ସୁଲତା ସେଦିନ ସ୍କୁଲରେ ଭାରି ଅନ୍ୟମନସ୍କ ଥିଲା । ହସ୍ତାକ୍ଷର ଖାତା ସାରଙ୍କୁ ଦେବାକୁ ଭୂଲିଗଲା । ସାଧାରଣ ଶତକଡ଼ା ଅଙ୍କଟିଏ ତାର ବାରମ୍ବାର ଭୁଲ ହେଲା । କାତ ଧରି ଧୀରେ ନାଉରି କବିତା ଆବୃତ୍ତିରେ ବାରମ୍ବାର ଝୁଣ୍ଟିଲା ଆଉ ପଛକୁ ଫେରିଲା ।”” ଆଉ ପାଠପଢାରେ ମନ ନାହିଁ “‘ , କଥାଟା ସାରଙ୍କ ଠାରୁ ପ୍ରଥମ ଥର ପାଇଁ ଶୁଣିଲା ।
ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ଶ୍ରେଣୀରେ ଦ୍ୱିତୀୟ ସ୍ଥାନ ରଖୁଥିଲା ସିଏ । ଭାରି ଶାନ୍ତ ଶିଷ୍ଟ । ମୁଁ ତାକୁ ବାରମ୍ବାର ପଚାରିଲି କଣ ହେଇଛି ବୋଲି । ତା ଆଖି ଛଳଛଳ ହେଇଗଲା ।
– ଜାଣିଛୁ , ମୋର ପୁଷ୍ପା ନାନୀ ମରିଯିବ ।
ପୁଷ୍ପା ନାନୀ, ସୁନ୍ଦରୀ ପୁଷ୍ପା ନାନୀ ,
ଗର୍ଲସ୍ ହାଇସ୍କୁଲରେ ପଢୁଥିଲା । ସେ ବି ସୁଲତା ପରି ଶାନ୍ତ ଶିଷ୍ଟ । ପାଠରେ ଅବଶ୍ୟ ପଛ ଧାଡ଼ିର । ହଠାତ ଦିନେ ଗାଁ ସାରା ଚହଳ ପଡ଼ି ଗଲା , ମହାନ୍ତି ଘରକୁ ମାଆ ମଙ୍ଗଳା ଆଇଛନ୍ତି । ତାଙ୍କ ଝିଅ ଉପରେ ସବାର ହେଇଛନ୍ତି । ସବୁ ଆଗତ ଭବିଷ୍ୟତ କଥା କହି ଦେଉଛନ୍ତି ।
ସତକୁ ସତ ଗାଁ ଟା ସାରା ତାଙ୍କ ଘରକୁ ଧାଡ଼ି ବାନ୍ଧିଲେ । ଧୂପ ଦୀପ ନୈବେଦ୍ୟ ଧରି । ଅଧିଆ ପଡ଼ିଲା ପରି ଦୁଆରେ ପଡ଼ି ରହିଲେ ।
ଗାଁରେ ହାଟ ହେଲା ।
* ଅମୁକ ଲୋକର ଦଶବର୍ଷ ବା ଘର ଗଲାଣି ହେଲେ ପିଲା ପିଚିକା ନଥିଲେ । ଦେଖିବ ଯା ତା ମାଇପ ବାନ୍ତି କଲାଣି ।
* ଢମୁକ ଲୋକ ଆଣ୍ଠୁ ଗଣ୍ଠି ବାତରେ ଉଠି ପାରୁ ନଥିଲା , ମାଆଙ୍କ ଦୟାରୁ ଧଉଡି଼ଲାଣି ।
* ସମୁକ ଲୋକ କୋଟ କଚେରୀ ହେଇ ହେଇ ନିଢାଲ ହେଇ ଯାଇଥିଲା , ହେଇ କୋଟରେ ତାର ଡିଗିରି ହେଇଛି ।
