ବହୁ ପୁରୁଣା ଯୁଗର କଥା । ଗୋଟେ ଅସୁର ଥିଲା। ଅସୁର ବୋଇଲେ ଯାହାର ଦେହ ବଳ ଢେର୍ ,ଆଉ ବୁଦ୍ଧି ଶୁଦ୍ଧି ଗୋଲ ଆଳୁ। ନୁହେଁ କି ?
ଥଣ୍ଡା,ଖରା, ବର୍ଷା ସବୁଥିରେ ଭିଜି,ଶୁଖି,ତପି ଅସୁରଟା ଦିନେ ଦେବଦେବ ମହାଦେବଙ୍କୁ ସନ୍ତୁଷ୍ଟ କରିଦେଲା। ଆମ ଭୋଳା ଶଙ୍କର ତ ଭୋଳା ଲୋକ। ତପେ ବର କୋପେ ବର । ଅସୁରଟାର ଇନ୍ଦ୍ର ସିଂହାସନ ଥରା ତପସ୍ୟାରେ ମନ ତରଳିଗଲା ତାଙ୍କର ।ସବୁଥର ପରି ଅସୁର ମାଗିଲା ଅମର କର । ଠାକୁରେ ବି ସବୁଥର ପରି କହିଲେ ,” ରୁଲ୍ ( ନିୟମ ) ନାହିଁ। ମାଗେ ଆଉ ଅନ୍ୟ କିଛି ମାଗିକି ଦେଖେ। ଦେଖିବା। ଚେଷ୍ଟା କରିବା ।” ଅସୁର ତା ଜେଜ ଗୋସେଇଁ ଜେଜଠୁ ଶୁଣିଥିଲା କଣ କରିବାକୁ ହୁଏ ଦେବତା ଏମିତି ଟାଣୁଆ ବରଂ ଦେବାକୁ କୁନ୍ଥେଲେ। ଖୁବ୍ ଗୋଟା ଖୁସି ହେଇ ଆଖି ମିଟିକା ମାରିଦେଲା ଆଉ ନାଟୁଆ ପରି ମୁହଁଟା ଶୁଖେଇ ଅଳପ କହିଲା,” ହଉ , ନ ଦେଲେ ନାହିଁ ଦିଅ ବର ଆହେ ! ହର ରଖିବି ମୁଁ କର ଯାହାର ଉପର ତାର ଆଉ ନ ରହିବ ଶିର। ସିଏ ଧ୍ବଂସ ହୋଇ ପାଉଁଶ ପୁଡିଆ ହେଉ । ” ଶଙ୍କର ଭଗବାନ ତା ” ଓଁ ନମଃ ଶିବାୟ” ପଞ୍ଚାକ୍ଷରୀ ଜାପରେ ଏତେ ଅଭିଭୂତ ଥିଲେ ଯେ କହିଦେଲେ ” ତଥାସ୍ତୁ” । ଆଉ କି ଅସୁରର ପାଦ ମାଟିରେ ଲାଗେ । ସାଏଁ କି ତା ଦୁର୍ବୁଦ୍ଧି ଲଗେଇ ‘ ପରୀକ୍ଷାଟେ ହେଇଯାଉ ‘ ବୋଲି ଭାବିଦେଲା କି ; ଗୋଡେଇଲା ତ ….. ଗୋଡେଇଲା ତ ଗୋଡେଇଲା କାହାକୁ ନା ସ୍ବୟଂ ବରଦାତାଙ୍କୁ । ଆଙ୍ଗୁଠି ଗିଳି ବାହୁ ଗିଳିବା କଥା । ନିଚ୍ଚଙ୍କୁ ଦେଲେ ଅଧିକାର ପାଦେ ଦଳନ୍ତି ତୁମ୍ଭ ଶିର …. ରୂଷିଙ୍କୁ ବୁହାବନ୍ତି ଭାର ।
ତା ପରେପରେ କଣ ହେଲା ମହତ ପାଠକେଙ୍କୁ ଜ୍ଞାତ ।
ବର୍ତ୍ତମାନ ସମୟ ଏମିତି ଏକ ମୁର୍ଖ ସଙ୍କଟ ନେଇ ଉପନିତ ହେଇଛି।
ଆମେ ଆମର ସମୟ, ଶକ୍ତି ,ଓ ସମ୍ପଦ ସହ ଲୋକବଳ ବଞ୍ଚେଇବା ପାଇଁ ଯୋଉ ଯନ୍ତ୍ର ଉପାୟଟି ଖୋଜି ବାହାର କଲେ ସିଏ ହିଁ ଏବେ ଯନ୍ତ୍ରଣାର କେନ୍ଦ୍ର ବିନ୍ଦୁ ପାଲଟୁଛି। ସମୟ ପାଇଁ,ଯୁଗ ପାଇଁ, ମଣିଷ ପାଇଁ ତାର ଉଦ୍ଭାବନ ବିଜ୍ଞାନର ବରଦାନ ନିଶ୍ଚୟ। ହେଲେ ଲେମ୍ବୁ ଅତି ଚୁପୁଡିଲେ ପିତା ପରି ବର୍ତମାନର ମଣିଷ ତାର ମନୁଷତ୍ବକୁ ଜଳାଞ୍ଜଳି ଦେଇଛି ଯନ୍ତ୍ର ପାଖରେ । ଏବେ ବେକ ଭାଙ୍ଗି ସିଏ ସେଇ ଯନ୍ତ୍ରଟି ମାନ ଆଗରେ ପଙ୍ଗୁ ସାଜିଛି ଯାହା ତାହାର ସ୍ବୟଂ ର କୃତ୍ତି।
