ସାହିତ୍ୟ, ସଂସ୍କୃତି ଓ ସମୃଦ୍ଧିର ମହାମିଳନ
ଜିନାତମାମ୍ ଦର୍ଜୀ
ଭୂମିକା :
ସାହିତ୍ୟ,ସଂସ୍କୃତି ଏବଂ ସମୃଦ୍ଧି ଏହି ତିନୋଟି ଶବ୍ଦ ନା କେବଳ ଆମ ଜୀବବ ପାଇଁ ମହତ୍ୱପୂର୍ଣ୍ଣ ବରଂ କୌଣସି ଭି ସମାଜ ଓ ରାଷ୍ଟ୍ରର ପ୍ରଗତିର ପ୍ରତୀକ l ସାହିତ୍ୟ ଯେଉଁଠି ମାନବୀୟ ସମ୍ବେଦନା ଏବଂ ବିଚାରର ସଜୀଵ ଚିତ୍ରଣ କରେ ସେଠି ସଂସ୍କୃତି ଏକ ସମାଜର ପରିଚୟ ଓ ପରମ୍ପରାକୁ ସାଇତି ରଖେ l ଏବଂ ସମୃଦ୍ଧି ଏ ଉଭୟର ସମନ୍ୱୟରୁ ଉତ୍ପନ୍ନ ହୁଏ l ଯେତେବେଳେ ସାହିତ୍ୟ ଏବଂ ସଂସ୍କୃତି ଏକା ସାଥେ ପଲ୍ଲବିତ ହୁଅନ୍ତି ସେତେବେଳେ ସମୃଦ୍ଧି ଉତ୍କର୍ଷ କୁ ଛୁଏଁ l
ସାହିତ୍ୟର ମହତ୍ୱ :
ସାହିତ୍ୟ ସମାଜର ଦର୍ପଣ l ସାହିତ୍ୟ ମାନବୀୟ ଭାବନା ସମୁହ, ସଂଘର୍ଷ ଏବଂ ଉପଲବ୍ଧିକୁ କଳାତ୍ମକ ରୂପରେ ପ୍ରସ୍ତୁତ କରେ l
ପ୍ରାଚୀନ କାଳରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ସାହିତ୍ୟ ସମାଜକୁ ଦିଗଦର୍ଶନ ଦେବା ସହ ଲୋକଙ୍କ ଚେତନାକୁ ପରିପକ୍ଵତା ଦେଇଛି l ସାହିତ୍ୟ ବେଲେ ବେଲେ ସାମାଜିକ ସମସ୍ୟାକୁ ରଖାଙ୍କିତ କରି ସମାଜ ସୁଧାର ରେ ମଧ୍ୟ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି l ତାର ସଫଳ ଉଦାହରଣ ଆମ ଓଡ଼ିଆରେ ବଳରାମ ଦାସଙ୍କ ‘ଲକ୍ଷୀ ପୁରାଣ’, ଏବଂ ଫକୀର ମୋହନଙ୍କ ‘ରେବତୀ’ ଆଦି ଅଟେ l ସେମିତି ବଙ୍ଗଳା ରେ ରବୀନ୍ଦ୍ରନାଥଙ୍କ ‘ଗୋରା’ ଭଳି ଉପନ୍ୟାସ l
ସଂସ୍କୃତିର ମହତ୍ୱ :
ସଂସ୍କୃତି ସମାଜର ଆତ୍ମା ଏଟେ l ଏହା ପରମ୍ପରା, ଲୋକଗୀତ, ନୃତ୍ୟ, ଉତ୍ସବ, ରୀତି -ନୀତିର ସମିଶ୍ରଣ ଅଟେ l ଭାରତ ଭଳି ବିବିଧତା ପୂର୍ଣ୍ଣ ଦେଶରେ ସଂସ୍କୃତିର ଅନେକ ଧାରା ଏକା ସାଥେ ପ୍ରବାହିତ ହୋଇଥାଏ l ସଂସ୍କୃତିର ସଂରକ୍ଷଣ ଏବଂ ସମ୍ବର୍ଦ୍ଧନ ସମାଜକୁ ଏକତା ଓ ଅଖଣ୍ଡତା ପ୍ରଦାନ କରେ ଏହା ଆମ ପରିଚୟ ଏବଂ ଅସ୍ତିତ୍ବର ପ୍ରତୀକ ଅଟେ l
ସାହିତ୍ୟ ଏବଂ ସଂସ୍କୃତିର ସମନ୍ୱୟ :
ସାହିତ୍ୟ ଏବଂ ସଂସ୍କୃତିର ସମ୍ବନ୍ଧ ଅବିଭାଜ୍ୟ ଅଟେ l ସାହିତ୍ୟ ସଂସ୍କୃତିର ଦର୍ପଣ ଅଟେ, ଏବଂ ସଂସ୍କୃତି ସାହିତ୍ୟର ସ୍ରୋତ l ଲୋକ ସାହିତ୍ୟ, ଧାର୍ମିକ ଗ୍ରନ୍ଥ, କାବ୍ୟ ଏବଂ କଥାସାହିତ୍ୟରେ ସଂସ୍କୃତିର ଗଭୀର ପ୍ରଭାବ ଦୃଷ୍ଟିଗୋଚର ହୁଏ l ରାମାୟଣ, ମହାଭାରତ, ଏବଂ ବେଦ ଭଳି ମହାଗ୍ରନ୍ଥ କେବଳ ସାହିତ୍ୟିକ କୃତି ନୁହେଁ ତାଠୁ ବଲି ସଂସ୍କୃତିକ ଧରୋହର ଅଟେ l
ସାହିତ୍ୟ ସଂସ୍କୃତି ଏବଂ ସଂସ୍କୃତି ସାହିତ୍ୟକୁ ପ୍ରଭାବିତ କରେ :
