ପ୍ରବନ୍ଧ

କୈଶୋର ଏଵଂ ଇଣ୍ଟରନେଟ; ପବନ ହାତରେ ନିଆଁହୁଳା

କୈଶୋର ଏଵଂ ଇଣ୍ଟରନେଟ; ପବନ ହାତରେ ନିଆଁହୁଳା! ଜୀବନ ପ୍ରଦୀପ ପ୍ରଧାନ ମଣିଷ ସମାଜ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ପରିସ୍ଥିତି ଦେଇ ଗତି କରେ ତାହା ମାନବୀୟ ହେଉ କିମ୍ବା ଦୈବିକ। ସେଇ ପରିସ୍ଥିତିକୁ ନେଇ ସମାଜରେ ଦେଖାଯାଏ ବିବର୍ତ୍ତନ। ଇଣ୍ଟରନେଟ୍ ଆସିବା ପରେ ସାରା ବିଶ୍ୱରେ ଗୋଟେ କ୍ରାନ୍ତି ଆସିଛି କହିଲେ ଭୁଲ ହେବ ନାହିଁ। ବିବର୍ତ୍ତନର ଗତି ଖୁବ୍ ଧିର, ଇଣ୍ଟରନେଟ୍ ମଧ୍ୟ ସେମିତି ଧିରେ ଧିରେ ହିଁ ବଢ଼େଇଛି ନିଜର …

କୈଶୋର ଏଵଂ ଇଣ୍ଟରନେଟ; ପବନ ହାତରେ ନିଆଁହୁଳା Read More »

କୈଶୋର ଏବଂ ଇଣ୍ଟରନେଟ

କୈଶୋର ଏବଂ ଇଣ୍ଟରନେଟ                                                                                                                         ନିରୁପମା ଭଟ୍ଟମିଶ୍ର  ଜୀବନ ଅନେକ ସୋପାନ ଦେଇ ଗତି କରେ ,ଯେମିତି କି ଶିଶୁ ,କିଶୋର ,ଯୁବକ ,ପ୍ରୌଢ ,ଏବଂ ବାର୍ଦ୍ଧକ୍ୟ । ଶିଶୁ ଟିଏ କୋମଳ ଏବଂ ଚପଳ ସ୍ୱଭାବର ହୋଇଥାଏ, ଶିଶୁଟିଏ ବଡ ହୋଇ କିଶୋର ଅବସ୍ତାରେ ପହଞ୍ଚେ ,ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ ସମୟ ହେଉଛି କିଶୋର ଅଵସ୍ଥା ବା ଟିନଏଜ(13 ଠାରୁ 19),କାରଣ ଏହି ସମୟ ରେ ତା ଭିତରେ ଅନେକ ଶାରୀରିକ ଏବଂ ମାନସିକ ପରିବର୍ତନ ଘଟିଥାଏ …

କୈଶୋର ଏବଂ ଇଣ୍ଟରନେଟ Read More »

ବିଷୁବ: ସାହିତ୍ୟ, ସଂସ୍କୃତି ଓ ସମୃଦ୍ଧିର ମହା ମିଳନ

ବିଷୁବ: ସାହିତ୍ୟ, ସଂସ୍କୃତି ଓ ସମୃଦ୍ଧିର ମହା ମିଳନ: ଅଙ୍କିତ ସାହୁ ଓଡ଼ିଆ କ୍ୟାଲେଣ୍ଡର୍‌ର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ ହେଉଛି “ବିଷୁବ”। ଏହି ଦିନଟି ବୈଶାଖ ମାସର ପ୍ରଥମ ଦିନରେ ପାଳନ କରାଯାଏ, ଯାହାକୁ ଅନେକ ସ୍ଥାନରେ “ପଣା ସଂକ୍ରାନ୍ତି” ବୋଲି ମଧ୍ୟ କୁହାଯାଏ। ବିଷୁବ କେବଳ ଏକ ପୂଜା ନୁହେଁ, ବରଂ ଏହା ହେଉଛି ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ସମୃଦ୍ଧିର ଏକ ବିଶିଷ୍ଟ ପରିଚୟ। ବିଷୁବ ପର୍ବ ଓଡ଼ିଆ ସାହିତ୍ୟରେ ଅନେକ କବି, …

ବିଷୁବ: ସାହିତ୍ୟ, ସଂସ୍କୃତି ଓ ସମୃଦ୍ଧିର ମହା ମିଳନ Read More »