ଆଉ ଗୋଟିଏ କଥା କହେ । ସ୍ପଷ୍ଟ ହେବ । ଆମ ପିଲା ଦିନେ ମୁଁ ଦେଖିବାରେ କଂସେଇ ନାମକ ମଣିଷଟିର ଦୋକାନଟି ଆମ ସାହିର ଶେଷ ମୁଣ୍ଡଠୁ ମାଇଲେ ଦୂରରେ ଥାଏ । ଯାହାର ଆମିଷରେ ମନ ସିଏ ତାର ସେଠୁ ଯାଇ ଆଣେ । ଭୋଜିଭାତରେ ,ବଳିଭୋଜାରେ ଲୋକେ ଗାଁ ବାହାର ମେଲାରେ ରାନ୍ଧି ଖାନ୍ତି ଓ ସିଆଡେ ସିଆଡେ ସଫାଲିପା ତୁଟାନ୍ତି । ଘରେ ଯୋଉ ମାନେ କଷନ୍ତି ତାଙ୍କର ଚୁଲିଠୁ ହାଣ୍ଡିକୁଣ୍ଡି ଯାଏ ସବୁ ଅଲଗା ଥାଏ । ପେଟକୁ ସ୍ବାହା ହେଲା ପରେ ଗୋବର ଠୁ ଚୂନଛୁଞ୍ଚି ପାଣି ଯାଏ ସବୁ ପକେଇ ଶୁଦ୍ଧ କରାହୁଏ । ଗୁରୁବାର, ଏକାଦଶୀ,ସଂକ୍ରାନ୍ତି,ଅମେଇସା, ମଙ୍ଗଳବାର, ସୋମବାର ସପ୍ତାହ ସବୁରେ ରଜା ଦିନ ହେଇ ଥାନ୍ତି ।
ଏବେ ଦେଖିବା ଆଉ ଏକ ଦିଗ । ସବୁଦିଗରୁ ସୁନ୍ଦର ସୁବିଧା ହବ ଭାବି ଚିନ୍ତା କରି ମୁଁ ନେଇଥିବା ଘରଟି ବାଙ୍ଗାଲୋରର ଏକ ଜନବହୁଳ ଚଳଚଞ୍ଚଳ ଅଞ୍ଚଳରେ ଅଛି ।ଦୋକାନ ବଜାର , ପାଠପଢା, ଚିକିତ୍ସା ସବୁ ଯେମିତି ହାତ ପାହାନ୍ତାରେ । ସେଠି ପାଖାପାଖି ଆଠ ରୁ ଦଶଟୋ ମନ୍ଦିର ଓ ଘଞ୍ଚ ବନାନୀ ଦଶ ବର୍ଷ ତଳେ ଥିଲା। ଏବେ ବନାନୀ ଶୂନ୍ୟ। ତା ତ ଅଲଗା ବିଷୟ। ହଁ ଏଇ ସାହିଟିରେ ଏହି ଦଶ ବର୍ଷ ଭିତରେ ଦି କିଲୋମିଟର ରାସ୍ତା ବି ସରିବନି ପନ୍ଦର ପାଖାପାଖି ଆମିଷ ଦୋକାନ ସହ ପିଆପିଇ ପ୍ରିତି ଦୋକାନ ( ବାର୍ ,ଡିସ୍କୋଥେକ୍ , ବିରୟାନି ପଏଣ୍ଟ )ବି ସମାନ ମାତ୍ରାରେ ଖୋଲିଲା। ପିଲେ ସ୍କୁଲ ଯା ଆସ ବେଳେ ଓଲଟ ଟଙ୍ଗା ଚମଛେଲା ମାଳ ମାଳ କୁକୁଡା,ଛେଳି ,ଘୁଷୁରି ସହ ଟଳମଳ ପାଦରେ ଅଧା ଲଙ୍ଗଳା ଚଳପ୍ରଚଳ ମଣିଷ ମାନଙ୍କୁ ଦେଖିଲେ । ମାଆ ହିସାବରେ ଓ ସଭ୍ୟ ସାମାଜିକ ସଦସ୍ୟ ସହ ଶିକ୍ଷକଟିଏ ଭାବରେ ଏ ସବୁ ଯେ ମଣିଷ ମନରେ କେତେ କୁପ୍ରଭାବ ପକେଇବ ଓ ସମାଜକୁ କେତେ ମାତ୍ରାରେ କ୍ଷତିଗ୍ରସ୍ତ କରିବ ତାହା ଅନୁମେୟ। ମୋ ଅନୁମାନ ଏକ ସାଧାରଣ ମଣିଷର ଆକଳନ ଭାବେ ଧରାଯାଉ। ଗବେଷଣା ଓ ବିଜ୍ଞାନ ବି ତା ଭାଷାରେ କହେ କି ପାଣି ମଧ୍ୟ ମନେରଖେ ତା ସ୍ମୃତିରେ ତା ପ୍ରତି ବା ତା ଆଖପାଖରେ ହେଉଥିବା ବ୍ୟବହାରକୁ । ତେବେ ଆମେ ତ ଦିବ୍ୟ ଆଶିଷ ସମ୍ପନ୍ନ ମସ୍ତିଷ୍କଟି ମାନ ଧାରଣ କରିଛେ ସେମିତିରେ । ଛପିବନି କି ?