ସଂସ୍କୃତିର ବହୁବିଧ ରୂପ ସାହିତ୍ୟରେ ସବୁବେଳେ ଚିତ୍ରିତ ହୁଏ l ସଂସ୍କୃତିର ପରିବର୍ତ୍ତନ ହେଉ, ପତନ ହେଉ, କି ତାର ବିଜୟର ଇତିହାସ ହେଉ ସାହିତ୍ୟରେ ସଦାକାଳେ ସ୍ଥାନ ପାଇ ଥାଏ l ସେମିତି ଅନେକ ସାହିତ୍ୟିକ କୃତି ସଂସ୍କୃତିରେ ସଂଶୋଧନ, ପରିବର୍ତ୍ତନ, କିମ୍ବା ଉତ୍କର୍ଷ ଆଣିବାରେ ସହାୟକ ହୁଏ l ଆମ ଓଡିଶାର ସମାଜ ରେ ଥିବା ତତ୍କାଳୀନ ବିସଙ୍ଗତି କୁ ଚିହ୍ନି ପାରି ଯେତେବେଳେ ବଳରାମ ଦାସ ସେଥିରେ ସୁଧାର ଆଣିବା ପାଇଁ ‘ଲକ୍ଷୀ ପୁରାଣ’ ରଚନା କଲେ ସେତେବେଳେ, ତା ଦ୍ୱାରା ସମାଜ ରେ ସୁଧାର ଆସିବା ସହ ତାହା ସଂସ୍କୃତିର ଏକ ଅଂଶ ପାଲଟି ଗଲା l ବର୍ତ୍ତମାନ ଓଡ଼ିଆ ସଂସ୍କୃତିରେ ମାଗୁଶିର ଲଷ୍ମୀ ଓଷା ଏକ ଅଭିଛେଦ୍ୟ ଅଂଶ l
ସଂସ୍କୃତିକ ପତନ ଯୋଗୁଁ ନବଜାଗରଣ ପାଇଁ ମଧ୍ୟଯୁଗରେ ସମଗ୍ର ଭାରତରେ ଯେଉଁ ଭକ୍ତି ସମ୍ପ୍ରଦାୟ ର ଆବିର୍ଭାବ ଘଟିଥିଲା ତାର ପ୍ରଚାର ଦିଗରେ ସାହିତ୍ୟ ମୁଖ୍ୟ ଭୂମିକା ନିର୍ବାହ କରିଥିଲା l କବୀର, ନାନକ, ରୋଦାସ,ଜାୟସି, ସୁରଦାସ,ନାମଦେବ ଆଦି ସନ୍ଥ ଜନ ସାଧାରଣଙ୍କ ଭାଷାରେ ଯେଉଁ ଯେଉଁ ସାହିତ୍ୟ ରଚନା କରିଥିଲେ ତା ଦ୍ୱାରା ଏକ ସଂସ୍କୃତିକ କ୍ରାନ୍ତି ଘଟିଥିଲା l
ଊନବିଂଶ ଶତାବ୍ଦୀରେ ଆଧୁନିକ ଶିକ୍ଷାର ପ୍ରଭାବ ଯୋଗୁ ଭାତର ରେ ଯେଉଁ ସାମାଜିକ ସଂସ୍କୃତିକ ପରିବର୍ତ୍ତନ ଆସିଥିଲା ସେଥିରେ ମଧ୍ୟ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ସାହିତ୍ୟ l ରାଜା ରାମ ମୋହନ ରାୟ, ଏବଂ ଦୟାନନ୍ଦ ସରସ୍ବତୀଙ୍କ ଆର୍ଯ୍ୟ ସମାଜ, ବ୍ରହ୍ମ ସମାଜ ସ୍ଥାପନ ହେବା ସହ, ସତୀ ପ୍ରଥାର ଉଛେଦ, ସ୍ତ୍ରୀ ଶିକ୍ଷା, ବାଲ୍ୟ ବିବାହ ପ୍ରଥା ପ୍ରଚଳନ ଆଦି, ଦୂଷିତ ସଂସ୍କୃତିକୁ ପରିମାର୍ଜନ କରିବାରେ ସହାୟକ ହୋଇଥିଲା l ଏସବୁ ବିଚାରକୁ ଲୋକ ଲୋଚନକୁ ଆଣିବାରେ ସହାୟକ ହୋଇଥିଲା ସାହିତ୍ୟ l ‘ସଂବାଦ କୌମୁଦି’ ଭଳି ପତ୍ରିକା, ‘ସତ୍ୟର୍ଥ ପ୍ରକାଶ’ ଭଳି ଗ୍ରନ୍ଥ ଏ ଦିଗରେ ଉଲ୍ଲେଖନିୟ l
ସମୃଦ୍ଧିର ମାର୍ଗ :-
ଯେବେ ସାହିତ୍ୟ ଏବଂ ସଂସ୍କୃତିର ମିଳନ ହୁଏ ସେତେବେଳେ ସମାଜରେ ସମୃଦ୍ଧିର ସଂଚାର ହୁଏ l ଏହି ସମୃଦ୍ଧି କେବଳ ଆର୍ଥିକ ନୁହେଁ ବରଂ ସାମାଜିକ, ସଂସ୍କୃତିକ ଏବଂ ବୌଦ୍ଧିକ ମଧ୍ୟ ହୋଇପାରେ l ସାହିତ୍ୟ ଏବଂ ସଂସ୍କୃତି ମଧ୍ୟମରେ ସମାଜରେ ନୈତିକତା, କର୍ତ୍ତବ୍ୟବୋଧ,ଏବଂ ସାମାଜିକ ଉତ୍ତରଦାୟିତ୍ୱ ର ବିକାଶ ହୁଏ l
ସାହିତ୍ୟ ଓ ସଂସ୍କୃତି କେବଳ ପାଠ୍ୟବସ୍ତୁ ନୁହେଁ, ଏହା ଦେଖାଏ କିପରି ଏକ ଜନଜୀବନ ପ୍ରଭାବିତ ହୁଏ। ଏହି ଦୁଇଟି ଜିନିଷ ଏପରି ମିଶିଥାଏ ଯାହା ଦ୍ୱାରା ଏକ ଦେଶର ଚିନ୍ତାଧାରା ଓ ନୈତିକ ଦୃଷ୍ଟିକୋଣ ଗଠିତ ହୁଏ। ଉଦାହରଣ ସ୍ୱରୂପ, ଓଡ଼ିଆ ଲୋକସାହିତ୍ୟ ଯାହା ଲୋକଗାଥା, ପାଳା, ଦାସ କାଠିଆ ଆଦି ରୂପେ ଏକ ଦୀର୍ଘ ଐତିହ୍ୟ ଗଢ଼ିଛି, ତାହା ଆମ ସଂସ୍କୃତିକୁ ପ୍ରତିବିମ୍ବିତ କରେ।