ସାହିତ୍ୟ, ସଂସ୍କୃତି ଓ ସମୃଦ୍ଧିର ମହାମିଳନ

ସାହିତ୍ୟ, ସଂସ୍କୃତି ଓ ସମୃଦ୍ଧିର ମହାମିଳନ  ଜିନାତମାମ୍ ଦର୍ଜୀ  ଭୂମିକା : ସାହିତ୍ୟ,ସଂସ୍କୃତି ଏବଂ ସମୃଦ୍ଧି ଏହି ତିନୋଟି ଶବ୍ଦ ନା କେବଳ ଆମ ଜୀବବ ପାଇଁ ମହତ୍ୱପୂର୍ଣ୍ଣ ବରଂ କୌଣସି ଭି ସମାଜ ଓ ରାଷ୍ଟ୍ରର ପ୍ରଗତିର ପ୍ରତୀକ l ସାହିତ୍ୟ ଯେଉଁଠି ମାନବୀୟ ସମ୍ବେଦନା ଏବଂ ବିଚାରର ସଜୀଵ ଚିତ୍ରଣ କରେ ସେଠି ସଂସ୍କୃତି ଏକ ସମାଜର ପରିଚୟ ଓ ପରମ୍ପରାକୁ ସାଇତି ରଖେ l ଏବଂ ସମୃଦ୍ଧି ଏ ଉଭୟର ସମନ୍ୱୟରୁ ଉତ୍ପନ୍ନ …

ସାହିତ୍ୟ, ସଂସ୍କୃତି ଓ ସମୃଦ୍ଧିର ମହାମିଳନ Read More »

କୈଶୋର ଏବଂ ଇଣ୍ଟର୍ନେଟ୍

ବହୁ ପୁରୁଣା ଯୁଗର କଥା । ଗୋଟେ ଅସୁର ଥିଲା। ଅସୁର ବୋଇଲେ ଯାହାର ଦେହ ବଳ ଢେର୍ ,ଆଉ ବୁଦ୍ଧି ଶୁଦ୍ଧି ଗୋଲ ଆଳୁ। ନୁହେଁ କି ?  ଥଣ୍ଡା,ଖରା, ବର୍ଷା ସବୁଥିରେ ଭିଜି,ଶୁଖି,ତପି ଅସୁରଟା ଦିନେ ଦେବଦେବ ମହାଦେବଙ୍କୁ ସନ୍ତୁଷ୍ଟ କରିଦେଲା। ଆମ ଭୋଳା ଶଙ୍କର ତ ଭୋଳା ଲୋକ। ତପେ ବର କୋପେ ବର । ଅସୁରଟାର ଇନ୍ଦ୍ର ସିଂହାସନ ଥରା ତପସ୍ୟାରେ ମନ ତରଳିଗଲା ତାଙ୍କର ।‌ସବୁଥର ପରି ଅସୁର ମାଗିଲା …

କୈଶୋର ଏବଂ ଇଣ୍ଟର୍ନେଟ୍ Read More »

ଜଳିପାରେ,ଜାଳିପାରେ

ଜୀବନ ଅନେକ କିଛି ଶିଖେଇଦିଏ। ସୁଖଦୁଃଖ ଭଲମନ୍ଦ ହେଉ ଅଥବା ହେଉ ପ୍ରାପ୍ତି ଅପ୍ରାପ୍ତିର ନିକିତି ତଉଲ ହେଉ ଶିଖିବାକୁ ହୁଏ ଅନେକ କିଛି। ଆଉ ସେଇ ଶିଖିବା କାମଟା ଆରମ୍ଭ ହେଇଯାଏ ଶିଶୁଟିଏ ଭୂମିଷ୍ଠ ହେବା ପରେ ପରେ। ଖାଇବା ପିଇବା ଶିଖିବା ସହିତ ଶିଶୁ ଶିଖିଚାଲେ ପାଠ ପଢିବା, ବଡ ମାନଙ୍କୁ ସମ୍ମାନ ଦେବା, ଛୋଟ ମାନଙ୍କୁ ସ୍ନେହ ଆଦର କରିବା, ସମାଜ ଆଉ ଦେଶ ମାତୃକା ପ୍ରତି ନିଜର କର୍ତ୍ତବ୍ୟ କରିବା …ଏମିତି …

ଜଳିପାରେ,ଜାଳିପାରେ Read More »