ଏମିତି ନାନା ଲୋକଙ୍କ ନାନା କଥା । ଆମ ସାହିଟା ତାଙ୍କ ସାହିଠାରୁ ଦୂର । ତେଣୁ ଆମଘରୁ କେହି ଯାଇ ନଥିଲେ । ଭାଇମାନେ ପାଠଶାଠ ପଢି଼ଥିବାରୁ ଆମ ଘରକୁ ଆଧୁନିକ ସଭ୍ୟତା ଟିକେ ଟିକେ ପଶି ଆସିଥିଲା । ତେଣୁ କୁପ୍ରଥା , କୁରୀତି , କୁସଂସ୍କାର , ଅନ୍ଧ ବିଶ୍ୱାସ ଇତ୍ୟାଦି ଶବ୍ଦ ଗୁଡିକ ସହ ଆମେ ନୂଆ ନୂଆ ପରିଚିତ ହେଉଥିଲୁ । ମାଆ କିନ୍ତୁ ଶୁଣିଲା ପରେ ଅନ୍ଧାର ଘରେ ଯାଇ ଢପ ଢପ ତିନି ଥର ମୁଣ୍ଡିଆ ମାରିଥିବାର ମୁଁ ଦେଖିଥିଲି । ତାର ଭାରି ଇଚ୍ଛା ଥିଲା ଟିକେ ଯାଇ ମାଆଙ୍କୁ କିଛି କିଛି କଥା ପଚାରିବାକୁ ।
ପୁଅ ମାନେ ଯେ ବଡ଼ ହେଇଗଲେ ମାଆ ମାନଙ୍କର ବାପା ପାଲଟିଯାଆନ୍ତି , ଏକଥା ସମସ୍ତେ ମାନିବେ ।
ତାଙ୍କ ଭୟରେ ସେ କହି ପାରୁ ନଥାଏ କି ଯାଇ ପାରୁ ନଥାଏ । କାମିନୀ ପିଇସୀ ଠାରୁ ବଡ଼ ମନ ଦେଇ ମାଆ ମଙ୍ଗଳା କଥା ଶୁଣେ । କେତେ କେତେ ଆଶ୍ଚର୍ଯ୍ୟ ଜନକ କଥା ସେ କହୁଛି । ମନକୁ ମାରି ରୁହେ । ତାର ପ୍ରଶ୍ନ ଆଉ କଣ କି ? ସେ କାଚ ସିନ୍ଦୁର ନାଇ ମରିବ ନା ନାହିଁ । ତା ଛୁଆମାନେ ନିରୋଗା ରହିବେ ନା ନାହିଁ । ଆଉ ତାର ଫାଇଲେରିଆ ଗୋଡ଼ଟା ଠିକ୍ ହବ ନା ନାହିଁ ।
ମାଆ ସିନା ଭୟରେ ଯାଇ ପାରୁ ନଥିଲା । ହେଲେ ନାନୀକୁ କୋଉ ପୁଅ ଘରେ ବାନ୍ଧି ପାରିବ ? ବାପାଙ୍କର କି କୋଉ ଭାଇଙ୍କର ସାଇକଲ ଖଣ୍ଡେ ଯଦି ହାତରେ ପଡ଼ିଛି ତେବେ ସାଇକଲ ସହ ସେ ବି ଅନ୍ତରଧ୍ୟାନ । କୁଆଡେ କୁଆଡେ ଖେପି ଯାଉଥିଲା ସିଏ ମନ୍ଦିରରୁ ମଶାଣି ଯାଏ । ଡର ଭୟ କିଛି ଜାଣି ନଥିଲା । ଦୁଇ ଦିନରେ ଥରେ ସେ ଝିଅ କାହ୍ନାର କମ୍ପ୍ଲେନ୍ ଆସୁଥିଲା । କାହାର କାକୁଡ଼ି ଚୋରି ତ କାହାର ଫୁଲଚୋରି । କେବେ କେବେ ଆଉ କାହାର ସାଇକଲ ଧରି ଚମ୍ପଟ । ସାଢ଼େ ଚାରିଫୁଟିଆ ନାନୀ ଆଉ ଚବିଶ ଇଞ୍ଚିଆ ଏଟଲସ୍ ଜେଣ୍ଟସ୍ ସାଇକଲ , ଭାବିଲେ କାବା ଲାଗେ ।
ସେ ଯାଇ ପହଞ୍ଚି ଗଲା ତାଙ୍କ ଘରେ ମୋତେ ସାଇକଲ ରଡ଼ ଉପରେ ବସାଇ । ଦୁହିଁଙ୍କର ଭାରି କୌତୁହଳ ହେଉଥାଏ । ଦେବୀ ହେଇ ପୁଷ୍ପା କେମିତି ଦେଖା ଯାଉଥିବ । ଜଙ୍ଘ ପର୍ଯ୍ୟନ୍ତ ବାଳ ଖୋଲା , ଲାଲ୍ ବଡ଼ ବଡ଼ ଆଖି , ମଥାରେ ଏଡ଼େ ବଡ଼ ସିନ୍ଦୁର ଟୋପା , ଗଳାରେ ରକ୍ତିମ ମନ୍ଦାରର ତଟକା ମାଳ ।
