ପାପ ପୁଣ୍ୟ
ପାପ ଚିନ୍ତା ମନୁ ଯାଇନି ଏବେ ପାପର କଳସୀ ଭରିନି ଏବେ ପୂଣ୍ୟର ସରସୀ ମିଳିବ କାହୁଁ ପଙ୍କୁ ନ ବାହାରି ପଙ୍କଜ କାହୁଁ …!! 1 ପୁଣ୍ୟ କାଣିଚାଏ କରିନି କେବେ ପୁଣ୍ୟତୋୟା ଗଙ୍ଗା ଯାଇନି କେବେ ପୁଣ୍ୟ ନ ଦେଖୁଛି କେବେ ସପନେ ପୁଣ୍ୟ କି ମିଳିବ ଏ ପାପୀ ମନେ….!!2 ପାପ ଭାର ଯେବେ ପ୍ରବଳ ହେବ ପାପ ତାପ ଜଗା ସବୁ ଦେଖିବ ପାପ ନ କରିବା ସମୟ ଦେବ ପାପ …










