କବିତା

ସ୍ଵାଗତଂ ମା’

ବିଦାୟ ନେଉଛି ବରଷାରାଣୀ ସବୁଜିମା ପୂର୍ଣ୍ଣ ଏଇ ଧରଣୀ ସବୁଜ ପଣତ ବକ୍ଷରେ ଧରି ଉତ୍ସବ ମୁଖର ଧରା ସୁନ୍ଦରୀ ଏ ନବରାତ୍ର ମା ଆଗମନେ ପୃଥ୍ବୀ ପବିତ୍ର । ଶରତ ଆକାଶେ ନିର୍ମଳ ଚାନ୍ଦ ମା ଆଗମନେ ଫେରେ ଆନନ୍ଦ ଆଲୋକେ ସଜ୍ଜିତ ଗାଁ ସହର ଭଳିକିଭଳି ମେଢ଼ ସୁନ୍ଦର ଏ ନବରାତ୍ର ପଟୁଆର ଦେଖି ଆନନ୍ଦ ନେତ୍ର । ଶାରଦୀୟ ନିଶି ଉଜ୍ଜ୍ବଳ ଜ୍ୟୋତ୍ସ୍ନା ସକଳ ହୃଦୟ ପୂଜାରେ ମଗ୍ନା ବିରସ ଯେପରି ସଭିଙ୍କୁ …

ସ୍ଵାଗତଂ ମା’ Read More »

ଜନନୀ ହୁଅ ସହାୟ

କୃପାମୟୀ ମାଆ ବରଦା ବିରଜା ନବଦୁର୍ଗା ସିଦ୍ଧିଦାତ୍ରୀ ହୁଅ ସୁପ୍ରସନ୍ନା ଦେବୀ ମହାଶକ୍ତି ପଦ୍ମାସନା ଜଗଦ୍ଧାତ୍ରୀ । ଦିଅ ଅଷ୍ଟସିଦ୍ଧି ଅଣିମା ମହିମା ଗରିମା ଲଘିମା ପ୍ରାପ୍ତି ଆହରି ପ୍ରାକାମ୍ୟ ଈଶିତ୍ୱ ବଶୀତ୍ୱ ମିଳୁ ମୋକ୍ଷ ସଦଗତି । ଅଣିମା ସୁଜ୍ଞାନ ଅଟଇ ଅଦୃଶ୍ୟ ଶକତି ସୂକ୍ଷ୍ମାତିସୂକ୍ଷ୍ମ ସାଧନେ ସରଳ ହୁଅଇ କଠିନ ଜୀବନ ହୁଅଇ ଧନ୍ୟ । ଆପଣା ବିଚାର ହୋଇପାରେ ବ୍ୟାପ୍ତ ଜଗତେ ସଚରାଚର ମହିମା ସୁଗୁଣ ମଣ୍ଡେ ବିଶାଳତା ବଢାଏ ଜ୍ଞାନ ଭଣ୍ଡାର …

ଜନନୀ ହୁଅ ସହାୟ Read More »

ଆସିଛି ନବରାତ୍ରୀ ପୂଜା

*ମନୋରମ ଦୃଶ୍ୟ ଶରତ ଋତୁର* *ଆହାଃ କି ସୁନ୍ଦର ଶୋଭା,* *ବିମଳ ଆକାଶେ ଶୁଭ୍ର କାଦମ୍ବିନୀ* *ଲଗାନ୍ତି ଆନନ୍ଦେ ମେଳା ।* *ସୁଲୁ ସୁଲୁ ବାଆ ସଙ୍ଗେ ତାଳ ଦେଇ* *ଗଗନେ ଗରଜେ ମେଘ,* *ତ୍ରିପୁର ବିଜୟୀ ମାଆ ଆଗମନେ* *ଲିଭି ଯାଏ ସବୁ ଶୋକ।* *ଶରତ ଋତୁର ଆଗମନେ ଆଜି* *ଧରା ଉତ୍ସବ ମୁଖର,* *ଦୁର୍ଗତି ନାଶିନୀ ପୂଜା ପାଇଵେଟି* *ସଭିଏଁ ଆଜି ତତ୍ପର ।* *ଅଷ୍ଟଭୁଜା ଧାରୀ ମହିଷାମର୍ଦ୍ଦିନୀ* *ତେଜସ୍ୱିନୀ ନାମ ଵହି,* *ଭକ୍ତଙ୍କୁ …