ବେଶ କିଛି ଗ୍ରାମ ଓ ସ୍ଥାନୀୟ ଅଞ୍ଚଳ ରେ ଓଡ଼ିଆ ଲୋକସାହିତ୍ୟ ଓ ଏହାର ଅନୁଷ୍ଠାନ ମାଧ୍ୟମରେ ସାଧାରଣ ଲୋକମାନେ ନୈତିକ ଶିକ୍ଷା, ଐତିହ୍ୟ ଓ ଭାଷାର ଗରିମା ରେ ଅନୁପ୍ରେରିତ ହୁଅନ୍ତି। ଏହା ଏହିଥିରେ ଥିବା ସଂସ୍କୃତିକ ଧାରାକୁ ଅନ୍ୟ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇଥାଏ।
ବର୍ତ୍ତମାନ ପରିପେକ୍ଷି ରେ ମହତ୍ୱ :-
ଆଧୁନିକ ସମୟରେ ଯେତେବେଳେ ଆମେ ଯାନ୍ତ୍ରିକ ପ୍ରଗତିରେ ଦ୍ରୁତ ଗତିରେ ଆଗକୁବଢ଼ି ଚାଲୁଛୁ ସେତେବେଳେ ସାହିତ୍ୟ ଏବଂ ସଂସ୍କୃତିର ମହତ୍ୱକୁ ଆମକୁ ହୃଦବୋଧ କରିବାକୁ ହେବ l ବୈଶ୍ଵୀକରଣ ଏବଂ ପାଶ୍ଚାତ୍ୟ ପ୍ରଭାବରେ ସଂସ୍କୃତି ଉପରେ ଅନେକ ପ୍ରକାର ଚାପ ସୃଷ୍ଟି ହେଉଛି l ଏହି ପରିସ୍ଥିତିରେ ସାହିତ୍ୟ ମଧ୍ୟମରେ ନିଜର ସଂସ୍କୃତିକୁ ସଂରକ୍ଷିତ ଏବଂ ପ୍ରଚାରିତ କରିବା ଆବଶ୍ୟକ ହୋଇ ପଡିଛି l
ସାହିତ୍ୟ ଓ ସଂସ୍କୃତି ର ସାମ୍ପ୍ରତିକ ଚ୍ୟାଲେଞ୍ଜ ଓ ଉପାୟ :
ବର୍ତ୍ତମାନ ସମୟରେ ଯେଉଁଠି ଟେକ୍ନୋଲୋଜି ଓ ବୈଶ୍ୱିକ ଆଧୁନିକତା ସବୁଠି ପ୍ରଭାବ ପକାଉଛି, ସେଠି ଆମ ସଂସ୍କୃତି ଓ ଭାଷା ବି ପଛେଇ ଯାଉଛି। ନୂଆ ପିଢ଼ି ଆପଣା ଭାଷାରେ ଉତ୍ସାହ ହାରାଉଛନ୍ତି, ସାହିତ୍ୟ ପ୍ରତି ରୁଚି କମିଯାଉଛି। ଏହା ଦେଖି ଆମକୁ ଅଧିକ ସଜାଗ ହେବାକୁ ପଡ଼ିବ। ସ୍କୁଲ ଓ କଲେଜ ସ୍ତରରୁ ଏହି ଭିଷୟଗୁଡ଼ିକୁ ଅଧିକ ପ୍ରମୁଖତା ମିଳିବା ଉଚିତ। ଏହି ବିଷୟ ମାଧ୍ୟମରେ ଛାତ୍ରଛାତ୍ରୀମାନେ ତାଙ୍କ ଜନମାଟି ଓ ଐତିହ୍ୟ ପ୍ରତି ଗର୍ବ ଅନୁଭବ କରିପାରିବେ।
ସଂସ୍କୃତିର ବୈଶ୍ୱିକ ପ୍ରସାର ରେ ସାହିତ୍ୟର ଭୂମିକା :
ଯଦି ଆମେ ଆମ ସଂସ୍କୃତିକୁ ବିଶ୍ୱମଞ୍ଚରେ ପ୍ରସ୍ତୁତ କରିବାକୁ ଚାହୁଁଛୁ, ତେବେ ଆମ ସାହିତ୍ୟ ସେଥିପାଇଁ ସର୍ବୋତ୍ତମ ମାଧ୍ୟମ। ଅନୁବାଦ ମାଧ୍ୟମରେ ଓଡ଼ିଆ ସାହିତ୍ୟ କୁ ଅନ୍ୟ ଭାଷାରେ ରଖିବା, ଆନ୍ତର୍ଜାତୀୟ ସାହିତ୍ୟ ମେଳା ଓ ନାଟକ ମାଞ୍ଚରେ ଉପସ୍ଥାପନା କରିବା ଦ୍ୱାରା ଆମ ଧାରାକୁ ବିଶ୍ୱ ମଧ୍ୟରେ ଗରିମାମୟ ସ୍ଥାନ ମିଳିପାରିବ।
ନିଷ୍କର୍ଷ :
ସାହିତ୍ୟ, ସଂସ୍କୃତି ଏବଂ ସମୃଦ୍ଧି ର ମହାମିଳନ ସମାଜକୁ ଉନ୍ନତି ଏବଂ ପ୍ରଗତି ପଥରେ ଅଗ୍ରସର କରାଏ
ଏହି ତ୍ରିବେନି ସମାଜରେ ସମ୍ବେଦନଶୀଳତା, ଏକତା ଏବଂ ନୈତିକତାର ବିକାଶ କରେ l ଏଥି ପାଇଁ ଆମକୁ ସାହିତ୍ୟ ଏବଂ ସଂସ୍କୃତି ର ସଂରକ୍ଷଣ କରିବା ଆବଶ୍ୟକ ଯାହା ଦ୍ୱାରା ସମାଜ ସମୃଦ୍ଧ ହେବ l
◆◆◆
ଜିନାତମାମ୍ ଦର୍ଜୀ
ବରପାଲି, ବରଗଡ
