ଶେଷ ଚିଠି
ଚିଠି ମୋର୍ ଟିକି ଚଢ଼େଇ ଫୁର୍ କିନା ଦେଲି ଉଡ଼େଇ !! ଚିଠି ମୋର ଆସିଲାନି ଆସିବାର ଥିଲା ଚିଠି ମୋର ଡାକ ଘରୁ ଚୋରି ହେଇଗଲା !! ଗୀତର ଏହି ପଙ୍କ୍ତି ଗୁଡ଼ିକ ଯେତେବେଳେ କେହି ଗୁଣୁଗୁଣାଏ କିମ୍ବା ମେଳା ମହୋତ୍ସବରେ ବାଜି ଉଠେ ସେତେବେଳେ କେମିତି ଗୋଟେ ନିଜର ନିଜର ଲାଗେ ଆଉ ନିଜେ ମଧ୍ୟ ଗୁଣଗୁଣେଇବାକୁ ଇଚ୍ଛାହୁଏ | ମନରେ ଯେମିତି ଏକ ଅଲଗା ପ୍ରକାର ଶିହରଣ ଖେଳିଯାଏ ଆଉ ମନରେ ଭରିଦିଏ …