ଆସିଛି ନବରାତ୍ରୀ ପୂଜା Read More »

ହୃଦେ ପାର୍ବଣ ମହକି ଉଠିଲା

ମେଘ ସାନନ୍ଦେ ମହ୍ଲାର ଗାଇଲା ପ୍ରାଣ ଭରି ଭକ୍ତିଧାରା ଢାଳିଲା ଘୋର ଶବଦେ ମାଦଲ ବାଜିଲା ଭୂ ରୁ ଭୁବନ ପର୍ଯ୍ୟନ୍ତ କମ୍ପିଲା ମାଆ ଆସିବେ ମାଆ ଆସିବେ ମାଆ ଆସିବା ସଂକେତ ଶୁଭିଲା ହୃଦେ ପାର୍ବଣ ମହକି ଉଠିଲା। କାଶଫୁଲର ଚାମର ଝୁଲିଲା ଧରା ସବୁଜ ପାଟରେ ସାଜିଲା ଚୁନା ଚୁନା ଫୁଲ ତାରା ଫୁଟିଲା ନାନା ରଙ୍ଗେ ବସୁନ୍ଧରା ଶୋଭିଲା ମାଆ ଆସିବେ ମାଆ ଆସିବେ ମାଆ ଆସିବା ସଂକେତ ଦିଶିଲା ହୃଦେ ପାର୍ବଣ …

ହୃଦେ ପାର୍ବଣ ମହକି ଉଠିଲା Read More »

ନବରାତ୍ରୀ

ଶରତ ଋତୁର ପ୍ରଥମ ପରଶେ କାସତଣ୍ଡି ଫୁଲ ହସେ ମାତା ଆଗମନେ ଏ ବିଶ୍ୱ ଭୁବନ ଉତ୍ସବ ମୁଖର ଦିଶେ । ମା ଆସୁଛନ୍ତି ବରଷକ ପରେ ଆନନ୍ଦ ବିଭୋର ଭକତ ପୂଜା ପାର୍ବଣର କେତେ ଆଡମ୍ବର ମନ ଲୋଭା ଏ ଜଗତ । ନବରାତ୍ରୀ ପାଳନ ନଅ ଗୋଟି ରୂପ ପୂଜିତ ହୁଅନ୍ତି ସର୍ବତ୍ର ଦୁର୍ଗତି ନାଶନି ସଙ୍କଟ ହାରିଣୀ ଚଣ୍ଡୀ ପୀଠେ ମନ୍ତ୍ର ପାଠ । ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ମାତା ଶୈଳପୁତ୍ରୀ …

ନବରାତ୍ରୀ Read More »

ପାର୍ବଣ

ପାର୍ବଣରେ ତୁମେ ଆସିଛ ସର୍ବ ମଙ୍ଗଳମୟୀ, ଭକତଙ୍କ ମନ ତୋଷୁଛ ତୁମ ଦର୍ଶନ ଦେଇ l ସ୍ୱାଗତ କରୁଛି ଶରତ ପୁଷ୍ପ ଆଞ୍ଜୁଳି ଦେଇ, ଜଳ,ସ୍ଥଳ,ନଭ ସୁନ୍ଦର ତୁମ ଦର୍ଶନ ପାଇ l ଧରଣୀ ଧରିଛି ଚାମର କାଶତଣ୍ଡୀ ପ୍ରସୂନେ, କୁମୁଦ କମଳ ଶୋଭନ୍ତି ତବ ପଦ୍ମ ଚରଣେ l ସ୍ୱଚ୍ଛ ସୁନିର୍ମଳ ଚୌଦିଗ ତୁମ ଆଗମନରେ, ସବୁଜ ପାଟରେ ଧରିତ୍ରୀ ନଭ ସୁନୀଳାମ୍ବରେ l ମାନବ ହୃଦୟ ସେମିତି କର ସ୍ୱଚ୍ଛ ସୁନ୍ଦର ଈର୍ଷା, ହିଂସା, …

ପାର୍ବଣ Read More »

