କବିତା

ଉତ୍କଳସ୍ୟ ସମଦେଶ

ଖୋଜି ଦେଖ ସାରା ସସାଗରା ଧରା ଫେରିବ ନିଶ୍ଚେ ବିଫଳେ, ନଥିଲା କି ନାହିଁ ଉତ୍କଳର ସମ ଦେଶ ଏହି ମହୀତଳେ। ରାମଙ୍କୁ ଯେ ମାଟି ରମଣୀୟ କରେ ତା ଧୂଳି ପରଶ ଦେଇ, ପାଣ୍ଡବ ଯେ ଦେଶେ ଆସିଥିଲେ ଧାଇଁ ପାପ କ୍ଷୟ ଆଶା ନେଇ। ଯେ ମାଟି ସ୍ପର୍ଶରେ ଚଣ୍ଡାଶୋକ ହେଲେ ଧର୍ମାଶୋକ ଦୟା କୂଳେ, ନଥିଲା କି ନାହିଁ ଉତ୍କଳର ସମ ଦେଶ ଏହି ମହୀତଳେ।। ଲିଙ୍ଗରାଜ ଚୂଡ଼ା ଆଜି ବି ବଖାଣେ …

ଉତ୍କଳସ୍ୟ ସମଦେଶ Read More »

**ବନ୍ଦେ ଉତ୍କଳ ମାତରମ୍**

ଉତ୍କଳ ମାତାର ମୁହିଁ ଯେ ସନ୍ତାନ ଉଚ୍ଚ ରଖି ମଥା କରେ ତା ବନ୍ଦନ, ତା ମାଟି ଅଗଣା, ପ୍ରତି ଧୂଳିକଣା ଲଲାଟେ ମୋହର ସୁବାସ ଚନ୍ଦନ।ଘୋ। ପୁଣ୍ୟ ବେଳାଭୂମି, ନୀଳାଚଳ ଧାମ ପୁଣ୍ୟ ତା ତଟିନୀ ପ୍ରତି ପଡ଼ା, ଗ୍ରାମ, ଜନମି ତା କୋଳେ ପାଇଛି ସୁନାମ ନେବି ତା ଗରଭେ ବାର ବାର ଜନ୍ମ। ୧। ମୋ ଭାଷା ଓଡ଼ିଆ, ମୋ ଖାଦ୍ୟ ବଢିଆ ନୃତ୍ୟ, ଗୀତ, ବାଦ୍ୟ ଭାରି ମନଛୁଆଁ, ସଂସ୍କୃତି, ଭାସ୍କର୍ଯ୍ୟ, …

**ବନ୍ଦେ ଉତ୍କଳ ମାତରମ୍** Read More »

ଉତ୍କଳର ଐତିହ୍ୟ

ଉତ୍କଳ ମୋହର ଧରମର ଧାମ ପୂଣ୍ୟ ଅଟେ ତାର ମାଟି ! ସରାଗ ପଣରେ ସଭିଙ୍କ ମୁଖରେ ଦେଉଥାଏ ମଧୁ ବାଣ୍ଟି !! ତୀର୍ଥ ଭୂମି ଯା’ର ବୁକୁରେ ଧାରଣ ନୁଅଁଇ ସଭିଙ୍କ ମଥା ! ମନ୍ଦିର ମାଳୀନି ବୀର ପ୍ରସବିନୀ ଶୁଣାଏ ଯାହାର ଗାଥା !! ଚାରି ଧାମେ ଏକ ଶ୍ରେଷ୍ଠ ଧାମ ନାମ ସଭିଙ୍କ ତୁଣ୍ଡରେ ଥାଏ ! ଶ୍ରୀକ୍ଷେତ୍ର ପରମ ପାଳକ ଦାତା ସେ ଲୀଳା ଖେଳା କରୁଥାଏ !! କୋଣାର୍କ ଚନ୍ଦନ …

ଉତ୍କଳର ଐତିହ୍ୟ Read More »

ଆମେ କି ସତରେ ଓଡିଆ

ଓଡ଼ିଆ ଓଡିଆ ଚିତ୍କାର କରୁଛୁ ଆମେ କି ସତରେ ଓଡ଼ିଆ ! ନାହିଁ ଭାଷା ପ୍ରୀତି ଜାତି ସ୍ଵାଭିମାନ ମନେ ମନେ କହୁ ଓଡ଼ିଆ ଓଡ଼ିଆ ଭାଷାକୁ ଘୃଣ୍ୟ ମନ କରି ଇଂରାଜୀ ଭାଷା କହୁ ବଢ଼ିଆ , କିଏ କହୁଅଛି, ଉତ୍ତର -ଦକ୍ଷିଣୀ କିଏ କହୁଅଛି ପଶ୍ଚିମ ଓଡ଼ିଶା ଏହା ଦେଖି ହସୁଛନ୍ତି ପାଖ ପଡିଶା ଆମେ କି ସତରେ ଓଡ଼ିଆ , କିଏ କହେ ଜଗନ୍ନାଥ ମୋର କିଏ କହେ ମହାନଦୀ ମୋର ଆଉ …

ଆମେ କି ସତରେ ଓଡିଆ Read More »

ମୋ ଜନମ ଭୂଇଁ

ଉତ୍କଳ ଗୋ ତୁମେ ଚାରୁ ଲାସ୍ୟମୟୀ, ଚିର ବନ୍ଦନୀୟ ପୂଜ୍ୟ ଅଟ ମହାମାୟୀ !! ଭବ୍ୟ ତାରୁଣ୍ୟ ର ପ୍ରତୀକ ଯେ ତୁହି, ତୋ ପରି ଜନନୀ ଜଗତେ ଯେ କାହିଁ !! ଯହିଁ ବିରାଜିତ ନୀଳାଚଳେ ଜଗନ୍ନାଥ, ନୀଳ ଅମ୍ବରେ ତୋର ଉଡ଼ାଏ ଯେ ନେତ !! ସର୍ବ ଧର୍ମ ସମ ତୋ କୀର୍ତ୍ତି ଶାଳିନୀ, ପାପ ବିଧ୍ୱଂସୀ ଗୋ ଅଟ ମମତା ଦାୟିନୀ !! ସୂର୍ଯ୍ୟୋଦୟ ହୁଏ ଯହିଁ ତୋ କୋଳରେ ଯାଇ ପାଷାଣ …

ମୋ ଜନମ ଭୂଇଁ Read More »

ଉତ୍କଳ ଦିବସ

ଭାରତ ମାତାର କୋଳେ ଜନ୍ମିଛି ଓଡିଶା ମାଟିକୁ ଛୁଇଁ ଉତ୍କଳ ମାତାର ସନ୍ତାନ ମୁହିଁ ଓଡିଶା ମୋ ଜନ୍ମ ଭୂଇଁ ll ଫୁଟିଛି ଉତ୍କଳ ଭାଷା କମଳିନୀ ସଭିଁଙ୍କୁ ମିଳୁ ଭାଷା ପ୍ରୀତି ପୂର୍ଣ୍ଣ ହେଉ ଆଶା ସ୍ମାର୍ଟ ଓଡିଶା ଲହରୀ ଉଠୁ ଓଡିଶା ଜ୍ୟୋତି ll ଧନ୍ୟ ଏ ଓଡିଶା ଧନ୍ୟ ତା ଭାଷା ଧନ୍ୟ ଏ ପୂଣ୍ୟ ନୀଳାଚଳ ଏ ଦେଶ ନେତା ସ୍ୱୟଂ ଜଗନ୍ନାଥ ଉତ୍କଳ ଭୂଇଁ ଆଜି ଚଳଚଞ୍ଚଳ ll ଉତ୍କଳ …

ଉତ୍କଳ ଦିବସ Read More »

ଉତ୍କଳ ଗାରିମା

ଉତ୍କୃଷ୍ଟ କଳାର ପ୍ରଭାମୟ ସ୍ଥଳ, ଉତ୍ତୁଙ୍ଗ ଶିଖରୀ ସୁନ୍ଦରୀ ଉତ୍କଳ। ଉପସ୍ଥିତ ବକ୍ଷଦେଶେ ଲିଙ୍ଗରାଜ, ଉପେକ୍ଷିତ କାର୍ଯ୍ୟ କରନ୍ତି ସହଜ। ଉଚ୍ଚ ଉଚ୍ଚ ଶୃଙ୍ଗରାଜିରେ ଶୋଭିତ, ଉଚ୍ଛାସେ ଧରଣୀ କରଇ ବିମ୍ବିତ। ଉଦିତ ମିହିର ଚନ୍ଦ୍ରଭାଗା କୁଳେ, ଉରଜେ ଗରଜେ ରତ୍ନାକର ସ୍ଥୁଳେ। ଉକୁଟ କୁକୁଟ ସୁରେ ସୁରମୟ, ଉକ୍ତ ବାରତାରେ ନଥିବ ସଂଶୟ। ଉକ୍ଷ ହୋଇ ରୁକ୍ଷ ଅରକ୍ଷ ଆରତ, ଉଚ୍ଚସ୍ବରେ ଡାକେ ରଖ ଜଗନ୍ମାତଃ। ଉକ୍ଷତର ତରତରେ ଭ୍ରମି ଭ୍ରମି, ଉକ୍ଷତରେ କରେ ଜନ୍ତୁରାଣ …