ମୋ -8018807153






Awesome https://lc.cx/xjXBQT
Good https://is.gd/N1ikS2
pura mia khalipa
https://shorturl.fm/68Y8V
https://shorturl.fm/A5ni8
https://shorturl.fm/XIZGD
https://shorturl.fm/N6nl1
https://shorturl.fm/oYjg5
https://shorturl.fm/68Y8V
https://shorturl.fm/68Y8V
https://shorturl.fm/TbTre
https://shorturl.fm/oYjg5
https://shorturl.fm/68Y8V
https://shorturl.fm/j3kEj
https://shorturl.fm/m8ueY
https://shorturl.fm/FIJkD
https://shorturl.fm/5JO3e
https://shorturl.fm/XIZGD
https://shorturl.fm/5JO3e
https://shorturl.fm/A5ni8
https://shorturl.fm/Kp34g
https://shorturl.fm/YZRz9
https://shorturl.fm/LdPUr
https://shorturl.fm/0oNbA
https://shorturl.fm/0oNbA
https://shorturl.fm/0EtO1
https://shorturl.fm/uyMvT
https://shorturl.fm/I3T8M
edm67a
edm67a
Monetize your audience with our high-converting offers—apply today! https://shorturl.fm/zPazR
Earn up to 40% commission per sale—join our affiliate program now! https://shorturl.fm/VRckD
Earn passive income this month—become an affiliate partner and get paid! https://shorturl.fm/z4noy
Turn referrals into revenue—sign up for our affiliate program today! https://shorturl.fm/boTtU
Apply now and receive dedicated support for affiliates! https://shorturl.fm/BhbNM
Start earning passive income—join our affiliate network today! https://shorturl.fm/m6Ums
Share your link and rake in rewards—join our affiliate team! https://shorturl.fm/6l2fr
Become our affiliate—tap into unlimited earning potential! https://shorturl.fm/UHyBf
Join our affiliate program and start earning today—sign up now! https://shorturl.fm/44yDe
Boost your earnings effortlessly—become our affiliate! https://shorturl.fm/AKBGZ
Share our link, earn real money—signup for our affiliate program! https://shorturl.fm/4WXSy