ମୋ ଘର ସାମ୍ନାରେ କୁକୁଡ଼ା କଟା ଦୋକାନଟିଏ ଖୋଲିଲା । କୁକୁଡା ମାନଙ୍କ ଅହରହ ତଣ୍ଟିମୋଡା ଶବ୍ଦ ମତେ ଅହରହ ଅତିଷ୍ଠ କଲା । ମୁଁ ଛଟପଟ ହେଲି ଓ ଘର ବଦଳେଇବାକୁ ନିଷ୍ପତ୍ତି ନେଲି । ହେଲେ ଏଡେ ସହଜ କି ଜୀବନ ଠୁ ଦୈାଡି ପଳେଇବା ? ଶୃଙ୍ଖଳା, ଉତ୍ତର ଦାୟିତ୍ୱ, ପକେଟ୍ ଓଜନ ,ଏ, ସେ, ମେ ,ଜଞ୍ଜିର ଆଦି ଆଦିର ଶିଙ୍କୁଳିରେ ତ ବାନ୍ଧି ହେଇ ପଡିଛୁ ଆମେ ନିଜ ଖୁସିରେ । ଆପଣା ହସ୍ତେ ଜ୍ବିଭା ଛେଦି,କେ ଅଛି ତାର ପ୍ରତିବାଦି ।
ବଦଳେଇହନ୍ତା ମ ଜୀବନକୁ ,ବେଶି କଷ୍ଟ ପାଠ ନୁହେଁ।
ହେଲେ ଆମେ ସବୁ ନା ବାହାନାବାଜ୍। ଆଦତ୍ ସେ ମଜବୁର୍ ଯାଗାରେ ମଜବୁତ୍ କହିଲେ ବେଶି ଠିକ୍ ହବ । ଲାଖି ରହିବା ଆମର ପସନ୍ଦ। ନୂଆକୁ ଆପଣେଇବା,ପରଖିବାରେ ଆମ ହାଡ ଛିଡିପଡେ ।
ଗୋଟେ ବିଜ୍ଞାନ ସମ୍ବନ୍ଧୀତ ବିଜ୍ଞାପନଟିଏରେ ଦେଖିଲି ଯେ ଆମ ବୁଦ୍ଧିଘର, କଳ୍ପନା, ନୂଆ ଗଢିବାର ଚୈତନ୍ୟ ଆଦି ପିଲା ଦିନେ ପ୍ରଖର ଥାଏ ।ଅନେଶତ ପ୍ରତିଶତ ପାଖାପାଖି ପ୍ରାୟ ସବୁ ପିଲାଙ୍କର । ଧିରେ ଧିରେ ବୟସ ସହ ଗଛ ଚଢୁ ଚଢୁ ଆମେ ଡାଳ ଅଗରେ ବସିଥିବା କାଳିଦାସ ସାଜିଯାଉ। ଅର୍ଥାତ୍ କେବଳ ଦୁଇ ଭାଗ ସେଇ ପିଲାଦିନର ଉତ୍ସୁକତାରେ ବଞ୍ଚିଥାନ୍ତି। କାଇଁ ବାକି ଏତେ ଭାଗ ଲୋକଙ୍କ ଅତିମାନବିୟତାରେ ମଡକ ପଡିଯାଏ କାହିଁକି ? କାହିଁକି ଆମେ ଅଦୃଶ୍ୟ ବାଡ଼ର ବନ୍ଦୀ ସାଜୁ? ଆଲୋଚନା ଆଉ ଥରକୁ।ଆଜିର କଥା ଥିଲା କୋଉଠି ତ ….. ହଁ
ଧିରେ ଧିରେ ଗଞ୍ଜା କୁକୁଡାରୁ କଥା ଯାଇ ବୋଦା ଛେଳି ଯାଏ ଗଲା। ବିକଟ ଚିତ୍କାରରେ ମୁଁ,ମୋ ସାନ ସାନ ପିଲା ଦୋଟି ଆଉ ମୋ ବାଳଗୋବିନ୍ଦ କିଲିବିଲି ହେଲୁ । ଠିକ୍ ସାମନା ହେତୁ ମତେ ସିଧାସଳଖ ପ୍ରଭାବିତ କଲା ।କାଟିଲା।ପ୍ରବଳ କାଟିଲା। ଯୋଉ ମାନଙ୍କ ଦୋକାନ ଥିଲା ସେମାନେ ଲୋକାଲ ଥିଲେ ଓ ତାଙ୍କର ପୋଲିସ୍ ଫୋଲିସ କେସ୍ କଚେରି କିଛିର ଭୟଫୟ ନ ଥିଲା। ସବୁକୁ କଟୁରି ମୁନରେ ରଫାଦଫା କରିବାର ତାକତ ଥିଲା। ବାଘ ନା ଫାଗ।ଛାତିରେ ଛେପ ପକେଇକି ଜନ୍ମ ହେଇଥିଲେ।କାହାର ଜୁ ‘ ନଥିଲା ଜିଭର ହାଡ ଅଛି କି ନା ଭାବିବାକୁ ତାଙ୍କ ଆଗରେ ।