ତାଙ୍କ ଦୁଆରେ ନାହିଁ ନଥିବା ଭୀଡ଼ । ଘଣ୍ଟ ଘଣ୍ଟା କରତାଳ , ଶଙ୍ଖ ହୁଳହୁଳିରେ ଜାଗାଟା ଉଠୁଥାଏ ପଡୁଥାଏ । ଅନେକ ସ୍ତ୍ରୀ ଲୋକ , ପୁରୁଷ ଲୋକ ଦାଣ୍ଡରେ ଲମ୍ବ ହେଇ ହାତକୁ ମନ୍ଦାର ଫୁଲ ସହିତ ଉପରକୁ ଜୋଡି଼ ଅଧିଆ ପଡ଼ି ଥାଆନ୍ତି । ଧୂପ ଝୁଣା ବାସ୍ନାରେ ଖଣ୍ଡ ମଣ୍ଡଳ ଚହଟୁଥାଏ । ରିକ୍ସାରେ , ଗୋରୁଗାଡି଼ରେ ବେମାରିଆ ଲୋକ , ଛୁଆ ବୁହା ହେଇ ଆସି ଥାଆନ୍ତି । ମାଆ ଗୋ , ମାଆ ମଙ୍ଗଳା ବୋଲି ରଡି଼ ଛାଡୁଥାଆନ୍ତି ଲୋକେ । ଗୋଟେ ଜୋଡେ କୁକୁଡ଼ା , ବତଖ , ଛେଳି ବି ବନ୍ଧା ହେଇଥାନ୍ତି । ଏତେ ଭୀଡ଼ ଭିତରେ ପଶି ପାରୁ ନଥିଲୁ ଆମେ । ତଥାପି ଗୋଡ଼ ହାତ ମାରି ଲୋକଙ୍କ ଗୋଡ଼ ସନ୍ଧିରେ ଗଳି ପହଞ୍ଚି ଗଲୁ ତାଙ୍କ ଘର ଭିତରେ । ଭିତରର ଦୃଶ୍ୟ ଦେଖି ମୋତେ ବେହୋଶ ହେଲା ଭଳି ଲାଗିଲା । ପୁତୁଲ ନାନୀ ବିଛଣାରେ ଶୋଇ ଥାଏ । ଗୋଲଗୋଲ ଅଙ୍ଗୁର କୋଳି ପରି ଚେହେରାଟା ତାର କିଶମିଶ ପରି ଲୋଚାକୋଚା ହେଇ ଯାଇଥାଏ । କାତର ଦୃଷ୍ଟି । ଆଖି ଡୋଳା କେଉଁ ଭିତରେ । ଓଠ ଶୁଖି ଚମ ସବୁ ଖାଡୁରିଆ ଦେଖା ଯାଉଥାଏ । ଆମର କଳ୍ପନା କେବଳ ତାର ଖୋଲା କେଶ , ବଡ଼ ଲାଲ୍ ସିନ୍ଦୁର ଟୋପା ଆଉ ବେକରେ ସଦ୍ୟ ରକ୍ତଜବାର ମାଳ ସତ ଲଗୁଥାଏ । କଣ ସବୁ ଅବରଜବର ଗପୁଥାଏ ସେ । ମୁଁ ତ କିଛି ବୁଝି ପାରିଲି ନାହିଁ । କିନ୍ତୁ ତାର ବଡ଼ବାପା ସବୁ ବୁଝି ଯାଉଥାନ୍ତି ଆଉ ଭକ୍ତ ମାନଙ୍କୁ ବୁଝେଇ ଦେଉ ଥାଆନ୍ତି । ଭକ୍ତେ ବି ବୁଝି ଯାଇ ସନ୍ତୁଷ୍ଟ ହେଇ ମୁଣ୍ଡ ହଲେଇ ଦାନ ଦକ୍ଷିଣା ଦେଉଥାଆନ୍ତି ।
କାଲ ଠାର କାଲ ମାଆ ସିନା ବୁଝିବ ।
ପୁଷ୍ପା ନାନୀର କିନ୍ତୁ ମାଆ ନଥିଲେ , ବାପା ବି ନଥିଲେ । ସେ ଛୋଟ ଥିଲା ବେଳେ ମରି ଯାଇଥିଲେ ହଇଜାରେ ।
ମୁଁ ବେଶି ସମୟ ସେଠାରେ ରହି ପାରିଲି ନାହିଁ । ଡରକି ଥିଲି । ନାନୀକୁ ଝିଙ୍କି ଝିଙ୍କି ନେଇ ଆସିଲି । ତାକୁ ଭାରି ମଜା ଲାଗୁଥିଲା । ମୁଁ ଧମକେଇଲି ତାକୁ , ଭାଇଙ୍କୁ କହିଦେବି ବୋଲି । ନହେଲେ କୋଉ ଆସିଥାନ୍ତା ?
