ଯୌତୁକ ଦିଆନିଆ
ଆମ ସମାଜରେ କଳୁଷିତ ପ୍ରଥା ଯୌତୁକ ।ଏହି ଯୌତୁକ ପାଇଁ ସମାଜରେ କେତେ ନିରୀହ ଝିଅ ମାନଙ୍କ ଜୀବନ ଅକାରଣ ରେ ଚାଲିଯାଉଛି । ବାପା ମା ଭାବିଥାନ୍ତି ଝିଅ ହେଇଛି ମୋ ଘରେ ଲକ୍ଷ୍ମୀ ଆସିଛି ହେଲେ ସେଇ ଲକ୍ଷ୍ମୀ କୁ ଦିନେ ସେମାନେ ହରାଇ ଵି ଦେବେ କେବେ ଭାବି ନଥାନ୍ତି । ସବୁ ବାପା ମା ଭାବନ୍ତି ଯଦି ଆମେ ଯୌତୁକ ଦିଆ ନିଆ ଭଲରେ କରିବା ତାହାଲେ ଆମ ଝିଅ ସୁଖରେ …