ଉତ୍କଳ ଗାରିମା Read More »

“ଉତ୍କଳ”

ସାହିତ୍ୟ ଏଠି କଥା କହେ, ସଂସ୍କୃତି ଏଠି ଗୀତ ଗାଏ, ଧରମା ଏଠି ମୁଣ୍ଡି ମାରେ,ବାଜି ରାଉତ ଗୁଳି ଖାଏ। ଜନମିଛି ଏଠି, ମରିବି ବି ଏଠି, ଏଇ ତ ମୋ ଉତ୍କଳ ମାଟି । କୋଣାର୍କ ଏଠି ,ପୁରୀ ବି ଏଠି, ଚିଲିକା ଯେ କେତେ କଥା କହୁଛି। ରଙ୍ଗବତୀ ଏଠି, ଓଡ଼ିଶୀ ବି ଏଠି, ସମ୍ବଲପୁରୀ ଗୀତ ମୋ ମନ ମୋହୁଛି। କେତେ ରାଜନୀତି,କେତେ ପାର୍ଟି, ବିଧାନ ସଭା ସବୁ ଦେଖୁଛି। ସମୟ ବଦଳିଛି …

“ଉତ୍କଳ” Read More »

ମୋ ଉତ୍କଳ ପରି କୁହ କିଏ ସେ ଅଛି??

ଆମ ରାଜ୍ୟ ଉତ୍କଳ ତା’ର ନାମ ଅନେକ ଅଛି ତା ଭାଷା ସରଳ ସେ ଏବେ ଓଡ଼ିଶା ବୋଲାଉ ଅଛି ସଂସ୍କୃତି ପରମ୍ପରା ତା’ର ପୁରି ରହିଛି ତା ଅଗଣାରେ ଫଳଫୁଲ କେତେ ଶୋଭା ପାଉଛି।୦। ତିରିଶି ଜିଲ୍ଲା ଧରି ସେ ଯେ ଅଛି ଚାରି କୋଟିରୁ ଅଧିକା ଲୋକ ଯେ ଅଛି ସ୍ନେହ ପ୍ରେମରେ ତା ଭଣ୍ଡାର ପୁରି ରହିଛି ସବୁରି ମୂଳରେ ତା ଦିଅଁ ଜଗା ପୂଜା ପାଉଛି।୧। ସୁଆଦ ଖାଦ୍ୟ କୁ ସେ …

ମୋ ଉତ୍କଳ ପରି କୁହ କିଏ ସେ ଅଛି?? Read More »

ଓଡ଼ିଶା

ଆର୍ଯ୍ୟଯୁଗରୁ ଅତ୍ୟାଧୁନିକ ପର୍ଯ୍ୟନ୍ତ ସାରା ଜଗତର ଶ୍ରେଷ୍ଠ ଯିଏ କଙ୍ଗୋଦ , କଳିଙ୍ଗ,ଉତ୍କଳ, ଓଡ଼ିଶା କେତେ ନାମରେ ନାମିତ ସିଏ ॥ ସୁନ୍ଦର ଶ୍ୟାମଳ ସବୁଜତାରେ ତା’ ଅଙ୍ଗ ପରିଶୋଭିତ କିଏ କରିପାରେ ତା’ ରୂପ କଳନା ସେ ତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମଣ୍ଡିତ ॥ ଗରୀୟାନ୍‌ ଐତିହ୍ୟ କି ବର୍ଣ୍ଣିବି ମୁହିଁ କେଡେ ବିଶାଳ ତା’ ପରମ୍ପରା ଗୌରବାନ୍ୱିତ ତା’ ପ୍ରତି କ୍ଷେତ୍ରଫଳ ବିଶ୍ଵ ଦରବାରେ ସେ ଚର୍ଚ୍ଚିତ ଚେହେରା ॥ ସୌନ୍ଦର୍ଯ୍ୟାର ଗନ୍ତାଘର ଏ …

ଓଡ଼ିଶା Read More »