ଆଉ ଆମେ ତାଙ୍କ ଆଗରେ ସେଇ ଖୁଣ୍ଟରେ ବନ୍ଧା ଛାଗଳ ପ୍ରାୟ ହି ଥିଲୁ । ଗୋଟିଏ ଚୋଟ ସବୁ ମେଁ ମେଁ ମେଁ ଠପ। ଅଗତ୍ୟା ଝରକା,କବାଟ,କାଚ,ଠଣା ସବୁକୁ ସୂର୍ଯ୍ୟକିରଣ ମନା କରାଗଲା । କ୍ଷତି କାହାର ହେଲା? ଆମର । ପିଲେ ବଡ ହେଲେ କଣ ଶିଖିବେ? ଲୁଚିଯାଅ, ଦୈାଡିପଳାଅ,ଡରୁଆ ହୁଅ କାତର ଥରଥର ହୁଅ , ନ଼ ହେଲେ ହିଂସ୍ର ମାନଙ୍କ ସହ ନଖଦାନ୍ତ ଲଗେଇ ମାଂସ ଟାଣ।ବର୍ବର ସାଜ । ହୋ ହୋ ହେଇ ଦୁର୍ଦ୍ଦାନ୍ତ ହସ ହସିବା ଶିଖ । ତାହେଲେ ବର୍ତ୍ତିଯିବ ଯଦି ଯାଇପାର ।
ଏତକ କଥା କହିବାର ଉଦ୍ଦେଶ୍ୟ internate ବା web ଏକ ବୁଢିଆଣି ଜାଲ। ମଣିଷ ପିଲାଟିଏର ମୁଣ୍ଡ ଭିତରେ ବି ୮୬ ଅୟୁତ କୋଟି ଶିରା ପ୍ରଶିରା ନ୍ୟୁରନର ଜାଲ ହିଁ ଅଛି । ଈଶ୍ୱର ବଡ କାରିଗର। ସବୁ ତାରରେ ଜାଦୁଗରି ଭିନ୍ନ।କମାଲ ନୂତନ। ଆମ ମୁଣ୍ଡ ହି ଗୋଟେ ଗୋଟେ super computer । ତେବେ ସବୁଚିଜ ପାଇଁ ଏକ ଲକ୍ଷ୍ମଣ ରେଖା ନେପଥ୍ୟରେ ଟଣା ହେଇଥାଏ। ସମୟ ସିମା, ଅନୁଶାସନ,ନିତି ନିୟମ ଠାକୁରେ ସବୁଠି ଖଞ୍ଜିଛନ୍ତି। କାହିଁକି? ଆମକୁ ସହଜ , ସରଳ, ଚିନ୍ତା ମୁକ୍ତ ଜୀବନକାଳଟେର ଉପହାର ଦେବାପାଇଁ । ନୁହେଁ କି ? ମନେ ଥିବ ନୂଆ ନୂଆ ନୋକିଆ ଆସିଲା ବେଳେ ଆମେ ଚାଖିଣ୍ଡିଆ ଫୋନ ନମ୍ବର ଲେଖା ଖାତାଟେ କରୁଥିଲେ, ଆଉ ଆମର ଘରଯାକ ସମସ୍ତଙ୍କ ନମ୍ବର ମନେ ରହି ଯାଉଥିଲା । ଆମ ମନ ରଖିବା ଶକ୍ତି କେଡେ ପ୍ରଖର ଥିଲା, ନୁହେଁ ! ଆମ ହାତ ଗୋଡ manually ସବୁ କରିବାରେ ଏତେ ଅଭ୍ୟସ୍ତ ଥିଲେ ଯେ ଆମର ଚଟପଟ ସବୁ କାମ ହେଇଯାଉଥିଲା । ପିଲେ ପଣିକିଆଠୁ tense chart , ପଚାଶ ଶ୍ଲୋକ ,କୋଡିଏ ଭଜନ, ତିନିଟା ସଞ୍ଜବେଳିଆ ପ୍ରାର୍ଥନା, ସହ ଦେଶାତ୍ମବୋଧକ ଗୀତ ଦଶ ସରିକି ଘୋଷା କରିଦେଉଥିଲେ କଣ୍ଠସ୍ଥ । ଏ୍ୟା ଛଡା ଯିଏ ଟିକେ ଉର୍ବର ମସ୍ତିଷ୍କ ବୁଦ୍ଧିଆ ପିଲାରେ ଗଣା ହେଉଥିଲେ ସିଏ ତ କଲିକତାଠୁ କଲମ୍ବିଆ ଯାଏ ସବୁ ନ ପଚାରୁଣୁ ଆଗୁଆରେ ଟପଟପ କରି କହି ଦେଉଥିଲେ। ସ୍କୁଲରେ ପୁରସ୍କୃତ ହେଲେ ବଡମନିଷିଙ୍କର ଲେଖାବହି ସବୁ ମିଳୁଥିଲା। ସବୁ ଘରେ ବହି ଥାକ ଥିଲା । ଘରେ ଦି ଗଣ୍ଡା ଲୋକ ଏକାଠି ରହୁଥିଲେ। ସଂମ୍ପର୍କ ଓ ତାର ସମ୍ମାନ ସହ ମୂଲ୍ୟ ପିଲେ ବୁଝୁଥିଲେ।ଗହଳି ଘରେ , ଗାଁ ରେ ,ସାହିରେ ବଡ ହବାର ମାହୋଲ ଅଲଗା ଥିଲା । ସମ୍ବେଦନଶୀଳତା,ଦୟା,କ୍ଷମା,ପ୍ରେମ, ଶ୍ରଦ୍ଧା, ବିନମ୍ରତା,ସାହାସିକତା ସବୁ ଆପେ ଆପେ ଆମ ଚାରିପଟ ପରିବେଶ ଶିଖେଇଦେଉଥିଲା । ପରିବାର ଏକାନ୍ନବର୍ତ୍ତୀ ଥିଲା।
ଯୈସା ଅନ୍ନ,ବୈସା ମନ ପରି ଆମ ଖାଦ୍ୟ,ପେୟ,ଚାଲିଚଳନ ଆମକୁ ସାମ୍ୟପ୍ରାଣ କରି ତୋଳୁଥିଲା । ଗୁରୁଜନ,ଲଘୁଜନ,ସାଖ୍ୟ ସଂଗତି ଆମ ଭିତରେ ଦୃଢତା ସହ କୋମଳତା ଭରୁଥିଲା । ମଣିଷ ଗଢି ହେଉଥିଲେ ।
ବିବର୍ତ୍ତନର ନିୟମ ଯଦି ଅବ୍ୟବହୃତ ବୋଲି ବିଚାର କରି ଆମ ଲାଞ୍ଜ ହାଡକୁ ପୀଢି ଡିଏଁଇ କାଟି ଦେଇ ପାରିଲା,ସେଇ ପ୍ରକୃତି ମାଆ ଯେ ଶକ୍ତିଶାଳୀ ତାକୁ ନେଇ ଆମର ଏତେ ବେପରୁଆପଣ କାହିଁକି ? ହେଇପାରେ ଆଜିର ଜୀବନଚର୍ଯ୍ୟାକୁ ଚାହିଁ ଅନ୍ତରୀକ୍ଷ ବିଚାର କରିବ ଯେ ଆମ ପିଲାଙ୍କ ପିଲାଙ୍କୁ ମନ , ହୃଦୟ,ହାତ ,ପାଦ, ଦାନ୍ତରହିତ କରିଦେବାକୁ । ହୋଇପାରେ ବିଚାର ବୁଦ୍ଧି ଶୂନ୍ୟ, ଅପଗଣ୍ଡ ଦଳେ ବା ମେସିନ ପରି,ରୋବଟ ପରି ଯନ୍ତ୍ରଶିଶୁରୁ ମେଞ୍ଚେ ଯାହାଙ୍କ ପାଖରେ ଯତ୍ନ ଶବ୍ଦ କେବଳ ଅଭିଧାନ ଅନ୍ତର୍ଭୁକ୍ତ ରହିବ । ସତରେ କଣ ଆମେ ଏମିତି ଗବଗାଣ୍ଡୁ ଭାଗ୍ୟ ଇଛ୍ଛୁଛେ?
