Lekhaniswara

ଜହ୍ନରେ ତୋଳିବା ଘର

ଜହ୍ନ ପରି ମନ ମୋର ସରାଗରେ ଜଡସଡ ଦେଖେ କେତେ ନିତି ନୂଆ ସପନ, ରୂପେଲି ତା କିରଣରେ ଛନ୍ନ ଛନ୍ନ ହୁଏ ମନ ଲାଗେ ମୁଁ ସ୍ୱଚ୍ଛନ୍ଦ ପୁଣି ଅଟେ ପକ୍ଷବାନ । ଉଡିବୁଲେ ଆକାଶରେ ଜହ୍ନ ତୋଫା ଆଲୁଅରେ ମୁହଁ ସବୁ ଜହ୍ନ ପରି ଦିଶଇ ଉଜ୍ଜ୍ୱଳ ନିକୁଞ୍ଜ କୁଞ୍ଜ କାନନେ ନନ୍ଦନ ଚନ୍ଦନବନେ ପ୍ରସ୍ଫୁଟିତ ତାରା ପରି ରଙ୍ଗରଙ୍ଗ ଫୁଲ । ଚହଟି ଉଠଇ ବାସ ଋତୁ ଲାଗେ ମଧୁମାସ ଦେହମନେ ଖେଳିଯାଏ …

ଜହ୍ନରେ ତୋଳିବା ଘର Read More »

ସବୁଠୁ ଭଲ ମୋ ବାପା

ମୋ ବାପା ମୋ ପାଇଁ ବ୍ରହ୍ମା ବିଷ୍ଣୁ ଶିବ ସବୁଠୁ ଭଲ ମୋ ବାପା ତାଙ୍କ ବିନା ନାହିଁ ମୋର ସଦଗତି ବାପା ହିଁ ଭାଗ୍ୟ ବିଧାତା । ପିତା ପରମାତ୍ମା ଚଳନ୍ତି ଈଶ୍ୱର ପିତା ହିଁ ପରମ ଧର୍ମ ତାଙ୍କ ପାଦପଦ୍ମେ ସକଳ ତୀର୍ଥ ମୋ ପିତା ତପ ପୂଜ୍ୟ ସ୍ୱର୍ଗ । ବାପାଙ୍କ ନିର୍ଦ୍ଦେଶ ଅଙ୍ଗୁଳିକୁ ଧରି ଚାଲି ଶିଖିଛି ମୁଁ ବାଟ ତାଙ୍କ ଆକର୍ଷଣ ଆତ୍ମିକ ବନ୍ଧନ ମୋ ଭାଗ୍ୟ ଦୃଷ୍ଟ ଅଦୃଷ୍ଟ …

ସବୁଠୁ ଭଲ ମୋ ବାପା Read More »

ରଜ

ରଜ ଆସ ଟିପି ଟିପିଟିପି ବରଷା ଟୋପାରେ, ଭିଜାଅ  ଏ ତନୁ ମନ ରଜ ମଉଜରେ l ରଜ ଆସ ଆମ୍ବ ତୋଟା ଦୋଳିରେ ଦୋଳିରେ, ହଜି ଯାଆନ୍ତୁ ସଭିଏଁ ଗୀତରେ ଗୀତରେ l ରଜ ଆସ କୁଆଁରୀଙ୍କ ମେହେନ୍ଦୀ ରଙ୍ଗରେ, ସାଙ୍ଗ ସାଥୀ ମେଳେ କାଳ କଟୁ ଆନନ୍ଦରେ l ରଜ ଆସ ମିଠା ପାନ ମଧୁରେ ମଧୁରେ, ଲାଲିମା ବିରାଜୁ ଆଜି ଅଧରେ ଅଧରେ l ରଜ ଆସ ନବୀନାଙ୍କ ଅଳତା ଗାରରେ, ବସୁମତୀ …

ରଜ Read More »

मुझसे प्यार उतना

जब मैं प्यार ना करूं तुमसे तुम फिर भी प्यार करना भटकता ये दिल जो ना ठहरे कहीं यार मेरे लिए थोड़ा रुकना पड़े तो रुक जाना क्या तुम कर सकते हो मुझसे प्यार उतना? मैं भूल जाऊंगी जब पुरानी यादों को तुम कुछ नया यादें बना लेना मैं जब हर वक्त रूठती हूं मेरे …

मुझसे प्यार उतना Read More »

ଉତ୍କଳ ଗାରିମା

ଉତ୍କୃଷ୍ଟ କଳାର ପ୍ରଭାମୟ ସ୍ଥଳ, ଉତ୍ତୁଙ୍ଗ ଶିଖରୀ ସୁନ୍ଦରୀ ଉତ୍କଳ। ଉପସ୍ଥିତ ବକ୍ଷଦେଶେ ଲିଙ୍ଗରାଜ, ଉପେକ୍ଷିତ କାର୍ଯ୍ୟ କରନ୍ତି ସହଜ। ଉଚ୍ଚ ଉଚ୍ଚ ଶୃଙ୍ଗରାଜିରେ ଶୋଭିତ, ଉଚ୍ଛାସେ ଧରଣୀ କରଇ ବିମ୍ବିତ। ଉଦିତ ମିହିର ଚନ୍ଦ୍ରଭାଗା କୁଳେ, ଉରଜେ ଗରଜେ ରତ୍ନାକର ସ୍ଥୁଳେ। ଉକୁଟ କୁକୁଟ ସୁରେ ସୁରମୟ, ଉକ୍ତ ବାରତାରେ ନଥିବ ସଂଶୟ। ଉକ୍ଷ ହୋଇ ରୁକ୍ଷ ଅରକ୍ଷ ଆରତ, ଉଚ୍ଚସ୍ବରେ ଡାକେ ରଖ ଜଗନ୍ମାତଃ। ଉକ୍ଷତର ତରତରେ ଭ୍ରମି ଭ୍ରମି, ଉକ୍ଷତରେ କରେ ଜନ୍ତୁରାଣ …

ଉତ୍କଳ ଗାରିମା Read More »