେ ଆଦୌ ଦ୍ଵୀମତ ନାହିଁ। ତେଣୁ ଯୁବପିଢୀ କେମିତି ଇଣ୍ଟରନେଟ୍ ବ୍ୟବହାର କରିବେ ଆଉ ସେଥିରୁ ସୁଫଳ ପାଇ ଦେଶ ଦୁନିଆର ପ୍ରଭୃତ ଉନ୍ନତି ସାଧନ କରିବେ ତାହା ସେମାନଙ୍କ ଉପରେ ହିଁ ନିର୍ଭର କରୁଛି। ଏକଥା ନିରାଟ ସତ୍ୟ ଯେ ନୂତନ ସୃଜନ କେବଳ ନୂତନ ପିଢୀ ଦ୍ଵାରା ହିଁ ସମ୍ଭବ। ତେଣୁ ଏହି ନୂତନ ସମୃଦ୍ଧ ଟେକ୍ନୋଲୋଜି ଯୁବପିଢୀଙ୍କ ହାତରେ ହିଁ ଆହୁରି ଉନ୍ନତ ଏବଂ ମାର୍ଜିତ ହୋଇ ପାରିବ। ନୂଆ ସର୍ଜନା କରୁଥିବା ବିଚକ୍ଷଣ ମସ୍ତିଷ୍କ୍ଷଧାରୀ ଆଜିର ଆଧୁନିକ ଯୁବପିଢୀ ନିଜର କାମ ଉପରେ ଆଉ ମନର କ୍ଷୀପ୍ର ଗତି ଉପରେ ନିୟନ୍ତ୍ରଣ କରି ଇଣ୍ଟରନେଟ୍ ଚଲେଇଲେ ଦୁନିଆ ଅତି ଶୀଘ୍ର ଏକ ସୁନେଲି ଭବିଷ୍ୟତ ଆଡ଼କୁ ଅଗ୍ରସର କରିବ ଏଥିରେ କୌଣସି ସନ୍ଦେହ ନାହିଁ।






ଭଲ ଲାଗିଲା
ଅନୁଚିନ୍ତା ର ବିଷୟ, ଦୁଇ ଧାରିଆ ଛୁରୀ, ବ୍ୟବହାର ଉପରେ ପରିଣାମ ନିର୍ଭର କରେ,
Very good https://lc.cx/xjXBQT
https://shorturl.fm/TbTre
https://shorturl.fm/j3kEj
https://shorturl.fm/9fnIC
https://shorturl.fm/m8ueY
https://shorturl.fm/68Y8V
https://shorturl.fm/j3kEj
https://shorturl.fm/a0B2m
https://shorturl.fm/oYjg5
https://shorturl.fm/A5ni8
https://shorturl.fm/5JO3e
https://shorturl.fm/5JO3e
https://shorturl.fm/j3kEj
https://shorturl.fm/YvSxU
https://shorturl.fm/YvSxU
https://shorturl.fm/FIJkD
https://shorturl.fm/uyMvT
https://shorturl.fm/PFOiP
https://shorturl.fm/47rLb
https://shorturl.fm/JtG9d
https://shorturl.fm/JtG9d
https://shorturl.fm/Xect5
https://shorturl.fm/IPXDm
https://shorturl.fm/MVjF1
https://shorturl.fm/hevfE
Promote our brand and get paid—enroll in our affiliate program! https://shorturl.fm/il7vC
Get paid for every click—join our affiliate network now! https://shorturl.fm/cAJQn
Your audience, your profits—become an affiliate today! https://shorturl.fm/fCpJN
Partner with us for generous payouts—sign up today! https://shorturl.fm/yysT6
Start sharing, start earning—become our affiliate today! https://shorturl.fm/n8ROp
Turn your audience into earnings—become an affiliate partner today! https://shorturl.fm/de7Ck
Share our link, earn real money—signup for our affiliate program! https://shorturl.fm/ogxHs
Join our affiliate community and maximize your profits! https://shorturl.fm/Wezyh
Be rewarded for every click—join our affiliate program today! https://shorturl.fm/25om4
Earn up to 40% commission per sale—join our affiliate program now! https://shorturl.fm/2cU0Y
Turn referrals into revenue—sign up for our affiliate program today! https://shorturl.fm/h6yTH
Monetize your influence—become an affiliate today! https://shorturl.fm/ujhqZ
Tap into unlimited earning potential—become our affiliate partner! https://shorturl.fm/L91co
Sign up for our affiliate program and watch your earnings grow! https://shorturl.fm/H9sL9
Start profiting from your network—sign up today! https://shorturl.fm/7bEMn
Tap into unlimited earnings—sign up for our affiliate program! https://shorturl.fm/qqdhy
Earn up to 40% commission per sale—join our affiliate program now! https://shorturl.fm/bWx1T
Share your link and rake in rewards—join our affiliate team! https://shorturl.fm/uZoiS
Partner with us and enjoy high payouts—apply now! https://shorturl.fm/dYXVM
Promote, refer, earn—join our affiliate program now! https://shorturl.fm/bwzou
