ଅଶୀଣ ସଞ୍ଜେ
ଘର ଟା ଖାଁ ଖାଁ ଲାଗୁଛି । ସବୁଆଡେ ଆଦ୍ୟାର ଅସଂଖ୍ୟ ପଦଚିହ୍ନ । ଆଦ୍ୟା ରୁମ୍ ରେ ଟଙ୍ଗା ହେଇଥିବା ସମୟ ମୁହଁ ମୋଡ଼ି ଦେଇଛି । ବାଲକୋନୀରେ ରାତିର ନୀରବତା କାନ୍ଦୁଛି । କାନ୍ଥ ସାରା ଆଦ୍ୟାର ରଙ୍ଗତୂଳୀର ଚାଳନ ଧୀରେ ଧୀରେ ଫିକା ପଡୁଛି । ମନିପ୍ଲାଣ୍ଟ୍ ପାଖରେ ଅଳନ୍ଦୁ ନିଜ ବସା ବାନ୍ଧିଲାଣି । ଦୁଇବର୍ଷ ବିତିଗଲାଣି ସେ କଥାକୁ । ଏଇ ପାର୍ବଣ ବେଳେ ହିଁ ଏଇ ଘରର ସବୁ ସୁଖ ଜଳିପୋଡି ଯାଇଥିଲା । ରାଗିଗଂ ଓ ଦୁର୍ବବ୍ୟବହାରର ଚାପ ସହି ନପାରି ଆତ୍ମହତ୍ୟା କରିଥିଲା ଆଦ୍ୟା । ଏବେ ବି ଛାତପଖାଂ ଆଡେ ଅନେଇ ଦେଲେ ଜୟାଙ୍କୁ ଲାଗେ ଅଦୃଶ୍ୟ ଏକ ଫାଶ ତାଙ୍କ ଗଳା ଚିପି ଶ୍ୱାସରୁଦ୍ଧ କରୁଛି । ଧଡପଡ ହେଇ ବାହାରି ଆସନ୍ତି ଆଦ୍ୟା ରୁମ୍ ରୁ । ଆଉ ବାହାରୁ ତାଲା ପକେଇ ଦିଅନ୍ତି ।
ଏଥର ଜୋରଜବରଦସ୍ତି କରି ସୈାମ୍ୟ ହାତ ଧରି ଟାଣିନେଲେ ପାର୍ବଣରେ ବୁଲେଇବା ପାଇଁ । ଧରଣୀରେ ଦେବୀପକ୍ଷର ଆଗମନ ହେଇ ସାରିଲାଣି । ଆକାଶରେ ଖଣ୍ଡ ଖଣ୍ଡ ଧଳା ମେଘ, ମାଟିସାରା ଫୁଲର ଗାଲିଚା । ମଝିରେ ମଝିରେ କାଶତଣ୍ଡୀର ଅପରୂପ ଶୋଭା ପ୍ରକୃତିକୁ ଆହୁରି ସୁନ୍ଦର କରିଦେଉଛି । ଅଶୀଣ ମାସର କ୍ଷେତରେ ଧାନ କେଣ୍ଡା ଲହରୀ ମାରୁଛି । ସବୁଥର ଏଇ ମନଲୋଭା ଦୃଶ୍ୟର ଆକର୍ଷଣରେ ଉଲ୍ଲସିତ ହେଉଥିବା ଜୟା କିନ୍ତୁ ଆଉ ଏସବୁରେ ଖୁସି ହେଇ ପାରୁ ନାହାଁନ୍ତି । ଆଖି ଶୁଷ୍କ ଆଉ ନୀରସ ହେଇଯାଇଛି । ମଂଜୁଆତି ରଙ୍ଗୀ ଅଶୀଣ ସଞ୍ଜ ଆହୁରି ମନମୁଗ୍ଧକର ହେଇ ଉଠୁଥାଏ । କାର୍ ରୁ ଓହ୍ଲେଇ ସୈାମ୍ୟ ଟାଣିନେଲେ ବିଲ୍ ହୁଡାରେ କାଶତଣ୍ଡୀ ସମ୍ଭାରରେ ଫୋଟୋ ଉଠେଇବାକୁ । ହଠାତ୍ ଜୟାଙ୍କ ନଜର ପଡିଲା ବିଲହୁଡା ଭିତରେ କ୍ଷତାକ୍ତ ଅବସ୍ଥାରେ ପଡିଥିବା ଛୁଆଟା ଉପରେ । କୋଳକୁ ଉଠେଇ ଆଣିଲେ । ଅଳତା ପିନ୍ଧା ପାଦ ଦିଟା ଖୁବ୍ ସୁନ୍ଦର ଦିଶୁଥିଲା କୁନି ଝିଅର । ଅନାୟସରେ ଜୟାଙ୍କ ମୁହଁରୁ ବାହାରିଗଲା, “ଦେବୀ ପକ୍ଷରେ ଅଶୀଣ ଆକାଶୁ ଏଇ ବାଟେ ଦେବୀ ଆସିଛନ୍ତି ଅଳତା ପିନ୍ଧା ପାଦରେ । ଦେଖ ତ ସୈାମ୍ୟ, ଆଶୀର୍ବାଦ ସବୁ ଉଲ୍କା ହେଇ ଖସିଆସିଛି ଆମ କୋଳରେ । ୟା ନାଁ ନିତ୍ୟା ରଖିଲେ କେମିତି ହେବ !”






https://cr-v.su/forums/index.php?autocom=gallery&req=si&img=4025
https://mazda-demio.ru/forums/index.php?autocom=gallery&req=si&img=6404
http://toyota-porte.ru/forums/index.php?autocom=gallery&req=si&img=3332
https://hrv-club.ru/forums/index.php?autocom=gallery&req=si&img=7074
https://mazda-demio.ru/forums/index.php?autocom=gallery&req=si&img=6520
https://honda-fit.ru/forums/index.php?autocom=gallery&req=si&img=7135
https://honda-fit.ru/forums/index.php?autocom=gallery&req=si&img=7181
https://honda-fit.ru/forums/index.php?autocom=gallery&req=si&img=7254
Абдижаппар Алкожа – Ак махаббат скачать mp3 и слушать онлайн https://shorturl.fm/tfk4v
Твоя Молодость – Растопила скачать песню бесплатно в mp3 и слушать онлайн https://shorturl.fm/jCeVq
https://vitz.ru/forums/index.php?autocom=gallery&req=si&img=5108
http://wish-club.ru/forums/index.php?autocom=gallery&req=si&img=5229
https://honda-fit.ru/forums/index.php?autocom=gallery&req=si&img=7325
https://mazda-demio.ru/forums/index.php?autocom=gallery&req=si&img=6347
https://vitz.ru/forums/index.php?autocom=gallery&req=si&img=5037
Валерий Меладзе & Анастасия Приходько – Безответно скачать mp3 и слушать онлайн бесплатно https://shorturl.fm/HkDbM
Tet Baby – Кислород скачать mp3 и слушать онлайн https://shorturl.fm/11owU
H1gh – Скрести За Меня Пальцы скачать песню и слушать онлайн https://shorturl.fm/shpgs
Nataliya – Истерика скачать песню и слушать онлайн
https://allmp3.pro/3119-nataliya-isterika.html
Markul, Amice – 2 минуты скачать песню и слушать онлайн
https://allmp3.pro/2602-markul-amice-2-minuty.html
Vescan Feat. & Ева Тимуш – Colegi De Apartament скачать песню и слушать онлайн
https://allmp3.pro/2739-vescan-feat-eva-timush-colegi-de-apartament.html