ପଚରା ଯାଉ ଆଜିର ସମାଜକୁ ପିଲାଙ୍କୁ କେତେ ସମୟ ଦେଉଛେ ଆମେ? ଆମ ପାଖରେ କେତେ ଧର୍ଯ୍ୟ ଅଛି? କୁଆଡେ ଦଉଡୁଛେ ଆଗାମୀ ଭବିଷ୍ୟତକୁ ଅନ୍ଧାର ମୁହାଁ କରି ? ପିଲା କାନ୍ଦିଲା ? ଫୋନ ଦେଇଦିଅ, ପିଲା ପଢିବ ? ଫୋନ ଦେଇଦିଅ,ପିଲା ଖାଉନି ? ଫୋନରେ କାର୍ଟୁନ ଦେଖୁ ,ପିଲା ଶୋଉନି? ନାନାବାୟା ଫୋନରେ ବାଜୁ। ଯୋଉଠି ଭଲମନ୍ଦ କେହି ଶିଖେଇଲେନି,ଯୋଉ internet ଡବାରେ ଭଲମନ୍ଦର ବାଡବତା ନାହିଁ,ଯୋଉଠି ଶିଶୁଟିକୁ ନିଜର ଅପରିହାର୍ଯ୍ୟ ବ୍ୟସ୍ତତା ନାଁ ରେ ବୋଝଟିଏ ପରି ପରିହାର କରି ଦିଆଯାଏ ସେଠି ନିଜେ ପରିହାସର ପାତ୍ର ହେବା ନିମନ୍ତେ ପ୍ରସ୍ତୁତ ରହିବା କଥା । ଆମେ କେତେବେଳେ ବୁଝିବାକୁ ଚେଷ୍ଟା କଲେ ଯେ ପିଲା ଚାହୁଁଛି କଣ ,ଭାବୁଛି କଣ , ଦକ୍ଷତା, କ୍ଷମତା କୋଉଥିରେ କେତେ? କଣ ନେଇକି ଆସିଛି? ତା ଭିତରେ ଯେ ଅପରିଯ୍ୟାପ୍ତ ଅନନ୍ତ ସମ୍ଭାବନା ର ପ୍ରକାଶ ଅଛି କିଏ ଖୋଜିଛେ?
ଓଲଟି ଆସ ଦପ୍ତରର ଗରମ ଚାପ ତକର ତତଲା ଢଳଣ ତା ଉପରେ ସାରିଲେ ନା ! ଆୟା ପାଖରେ ନିଜ ମାୟାମମତା ଜଳାଞ୍ଜଳି ଦେଇ କୋଉ ଦେଉଳ ତୋଳୁଛେ?
ଆଗ୍ନେୟ ଉଦ୍ଗିରଣ ଯଦି ଫୁଲଟେ ଉପରେ ହୁଏ ପରକ୍ଷଣରେ ତା’ ପାଉଁଶ ବି ଦୁର୍ଲଭ ହେଇପଡେ। କିଂକର୍ତ୍ତବ୍ୟବିମୂଢତା ପଥ ଉତ୍ତର ରହେ ।
କିଶୋର ବୟସ ପ୍ରଶ୍ନ ପଚାରିବାର ବୟସ। ମାଟିପିଣ୍ଡୁଳା ଆକାର ନେଇ ସୁନ୍ଦର ଶିଳା ପ୍ରତିମାରେ ଢଳେଇ ହେବାର ବୟସ। ଏଠି କାରିଗରର ଦାୟିତ୍ୱ ବେଶି। ବାପମାଆ,ଗୁରୁଜନେ,ଶିକ୍ଷା ଦିକ୍ଷା ଗୁରୁ ହେଲେ ବଢେଇ। ନିଷ୍ଠାର ନିହାଣ ଠୁକୁଠୁକୁ କଲେ ଯାଇ ଠୁକୁଠୁକୁ ଚଲାପାଦ ଜଗତଜିତା ହେବ ।
ମାଟିଟେଳା କେମିତି କହନ୍ତା ଯେ ସିଏ କମନୀୟ ଗୋବିନ୍ଦ ମୂର୍ତ୍ତି ହବ କି କେଁ କଟର କଣ୍ଢେଇ ବେଙ୍ଗୁଲି ! ମୁଁ କହୁନି internate ଏକ ଖରାପ ଜିନିଷ। ଏହା ତ ଏକ ଏମିତି ଆଭାସୀ ନଗରୀ ଯୋଉଠି ଯାହା ଖୋଜି ତାହା ପାଇ। ହେଲେ ଆଖି ମୁଦି ଖୋଲିଲା ବେଳକୁ ଯଦି ସବୁ ମିଳିଯାଉଥିବ ତେବେ କିଏ କାହିଁକି ବାଟ ଚାଲିବ, ପରିଶ୍ରମୀ ହବ । ଯଦି ପରିଶ୍ରମୀ ନ ହବ ତେବେ ହାଡଗୋଡ କଙ୍କର ନହେବ କି ? ତେବେ ସୃଷ୍ଟି ରହିବ ତ ? କିଶୋର ମାନଙ୍କୁ ଡେଣା,ଡେଣାରେ ବଳ ଦିଆଯାଉ। ଜିଜ୍ଞାସୁ ହୁଅନ୍ତୁ ସେମାନେ। ତାଙ୍କ ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସମୟ ରହୁ। ଅବହେଳିତ ନ ହୁଅନ୍ତୁ ସେମାନେ। ଲୋକନାଥଙ୍କ ତୃତୀୟ ନୟନ ଖୋଲିଲେ କାମଦେବ ନାମ ନେବା କଥା ସାର ।
ତେଣୁ
ବଞ୍ଚିବା ପାଇଁ ଖିଆ ଯାଉ,ଖାଇବା ପାଇଁ ବଞ୍ଚି ରୋଗ କିଣିବାରେ କି ବୁଦ୍ଧିମାନୀ ? କପାଳରେ ସିନା କର ତାଡିବା,ଏହା ତହୁଁ ଫଳ । ବେଳ ଥାଉଁ ଥାଉଁ ହେଜିଲେ ଘର ବୁଡି ପାଣି ଆଣ୍ଠିଏ ହବାର ଭୟଶଙ୍କୁଳତା ହଜିଯାଏ।






http://passo.su/forums/index.php?autocom=gallery&req=si&img=4255
Very good https://shorturl.at/2breu
Good https://t.ly/tndaA
http://terios2.ru/forums/index.php?autocom=gallery&req=si&img=4727
Good https://urlr.me/zH3wE5
Awesome https://is.gd/N1ikS2
Very good https://is.gd/N1ikS2
Very good https://is.gd/N1ikS2
oye daling how are u ?
Мохито – Посчитаем минуты скачать mp3 и слушать онлайн бесплатно https://shorturl.fm/j0ZVg
Дюна – Свет звезды скачать песню и слушать онлайн https://shorturl.fm/7585S
Green Grey – Апасна скачать и слушать песню https://shorturl.fm/Q3813
TERNOVOY feat. AMCHI – Прочь скачать песню и слушать онлайн https://shorturl.fm/Mzyoo
https://myteana.ru/forums/index.php?autocom=gallery&req=si&img=6833
https://honda-fit.ru/forums/index.php?autocom=gallery&req=si&img=7048
https://myteana.ru/forums/index.php?autocom=gallery&req=si&img=6800
https://shorturl.fm/YvSxU
http://terios2.ru/forums/index.php?autocom=gallery&req=si&img=4567
https://shorturl.fm/m8ueY
https://shorturl.fm/N6nl1
https://shorturl.fm/9fnIC
https://shorturl.fm/YvSxU
https://shorturl.fm/YvSxU
https://shorturl.fm/YvSxU
