ଜହ୍ନ ! ତୁ କେତେ ସୁନ୍ଦର
ଜହ୍ନ! ତୁ କେତେ ସୁନ୍ଦର ପ୍ରେମିକ ପାଇଁ ତୁ ମୁଖ ପ୍ରେମିକାର, ମାତା ପାଇଁ ତୁ ମୁଖ ସନ୍ତାନର ଜହ୍ନ ! ତୁ କେତେ ସୁନ୍ଦର। ତତେ ଦେଖି ଇର୍ଷା କରେ ଅନ୍ଧକାର ତୋର ପାଇଁ ରାତି ହୁଏ ମଧୁର, ତୋର ଆଲୋକ ଦିଏ ଶୀତଳ ଜହ୍ନ ! ତୁ କେତେ ସୁନ୍ଦର । ଯୋଛନା ତୋ ଭରିଦିଏ ସଂସାର ଆକାଶ ପାତାଳ ଲାଗେ ଧୂସର, ଶ୍ୟାମଳ ଅଟେ ସିନା ରୂପ ତୋର ଜହ୍ନ ! ତୁ …