Unlock top-tier commissions—become our affiliate partner now! https://shorturl.fm/OhlY6
Start profiting from your traffic—sign up today! https://shorturl.fm/PhNVO
Tap into unlimited earning potential—become our affiliate partner! https://shorturl.fm/YVELL
Get started instantly—earn on every referral you make! https://shorturl.fm/5Wgxa
Drive sales and watch your affiliate earnings soar! https://shorturl.fm/KtuI7
Get rewarded for every recommendation—join our affiliate network! https://shorturl.fm/mWa3j
Join our affiliate program today and earn generous commissions! https://shorturl.fm/hKYmH
Maximize your income with our high-converting offers—join as an affiliate! https://shorturl.fm/uu8tb
Turn referrals into revenue—sign up for our affiliate program today! https://shorturl.fm/Eg4iB
Refer and earn up to 50% commission—join now! https://shorturl.fm/VYb8E
Refer friends and colleagues—get paid for every signup! https://shorturl.fm/deAbH
Start sharing, start earning—become our affiliate today! https://shorturl.fm/uzDBe
Maximize your income with our high-converting offers—join as an affiliate! https://shorturl.fm/MDw2W
Share your unique link and cash in—join now! https://shorturl.fm/aMBSc
Partner with us for generous payouts—sign up today! https://shorturl.fm/bSI5Z
Turn your audience into earnings—become an affiliate partner today! https://shorturl.fm/Qv950
Drive sales and watch your affiliate earnings soar! https://shorturl.fm/ipSl6
Promote our brand and watch your income grow—join today! https://shorturl.fm/THGBn
Start earning on every sale—become our affiliate partner today! https://shorturl.fm/96JLO