https://shorturl.fm/j3kEj
https://shorturl.fm/9fnIC
https://shorturl.fm/N6nl1
https://shorturl.fm/YvSxU
https://shorturl.fm/TbTre
https://shorturl.fm/m8ueY
https://shorturl.fm/XIZGD
https://shorturl.fm/m8ueY
https://shorturl.fm/9fnIC
https://shorturl.fm/fSv4z
https://shorturl.fm/JtG9d
https://shorturl.fm/fSv4z
https://shorturl.fm/47rLb
https://shorturl.fm/Xect5
https://shorturl.fm/uyMvT
https://shorturl.fm/I3T8M
https://shorturl.fm/47rLb
https://shorturl.fm/eAlmd
Сява – Не Буду Обещать скачать и слушать песню бесплатно https://shorturl.fm/ZoSfI
Макс Саян – Лолита скачать и слушать песню https://shorturl.fm/KLZym
Baarni – Эти Танцы скачать песню и слушать онлайн https://shorturl.fm/M5Xxf
https://mazda-demio.ru/forums/index.php?autocom=gallery&req=si&img=6539
https://honda-fit.ru/forums/index.php?autocom=gallery&req=si&img=7049
https://hrv-club.ru/forums/index.php?autocom=gallery&req=si&img=7034
http://wish-club.ru/forums/index.php?autocom=gallery&req=si&img=5314
Татьяна Чубарова – Гармонист скачать песню и слушать онлайн
https://allmp3.pro/2771-tatjana-chubarova-garmonist.html
Kraynova – Королева скачать песню и слушать онлайн
https://allmp3.pro/3121-kraynova-koroleva.html
Михаил Грицкан – Дай ду Дай скачать песню и слушать онлайн
https://allmp3.pro/2663-mihail-grickan-daj-du-daj.html
Антон Токарев – Не грусти скачать песню и слушать онлайн
https://allmp3.pro/3145-anton-tokarev-ne-grusti.html
Лико – Выбери Меня скачать песню и слушать онлайн
https://allmp3.pro/3023-liko-vyberi-menja.html
Monetize your audience with our high-converting offers—apply today! https://shorturl.fm/zPazR
Start earning every time someone clicks—join now! https://shorturl.fm/i9kbf
Join our affiliate community and earn more—register now! https://shorturl.fm/l252f
Join our affiliate program today and start earning up to 30% commission—sign up now! https://shorturl.fm/AMeAQ
Join our affiliate community and maximize your profits! https://shorturl.fm/tWW6p
Share your link and rake in rewards—join our affiliate team! https://shorturl.fm/6l2fr
Tap into unlimited earnings—sign up for our affiliate program! https://shorturl.fm/ROjUt
Share our offers and watch your wallet grow—become an affiliate! https://shorturl.fm/FWwes
Refer friends, earn cash—sign up now! https://shorturl.fm/IaqbH
Promote our brand and get paid—enroll in our affiliate program! https://shorturl.fm/GwkPk
Promote our brand, reap the rewards—apply to our affiliate program today! https://shorturl.fm/hCyeZ
Monetize your audience with our high-converting offers—apply today! https://shorturl.fm/f70Rf
Maximize your income with our high-converting offers—join as an affiliate! https://shorturl.fm/Hjpp7
Join our affiliate program today and earn generous commissions! https://shorturl.fm/KXjcD
Refer friends and colleagues—get paid for every signup! https://shorturl.fm/sEf5A