କବିବର ପାଇଁ କବି ସମ୍ରାଟ ବୀରବର ପରିଚିତ

“” ଭାଗ୍ୟବାନ ବେନି ବାଣୀଙ୍କ କୁମର କବି ବଳଦେବ ଭଞ୍ଜ ବୀରବର।”” ଚିଳିକା କାବ୍ୟରେ କବିବର ରାଧାନାଥ ରାୟ କବି ବୀରବର ଉପେନ୍ଦ୍ର ଭଞ୍ଜଙ୍କୁ ବିଦ୍ୟା ଦେବୀ ମାତା ସରସ୍ଵତୀଙ୍କ ଭାଗ୍ୟବାନ ପୁତ୍ର ରୂପେ ବର୍ଣନା କରିଛନ୍ତି। ଏହି ପବିତ୍ର କଳିଙ୍ଗ ଭୂଖଣ୍ତ ଯାହା ଦିନେ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ନିଜର ସାମ୍ରାଜ୍ଯ ବିସ୍ତାର କରିଥିଲେ । ଭଞ୍ଜ ବଂଶୀୟ ରାଜାମାନେ ରାଜ୍ୟଭାର ବହନ କରୁଥିଲେ। ଆଜି ମଧ୍ୟ ବଙ୍ଗୋପ ସାଗର ତଟ ଦେଶରେ ଐତିହ୍ୟ …

କବିବର ପାଇଁ କବି ସମ୍ରାଟ ବୀରବର ପରିଚିତ Read More »

ଜାତୀୟ ପଠନ ଦିବସ ଅବସରରେ କିଛି କଥା

ଆଜି ହେଉଛି ଜାତୀୟ ପଠନ ଦିବସ। କେରଳର ଲାଇବ୍ରେରୀ ଏବଂ ସାକ୍ଷରତା ଆନ୍ଦୋଳନର ପିତା ବିବେଚିତ ହୋଇଥିବା ପି ଏନ ପାନିକରଙ୍କ ସମ୍ମାନାର୍ଥେ ଏହି ଦିନ ପାଳନ କରାଯାଏ। ଏହା ମଧ୍ୟ ମାସର ଡିଜିଟାଲ୍ ପଠନ ଉତ୍ସବର ଆରମ୍ଭକୁ ଦର୍ଶାଇ ଥାଏ। କେରଳ ସରକାରଙ୍କ ଦ୍ୱାରା 19 ଜୁନ୍, 1996 ରେ ଏକ ପଠନ ଦିବସ ଉତ୍ସବ ଭାବରେ ଆରମ୍ଭ ହୋଇଥିଲା। ପି ଏନ ପାନିକର୍ ଫାଉଣ୍ଡେସନ୍ ଏହି ଜାତୀୟ ପଠନ ଦିବସ ମାଧ୍ୟମରେ ରାଜ୍ୟରେ ସାକ୍ଷରତା …

ଜାତୀୟ ପଠନ ଦିବସ ଅବସରରେ କିଛି କଥା Read More »

ଐତିହାସିକ ଓଳକଣା ବିଦୁର ମେଳଣ

ଦ୍ୱାପରଯୁଗରେ ଭଗବାନ ଶ୍ରୀକୃଷ୍ଣ ଓ ତାଙ୍କ ପ୍ରିୟ ସଖା ସୁଦାମାଙ୍କ ମଧ୍ୟରେ ଥିବା ଦିବ୍ୟ ବନ୍ଧୁତାର ବର୍ଣ୍ଣନା, ଶ୍ରୀମଦ୍ଭାଗବତ,ବିଷ୍ଣୁ ପୁରାଣ,ହରିବଂଶ ଓ ଅନ୍ୟାନ୍ୟ ପୁରାଣ ତଥା କୃଷ୍ଣଲୀଳା ରସାଣିତ ବୈଷ୍ଣବ ସାହିତ୍ୟ ମାନଙ୍କରେ ଦେଖାଯାଏ l ଭକ୍ତ ବତ୍ସଳ ଭଗବାନ ସଦା ସର୍ବଦା ଭକ୍ତର ଭାବରେ ବନ୍ଧା l ଗାଈ ପଛରେ କ୍ଷୀର ଲୋଭରେ ବାଛୁରୀ ଗୋଡ଼ାଇଲା ଭଳିକ ଭକ୍ତର ଭାବ ପଛରେ ଭାବଗ୍ରାହୀ ଗୋଡ଼ାଇ ଥାନ୍ତି l ଶ୍ରୀମଦ୍ଭାଗବତରେ କୃଷ୍ଣ ସୁଦାମା ଉପାଖ୍ୟାନ ଏକ ବହୁ …

ଐତିହାସିକ ଓଳକଣା ବିଦୁର ମେଳଣ Read More »