Competition Winners List

ଉତ୍କଳ ଦିବସ କବିତା ପ୍ରତିଯୋଗିତା

ପବିତ୍ର ଉତ୍କଳ ଦିବସ – ୨୦୨୨ ଉପଲକ୍ଷେ ଲେଖନୀ ସ୍ଵର ତରଫରୁ ଆୟୋଜିତ କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଅଛି  । ସମସ୍ତ ବିଜେତାମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା । 

ଚିନ୍ମୟ କୁମାର ନାୟକ

ପ୍ରଥମ ସ୍ଥାନ

ଜଗନ୍ନାଥ ମଣ୍ଡଳ

ଯୁଗ୍ମ ଦ୍ଵିତୀୟ ସ୍ଥାନ

ପୂଜାରାଣୀ ନାୟକ

ଯୁଗ୍ମ ଦ୍ଵିତୀୟ ସ୍ଥାନ

ଶ୍ରୀକାନ୍ତ ଘଡେଇ

ତୃତୀୟ ସ୍ଥାନ

ରଜ ଗୀତ କବିତା ପ୍ରତିଯୋଗିତା

ରଜ ମହୋତ୍ସବ – ୨୦୨୨ ଉପଲକ୍ଷେ ଲେଖନୀ ସ୍ଵର ତରଫରୁ ଆୟୋଜିତ କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଅଛି  । ପ୍ରତିଯୋଗିତାର  ବିଜେତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା । 

ଚିନ୍ମୟ କୁମାର ନାୟକ

ବିଜେତା

ଲେଖନୀ ସ୍ଵର ଗଳ୍ପ ପ୍ରତିଯୋଗିତା

ଲେଖନୀ ସ୍ଵର ତରଫରୁ ଆୟୋଜିତ ଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଅଛି । ପ୍ରତିଯୋଗିତାର  ବିଜେତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।

ପ୍ରଣତି ମହାପାତ୍ର

ଯୁଗ୍ମ ବିଜେତା

ଶ୍ରୀକାନ୍ତ ଘଡାଇ

ଯୁଗ୍ମ ବିଜେତା