Drive sales, collect commissions—join our affiliate team! https://shorturl.fm/OoO9U
Refer friends, earn cash—sign up now! https://shorturl.fm/Roh6X
Join our affiliate community and earn more—register now! https://shorturl.fm/1e2Kc
Start earning passive income—become our affiliate partner! https://shorturl.fm/S94dC
Earn big by sharing our offers—become an affiliate today! https://shorturl.fm/sHJRu
Boost your income effortlessly—join our affiliate network now! https://shorturl.fm/adP2R
Get paid for every click—join our affiliate network now! https://shorturl.fm/ZxyOc
Monetize your audience—become an affiliate partner now! https://shorturl.fm/CVYqZ
Promote our brand and watch your income grow—join today! https://shorturl.fm/e4JMq
Share our products, earn up to 40% per sale—apply today! https://shorturl.fm/1kFNd
Earn big by sharing our offers—become an affiliate today! https://shorturl.fm/hpQXQ
Unlock exclusive rewards with every referral—enroll now! https://shorturl.fm/2vG23
Join our affiliate program and start earning commissions today—sign up now! https://shorturl.fm/Nk2N5
Apply now and receive dedicated support for affiliates! https://shorturl.fm/qj2gC
Earn passive income with every click—sign up today! https://shorturl.fm/hjEMC
Earn passive income on autopilot—become our affiliate! https://shorturl.fm/efvme
Join our affiliate community and earn more—register now! https://shorturl.fm/tMB8d
Share your link and rake in rewards—join our affiliate team! https://shorturl.fm/YjwPR
https://shorturl.fm/Gvjhh
https://shorturl.fm/G8Drv
https://shorturl.fm/ua9ki
https://shorturl.fm/QEqbi
https://shorturl.fm/g4Kh5
https://shorturl.fm/2Iuu8
https://shorturl.fm/WRFFc
https://shorturl.fm/BAcFQ
https://shorturl.fm/E6dz8
https://shorturl.fm/3B8f1
https://shorturl.fm/ewTno
https://shorturl.fm/VNGKw
https://shorturl.fm/qXSIi
https://shorturl.fm/hqi6G
https://shorturl.fm/57BsE
https://shorturl.fm/FqLpd
https://shorturl.fm/1CJKZ
https://shorturl.fm/RLJJY
https://shorturl.fm/krlKm
https://shorturl.fm/slNWD
https://shorturl.fm/jyeZV
https://shorturl.fm/J8zEh
https://shorturl.fm/ofDLS
https://shorturl.fm/lZ3vk
https://shorturl.fm/Z28oW
https://shorturl.fm/XzQM4
https://shorturl.fm/lBYPm
https://shorturl.fm/vPunI
https://shorturl.fm/xN6ce
https://shorturl.fm/AY3g7
https://shorturl.fm/mXoiL
https://shorturl.fm/Vrz9C
https://shorturl.fm/meREs
https://shorturl.fm/ZCKEn
https://shorturl.fm/nHH3I
riskex
https://shorturl.fm/b3qll
https://shorturl.fm/JVqLZ
https://shorturl.fm/HCsTb
https://shorturl.fm/N24JY
https://shorturl.fm/p1Ltg
https://shorturl.fm/p1Ltg
https://shorturl.fm/jTRcR
https://shorturl.fm/oiFIm
https://shorturl.fm/JYTcI
https://shorturl.fm/F47Ee
https://shorturl.fm/LlBTt
https://shorturl.fm/93kUD
https://shorturl.fm/3FPb3
https://shorturl.fm/uWGL4
https://shorturl.fm/W5ad2
https://shorturl.fm/xfgUD
https://shorturl.fm/PcJg3
https://shorturl.fm/pIJyQ
https://shorturl.fm/IomLC