ସେଦିନ ରାତିରେ ମାଆ ଖଟରେ ତାକୁ କୁଣ୍ଢେଇ ଧରି ବି ନିଦ ଆସି ନଥିଲା । ଖାଲି ପୁଷ୍ପା ନାନୀ କପାଳର ନାଲ ଟହଟହ ସିନ୍ଦୁର ଟୋପା ଆଉ ଗଳାରେ ନାଲ୍ ଟହଟହ ମନ୍ଦାର ମାଳା ଦେଖା ଯାଉଥିଲା ।
ସୁଲତା କାନ୍ଦି କାନ୍ଦି କହୁଥିଲା ,
– ମୋ ନାନୀ ସତରେ ମରିଯିବ । ମୋ ବାପା ତାକୁ ମାରିଦେବେ । ତାଠାରେ ଆଉ ମାଆ ମଙ୍ଗଳା ନାହାନ୍ତି । ଛାଡ଼ି ଚାଲି ଗଲେଣି । ହେଲେ ମୋ ବାପା ତାକୁ ମଙ୍ଗଳା ହେବାକୁ କହୁଛନ୍ତି । ନ ମାନିଲେ ତେନ୍ତୁଳି ଛାଟରେ ମାରୁଛନ୍ତି । ନାନୀ କହୁଥିଲା , ସପନରେ ତା ବାପା ମାଆ ତାକୁ ଡାକୁଛନ୍ତି ।
ମୁଁ କହିଲି ,
– ତୁ ତୋ ବାପାଙ୍କୁ କହୁନୁ ସେ ଭଲ ହେଇ ଗଲାଣି ବୋଲି ।
– ସେ ତ ମାଆ କଥା ଶୁଣୁ ନାହାନ୍ତି , ମୋ କଥା କୋଉ ଶୁଣିବେ ?
ମୁଁ ଛୋଟ ପିଲା , ଛୋଟ ମସ୍ତିଷ୍କ । ଖାଲି ଭାବିହେଲି ସିନା କିଛି ଉପାୟ ବତେଇ ପାରିଲି ନାହିଁ । ଶେଷକୁ ଏହି ନିଷ୍କର୍ଷରେ ପହଞ୍ଚିଲି ଯେ ମାଆ ମଙ୍ଗଳା ସମ୍ପୂର୍ଣ୍ଣ ଛାଡ଼ି ନଥିବେ । ସୁଲତାର ବାପା ବଡ଼ ଲୋକ । ସେ ବେଶି ଜାଣିବେ ନା । ତାକୁ ବି ବୁଝେଇଦେଲି । ଭୂତ ପ୍ରେତ ଛଡେଇବାକୁ ତେନ୍ତୁଳି ଛାଟ ନହେଲେ କେମିତି ହେବ ?