Drive sales, collect commissions—join our affiliate team! https://shorturl.fm/EKUXA
Earn passive income with every click—sign up today! https://shorturl.fm/zhhC3
Join our affiliate community and earn more—register now! https://shorturl.fm/Gc7SE
Share our link, earn real money—signup for our affiliate program! https://shorturl.fm/thQT2
Become our partner and turn clicks into cash—join the affiliate program today! https://shorturl.fm/SNzHK
Join our affiliate community and maximize your profits! https://shorturl.fm/KohIw
Grow your income stream—apply to our affiliate program today! https://shorturl.fm/PwKhR
https://shorturl.fm/Kfu50
https://shorturl.fm/Ae5Xl
https://shorturl.fm/xTVMR
https://shorturl.fm/J1Zan
https://shorturl.fm/7DPVt
https://shorturl.fm/fgDSn
https://shorturl.fm/Bs9yl
https://shorturl.fm/DBdxv
https://shorturl.fm/biUHL
https://shorturl.fm/fXjTE
https://shorturl.fm/3B8f1
https://shorturl.fm/1vXKW
https://shorturl.fm/RPHm1
https://shorturl.fm/Jnqsx
https://shorturl.fm/Wif9u
https://shorturl.fm/ApHI2
https://shorturl.fm/as3Gp
https://shorturl.fm/o9cja
https://shorturl.fm/5yyKG
https://shorturl.fm/X3I62
https://shorturl.fm/F4BDQ
https://shorturl.fm/WIfcD
https://shorturl.fm/OBGIo
https://shorturl.fm/OBGIo
https://shorturl.fm/qVhGK
https://shorturl.fm/8dI5c
https://shorturl.fm/3zonM
https://shorturl.fm/Z5HL0
https://shorturl.fm/tLwRo
https://shorturl.fm/RrD3X
https://shorturl.fm/1ZRrZ
https://shorturl.fm/jbiM7
https://shorturl.fm/YD4DJ
https://shorturl.fm/AITpo
https://shorturl.fm/MrzfU
https://shorturl.fm/clVsk
https://shorturl.fm/EY2zu
c4r9h9
c4r9h9
https://shorturl.fm/VxkIL
https://shorturl.fm/vhdj6
https://shorturl.fm/NaEZ8
https://shorturl.fm/3XRfP
https://shorturl.fm/HSCH5