ଅପ ମଙ୍ଗୁଳିଆ
ବୟସ ହେଇଗଲେ ଘର ଲୋକଙ୍କ ଠାରୁ ବାହାର ଲୋକ ହିଁ ସବୁ କିଛି ର ଭୂମିକା ନିଭାଇ ଥାନ୍ତି l ବନ୍ଧୁ ପରିଜନ ଚିହ୍ନା ଅଚିହ୍ନା ହର୍ତ୍ତା କର୍ତ୍ତା ଭାଗ୍ୟ ବିଧାତା ସବୁ କିଛି ର ଭୂମିକା ନିର୍ବାହ କରନ୍ତି ସେମାନେ l ଅଳକା ଙ୍କ ପାଇଁ ସେବତୀ ସେମିତି ସବୁ କିଛି ଖାଲି ରକ୍ତ ର ସମ୍ପର୍କ ଯାହା ନାହିଁ l ପିଲା ମାନେ ବିଦେଶ ରେ ରହିଯିବା ପରେ ଏବଂ ସ୍ୱାମୀଙ୍କ ଅନ୍ତେ ଘର …










