ସବୁଠୁ ଭଲ ମୋ ବାପା
ମୋ ବାପା ମୋ ପାଇଁ ବ୍ରହ୍ମା ବିଷ୍ଣୁ ଶିବ ସବୁଠୁ ଭଲ ମୋ ବାପା ତାଙ୍କ ବିନା ନାହିଁ ମୋର ସଦଗତି ବାପା ହିଁ ଭାଗ୍ୟ ବିଧାତା । ପିତା ପରମାତ୍ମା ଚଳନ୍ତି ଈଶ୍ୱର ପିତା ହିଁ ପରମ ଧର୍ମ ତାଙ୍କ ପାଦପଦ୍ମେ ସକଳ ତୀର୍ଥ ମୋ ପିତା ତପ ପୂଜ୍ୟ ସ୍ୱର୍ଗ । ବାପାଙ୍କ ନିର୍ଦ୍ଦେଶ ଅଙ୍ଗୁଳିକୁ ଧରି ଚାଲି ଶିଖିଛି ମୁଁ ବାଟ ତାଙ୍କ ଆକର୍ଷଣ ଆତ୍ମିକ ବନ୍ଧନ ମୋ ଭାଗ୍ୟ ଦୃଷ୍ଟ ଅଦୃଷ୍ଟ …










