ଗଳ୍ପ

ସପନର ଆର ପାରି

{ଅଜବ ଦୁନିଆ} ଉପକ୍ରମ – : ======= କେବେ ଭାବନ୍ତି ଆପଣ ? କେତେବେଳେ ଆମ ମସ୍ତିସ୍କ ଅଧିକ କଲ୍ପନା କରେ? କୌଣସି କାମ କରୁଥିବା ସମୟରେ ନା ଚୁପ ହେଇ ଗୋଟିଏ ଜାଗାରେ ଆମ ଶରୀର କୁ ସ୍ଥିର ରଖିବା ସମୟରେ? କାହାଣୀ -: ====== ସେ ଦିନ ଥିଲା ମୋ ଗ୍ରାଜୁଏସନ୍ ତୃତୀୟ ବର୍ଷ ର ଶେଷ ପରୀକ୍ଷା । ଯେମିତି ମୁଁ ଚିତ୍ରା କୁ କହିଥିଲି ପରୀକ୍ଷା ସରିଲା ପରେ ଆମେ ଇଭିନିଂ …

ସପନର ଆର ପାରି Read More »

ଏଇ ତ ଜୀବନ

 ରମେଶ ଗୋଟେ ଛୋଟ ଦୋକାନରେ କାମ କରେ, ସେହି ଦୋକାନରୁ ଯାହା ପାଏ ନିଜର ଗୁଜୁରାଣ ମେଣ୍ଟାଏ | ସେମିତି ତା ଜୀବନ ସୁରୁଖୁରୁରେ ଚାଲିଥାଏ | ରମେଶ ଏକାକୀ କେତେ ବା ଜୀବନ କାଟିବ, ସେ ମନେ ମନେ ସ୍ଥିର କଲା ବିବାହ କରିବାକୁ | ସେ ସାବିତ୍ରୀ କୁ ବିବାହ କରି ନିଜ କୁଡ଼ିଆ କୁ ଆଣିଲା | ସାବିତ୍ରୀ ଥିଲା ଘରର ଏକ ମାତ୍ର କନ୍ୟା | ଛୋଟ ବେଳରୁ ହିଁ ସେ …

ଏଇ ତ ଜୀବନ Read More »

ଆଜବେଷ୍ଟ୍ ଘର

ସବୁଦିନ ଭଳିଆ ସେଦିନ ବି ସକାଳ ୭ ଟା ରେ ଉଠି ବୁବୁନୁ ପାଠ ପଡିବାକୁ ଛାତ ଉପରକୁ ଚାଲିଯାଇଥିଲା । ହେଗିନ ର ଟ୍ରାକ ପ୍ୟାଣ୍ଟ, “ଅପ୍ନା ଟାଇମ ଆଏଗା” ଟି-ସର୍ଟ ଆଉ ହାତରେ “ଫିଜିକାଲ କେମେଷ୍ଟ୍ରି” ର ନୋଟ୍ସ ଧରି ଛାତ ଉପରେ ଏପଟ ସେପଟ ହେଉଥିଲା ୧୮ ବର୍ଷ ର ବୁବୁନୁ । ଲାଗୁଥିଲା ଯେମିତି ସିଏ ପାଠ ପଢିବା ବାହାନା କରି ସକାଳୁ ସକାଳୁ କାହାକୁ ଦେଖିବା ପାଇଁ ଆସିଛି ଛାତ …

ଆଜବେଷ୍ଟ୍ ଘର Read More »

ପୁନର୍ମିଳନ

ମା’ ଏ ଫଟୋ ଟି କାହାର, ତୁମ ପୁରୁଣା ଡାଏରୀରୁ ମୁଁ ପାଇଲି।  କିଏ  ଏ ଝିଅ ମା’?  ଦେଖିବାକୁ ବହୁତ ସୁନ୍ଦର।  କଣ ତୁମ ସହିତ ତା’ ସଂର୍ପକ?  ତୁମ ସାଙ୍ଗ କି?  ଏମିତି ଅନେକ ପ୍ରଶ୍ନର ପସରା ମେଲାଇ ଥିଲା ସୌମ୍ୟା ମୋ ଆଗରେ।  କଣ କହିବି ନିଜ ଝିଅକୁ?  କେମିତି ବା କହିବି, ” ତା ମା’ ଜଣେ ବିଶ୍ବାସ ରେ ବିଷ ଦେଇଥିବା ମଣିଷ।  ଜଣେ ଅପରାଧୀ। ” ହଁ,  ମୁଁ …

ପୁନର୍ମିଳନ Read More »

ଆସାମୀ

ଆସାମୀ ମାଆ କେବଳ ମାଆ ହେଇଥାଏ ଆମ ଆଖିରେ,ତାଙ୍କ ଆଖିରେ ,ଆମ ସଭିଙ୍କ ଆଖିରେ।ବୟସ ବଢ଼ିବା ସହିତ ଆୟୁଷ କମେ,ସମୟ ସରିବା ସହିତ ଯୌବନ ଝଡେ ହେଲେ ଯଦି କିଛି ସ୍ଵୟଂ ସଦ୍ୟ ସତେଜ ହେଇ ଆଜୀବନ ରହିଥାଏ ତାହା ହଉଛି ମାଆର ସେଇ ବାତ୍ସଲ୍ୟ ମମତା।ବୋଧେ ଏଥିରେ ବି ଭୁଲ୍ ରହିଗଲା?ପ୍ରତ୍ୟେକ ଭୁଲ୍ ରେ ସେ ହୁଏ ବହୁ ଗୁଣିତ,ଆଉ ପ୍ରତ୍ୟେକ ପରାଜୟରେ ଆହୁରି କାୟା ବିସ୍ତାର କରେ ତା ‘ ହୃଦୟରେ ତା’ର ନିଜ …

ଆସାମୀ Read More »

ବାପା

ସେଦିନ ପରୀକ୍ଷାର ଫଳ ନେଇ ବଡ଼ ଖୁସିରେ ମିକୁଲ୍ ଘରେ ପହଞ୍ଚିଲା ନବେ ପ୍ରତିଶତ ନମ୍ବର ଆଣିଛି । ଆଖିରେ ଆଖିଏ ସପନ ନିଜ ଭବିଷ୍ୟତକୁ ନେଇ।ତା ସ୍ଵପ୍ନ ଡାକ୍ତର ହେବ । ବିନା ଖର୍ଚ୍ଚ ରେ ଗରୀବ ରୋଗୀଙ୍କ ସେବା କରିବ।ଏସବୁ ଭାବେ ସିନା କିନ୍ତୁ ଏତେ ସବୁ ସପନ ପାଇଁ ରାତି କାହିଁ। ତା ବାପା ତ ଜଣେ ସାଧାରଣ ଜଳଖିଆ ଦୋକାନୀ। ଗାଁ ମୁଣ୍ଡରେ ଚାଳ ଛପର କୁଡିଆଟିରେ ତାଙ୍କ ଛୋଟିଆ ଦୋକାନ।କେବେ …

ବାପା Read More »