କିଛି କଥା ଥିଲା

କିଛି କଥା ଥିଲା ଯାହା କହିଥିଲି ଆହେ ମୋ ମଣିଷ ଭାଇ ହାରି ମରିବାକୁ ମରି ହାରିବାକୁ ମଣିଷ ଜନମି ନାହିଁ ଡରୁଅଛୁ କିଆଁ ପାଇଁ , ତୋ ପୂର୍ବ ପୁରୁଷ କିରତି ବିଭବ ଭୁଲିଗଲୁ କଣ ତୁହି | କିଛି କଥାଥିଲା ଯାହା ଶୁଣିଥିଲି ବିଦେଶୀ ଗୋଲାମୀ ଶାସନ ଆଧୁନିକତାର ଲୋଭ ସେ ଦେଖାଇ କରିଥିଲା କେତେ ଶୋଷଣ ଦିନେ ଦେଖାଇଣ ସପନ , ମୋହରି ଦରବ ମତେ ସେ ଖୁଆଇ କରିନେଲା କେତେ ଲୁଣ୍ଠନ …

କିଛି କଥା ଥିଲା Read More »

ସେଦିନର ସକାଳ

ମନରେ ମୋ ଉଙ୍କିମାରୁଥାଏ କେତେ ଯେ ପ୍ରଶ୍ନ , ହୋଇଯାଏ ସତ କି ଭୋରର ସ୍ବପ୍ନ ! ଆଜି ସକାଳେ ମୁଁ ଯାହା ଦେଖିଲି ନିଦରେ, ଭୁଲିପାରିବିନି କେବେ ଭାବିଲେ ମୁଁ ଥରେ । ସକାଳୁ ଉଠିପଡ଼ି ମୁଁହ ପଖାଳିଲି, ଭାବନା ଯାହା ବି ଥିଲା ମନେ ଗୁଞ୍ଜରିଲି । ଶୁଣିବାକୁ କେହି ନଥିଲେ ମୋ ପାଖରେ , ତେଣୁ ମନଦୁଃଖ ହେଲା ଅନ୍ତର ଭିତରେ । ସେଠି ସରିଲାନି ମୋର ଭାବନାର ଅନ୍ତ , ମନଟା …

ସେଦିନର ସକାଳ Read More »

ଆସ ମା’ ସିଂହବାହିନୀ

ଜୟ ମା ସିଂହ ବାହିନୀ ଦୁର୍ଗେ ଦୁର୍ଗତିନାଶିନୀ ଦୟା ମୟୀ ମହାମୟୀ ବିଶ୍ୱ ଜନନୀ , ଆସ ମାଗୋ ଅବତରି ଅବନୀ ହୋଇଲା ଭାରି ତୋ ପରଶ ପାଇ ଧନ୍ୟ ହେଉ ଧରଣୀ । ସହଜେ ଶରତ କାଳ କି ଶୋଭା ନଭ ମଣ୍ଡଳ ଜାଣି ତୋ ଆସିବା ବେଳ ମନ ହରସ , ତୋ ସ୍ୱାଗତେ କାଶତଣ୍ଡି ଫୁଟି ହୋଇଅଛି ମଣ୍ଡି ବିକଶି ଗଙ୍ଗଶିଉଳି ଵାଣ୍ଟେ ସୁବାଷ । ପଲ୍ଲୀ ରୁ ସହର ଯାଏଁ ଆଗମନୀ …

ଆସ ମା’ ସିଂହବାହିନୀ Read More »

ମାଆର ପାର୍ବଣ

ଶାରଦୀୟ ପର୍ବ ମମତା ମୟୀର ଭକ୍ତି ପ୍ରୀତି ନିଦର୍ଶନ , ଉତ୍ସବ ମୁଖର ଏ’ ସାରା ଭାରତ ଭବ୍ୟ ପୂଜା ଆୟୋଜନ | ଶୁଭ୍ର କାଶ ପୁଷ୍ପ ସ୍ଵାଗତ କରୁଛି ପାର୍ବଣ ସମ୍ଭାରେ ହସି , ଆସ ମାଆ ଭବାନୀ ଶୁଭପ୍ରଦାୟିନୀ ଭକ୍ତ ଜନ ହେବେ ଖୁସି | ବର୍ଣ୍ଣାଢ଼୍ୟ ଉତ୍ସବ ପରବ ମାହୋଲ ସବୁତ ତୁମରି ଦାନ , ଭକତି ପ୍ରଣତୀ ମୂଣ୍ମୟ ମୂରତି କଲ୍ୟାଣ ଆଶିଷ ଧନ | କେତେ ସାଜସଜା ଆଲୋକର ମାଳା …

ମାଆର ପାର୍ବଣ Read More »