ଐତିହାସିକ ଓଳକଣା ବିଦୁର ମେଳଣ

ଦ୍ୱାପରଯୁଗରେ ଭଗବାନ ଶ୍ରୀକୃଷ୍ଣ ଓ ତାଙ୍କ ପ୍ରିୟ ସଖା ସୁଦାମାଙ୍କ ମଧ୍ୟରେ ଥିବା ଦିବ୍ୟ ବନ୍ଧୁତାର ବର୍ଣ୍ଣନା, ଶ୍ରୀମଦ୍ଭାଗବତ,ବିଷ୍ଣୁ ପୁରାଣ,ହରିବଂଶ ଓ ଅନ୍ୟାନ୍ୟ ପୁରାଣ ତଥା କୃଷ୍ଣଲୀଳା ରସାଣିତ ବୈଷ୍ଣବ ସାହିତ୍ୟ ମାନଙ୍କରେ ଦେଖାଯାଏ l ଭକ୍ତ ବତ୍ସଳ ଭଗବାନ ସଦା ସର୍ବଦା ଭକ୍ତର ଭାବରେ ବନ୍ଧା l ଗାଈ ପଛରେ କ୍ଷୀର ଲୋଭରେ ବାଛୁରୀ ଗୋଡ଼ାଇଲା ଭଳିକ ଭକ୍ତର ଭାବ ପଛରେ ଭାବଗ୍ରାହୀ ଗୋଡ଼ାଇ ଥାନ୍ତି l ଶ୍ରୀମଦ୍ଭାଗବତରେ କୃଷ୍ଣ ସୁଦାମା ଉପାଖ୍ୟାନ ଏକ ବହୁ …

ଐତିହାସିକ ଓଳକଣା ବିଦୁର ମେଳଣ Read More »