Promote our brand and get paid—enroll in our affiliate program! https://shorturl.fm/eS5dz
Tap into unlimited earnings—sign up for our affiliate program! https://shorturl.fm/0MsOe
Refer friends, earn cash—sign up now! https://shorturl.fm/lGkmR
Boost your earnings effortlessly—become our affiliate! https://shorturl.fm/k16VV
Boost your profits with our affiliate program—apply today! https://shorturl.fm/v38uM
Start sharing, start earning—become our affiliate today! https://shorturl.fm/xq1cV
Get rewarded for every recommendation—join our affiliate network! https://shorturl.fm/h9Aoc
Your influence, your income—join our affiliate network today! https://shorturl.fm/iJQ3m
Become our partner and turn referrals into revenue—join now! https://shorturl.fm/NUkOY
Drive sales and watch your affiliate earnings soar! https://shorturl.fm/ipSl6
Promote our products—get paid for every sale you generate! https://shorturl.fm/LZXyy
Sign up and turn your connections into cash—join our affiliate program! https://shorturl.fm/0tqxI
Get paid for every click—join our affiliate network now! https://shorturl.fm/wflc1
Share our offers and watch your wallet grow—become an affiliate! https://shorturl.fm/Jl0vW
Drive sales, collect commissions—join our affiliate team! https://shorturl.fm/xUI1k
Earn passive income this month—become an affiliate partner and get paid! https://shorturl.fm/HDwFa
Start earning passive income—join our affiliate network today! https://shorturl.fm/sCK0A
https://shorturl.fm/d2Odg
https://shorturl.fm/JaQbg
https://shorturl.fm/oAcDQ
https://shorturl.fm/EXOqa
https://shorturl.fm/7Bhaj
https://shorturl.fm/q1S8V
https://shorturl.fm/qPzi3
https://shorturl.fm/8ldgg
https://shorturl.fm/uygE0
https://shorturl.fm/gXByJ
https://shorturl.fm/3cqxG
https://shorturl.fm/biUHL
https://shorturl.fm/wo5dj
https://shorturl.fm/eKPVF
https://shorturl.fm/iODP6
https://shorturl.fm/xFF0O
https://shorturl.fm/iGknL
https://shorturl.fm/2pVs5
https://shorturl.fm/ApHI2
https://shorturl.fm/zJ2Xd
https://shorturl.fm/i8W1N
https://shorturl.fm/myHra
https://shorturl.fm/O79WZ
https://shorturl.fm/tVB7K
https://shorturl.fm/VTZ3g
https://shorturl.fm/jyeZV
https://shorturl.fm/G94gh
https://shorturl.fm/pD51u
https://shorturl.fm/sGKGY
https://shorturl.fm/FYm24
https://shorturl.fm/14fTH
https://shorturl.fm/kt23w
https://shorturl.fm/czAcU
https://shorturl.fm/xN6ce
https://shorturl.fm/HKMGu
https://shorturl.fm/3Mg7e
https://shorturl.fm/m7QGX
https://shorturl.fm/CgkSV
https://shorturl.fm/WLi9V
https://shorturl.fm/mMZXn
https://shorturl.fm/hLza0
https://shorturl.fm/WBSaw
7rg7cu
7rg7cu
https://shorturl.fm/n93qG
https://shorturl.fm/pRAHl
https://shorturl.fm/0GV78
https://shorturl.fm/UOzBL
https://shorturl.fm/RLDKT
https://shorturl.fm/pRSnq
https://shorturl.fm/VeLIm
https://shorturl.fm/jVmgh
https://shorturl.fm/GM58O
https://shorturl.fm/UCG3c
https://shorturl.fm/ZWGr9
https://shorturl.fm/j7IQh
https://shorturl.fm/RCgjv
https://shorturl.fm/kV46G