ରଜ ମଉଜ
ଆଷାଢ଼ ଆସିବ ମା’ ମାଟି ପାଇବ ପ୍ରିୟ ମେଘର ପରଶ, ରଜସ୍ଵଳା ପୃଥ୍ବୀ ହେବ ଫଳବନ୍ତା ସଭିଙ୍କ ମନ ହରଷ। ।୦। ପ୍ରଜନନ ପାଇଁ ମାଆଟି ଯେପରି ନେଇଥାଏ ଯେ ବିଶ୍ରାମ, ରଜପର୍ବ ଅଟେ ମାଆ ମାଟି ପାଇଁ ତା’ର ଏକ ଅନୁକ୍ରମ। ।୧। କୁମାରୀଙ୍କ ପାଇଁ ଏହି ପର୍ବ ଦିଏ ମାତୃତ୍ଵର ପ୍ରଶିକ୍ଷଣ, ଆଚାର ସଂହିତା ଶିଖାଏ ତାହାଙ୍କୁ ଦୃଢ କରେ ସ୍ତ୍ରୀ ଜୀବନ। ।୨। ରଜ ପୂର୍ବଦିନ ଶେଷ ହୋଇଯାଏ କଟା, ବଟା, ସବୁ …