ତା ପରଦିନ ଠାରୁ ସୁଲତା ସ୍କୁଲ ଆସି ନଥିଲା । ଇଆଡେ ନାନୀ ଓ ମୋ ଉପରେ କଡ଼ା ପହରା ଲାଗି ଯାଇଥିଲା । କିଏ ଗୋଟେ ଚୁଗୁଲି କରିଥିଲା ନିଶ୍ଚୟ । କାମିନୀ ପିଇସୀ ବି ତା ଝିଅ ଘରକୁ ଯାଇଥିଲା ।
ଖବର ଜାଣିବାକୁ ଆଉଟୁ ପାଉଟୁ ହେଲେ ବି ଉପାୟ ନଥିଲା ।
ଦିନେ ଭାଇ ଆସି ଖବର ଦେଲେ , ମଙ୍ଗଳା ମାଆ ସବାର ହେଇଥିବା ଝିଅଟା କୁଆଡ଼େ ଫେରାର ହେଇ ଯାଇଛି । ତାଙ୍କ ସାହିରେ ଭଡ଼ାରେ କ୍ଲିନିକ କରିଥିବା ହେମିପାଥି ବଙ୍ଗାଳି ଟୋକା ଡାକ୍ତର ସହିତ । ତାକୁ ସ୍କିଟଜୋଫିନିଆ ହେଇଥିଲା । ତାଙ୍କ ଘର କଣ ଖାନତଲାସି ହେଇଥିଲା । ସୁଲତା ବାପାକୁ ଜେରା କରାଯାଇଛି କୋର୍ଟରେ ।
ସ୍କିଟଜୋଫିନିଆ କଣ ମୁଁ ବୁଝି ପାରି ନଥିଲି ।
ମାଆ ମଙ୍ଗଳା କଥାଟା ଫିକା ପଡ଼ି ଆସିଲା । ଅନେକ ଦିନ ପରେ ସୁଲତା ଆସିଲା ସ୍କୁଲ । ଭାରି ଖୁସି ଥିଲା । ମୋତେ ଦୂରକୁ ନେଇଯାଇ କାନରେ ଫିସ୍ ଫିସ କହିଲା ,
– ଜାଣିଛୁ , ମୋ ପୁଷ୍ପା ନାନୀକୁ ମୁଁ ଆଉ ମାଆ ମିଶି ଭଗେଇ ଦେଲୁ ସେ ଡାକ୍ତର ସହିତ । ମୋ ନାନୀକୁ ସେ ଭଲ ପାଉଥିଲା ତ । ଶ୍ ଶ୍ କାହାକୁ କହିବୁନିଇଇଇ ।
ଆପଣ ମାନଙ୍କୁ ବି ଅନୁରୋଧ ଶ୍ ଶ୍ କାହାକୁ କହିବେନିଇଇଇଇ ।






ଧନ୍ୟବାଦ ଲେଖନୀସ୍ଵର
w2cucv
Good https://t.ly/tndaA
Awesome https://urlr.me/zH3wE5
Very good https://is.gd/N1ikS2
https://shorturl.fm/FIJkD
https://shorturl.fm/j3kEj
https://shorturl.fm/oYjg5
https://shorturl.fm/FIJkD
https://shorturl.fm/TbTre
https://shorturl.fm/j3kEj
https://shorturl.fm/FIJkD
https://shorturl.fm/XIZGD
https://shorturl.fm/m8ueY
https://shorturl.fm/A5ni8
https://shorturl.fm/XIZGD
https://shorturl.fm/fSv4z
https://shorturl.fm/JtG9d
https://shorturl.fm/TDuGJ
https://shorturl.fm/LdPUr
https://shorturl.fm/uyMvT
https://shorturl.fm/PFOiP
https://shorturl.fm/uyMvT
https://shorturl.fm/retLL
Promote our brand and watch your income grow—join today! https://shorturl.fm/ajiPt
Monetize your audience with our high-converting offers—apply today! https://shorturl.fm/31XDo
Share our products, reap the rewards—apply to our affiliate program! https://shorturl.fm/VJxFe
Boost your profits with our affiliate program—apply today! https://shorturl.fm/TSPhR
Become our affiliate and watch your wallet grow—apply now! https://shorturl.fm/sX2Y6
Get paid for every referral—sign up for our affiliate program now! https://shorturl.fm/0nPZt
Share our products, earn up to 40% per sale—apply today! https://shorturl.fm/eSdnY
Become our affiliate—tap into unlimited earning potential! https://shorturl.fm/aylJI
Join our affiliate community and start earning instantly! https://shorturl.fm/yoDYx
Partner with us and enjoy recurring commission payouts! https://shorturl.fm/FdMFG
Sign up now and access top-converting affiliate offers! https://shorturl.fm/9F6nX
Drive sales, collect commissions—join our affiliate team! https://shorturl.fm/pnMG8
Drive sales, collect commissions—join our affiliate team! https://shorturl.fm/2g47e
Start earning passive income—join our affiliate network today! https://shorturl.fm/wg4Ut
Join our affiliate family and watch your profits soar—sign up today! https://shorturl.fm/XVke1
Unlock exclusive rewards with every referral—apply to our affiliate program now! https://shorturl.fm/60tx2
Partner with us for high-paying affiliate deals—join now! https://shorturl.fm/XckRK
Join forces with us and profit from every click! https://shorturl.fm/uOoyj
Earn recurring commissions with each referral—enroll today! https://shorturl.fm/LF4CT
Monetize your audience—become an affiliate partner now! https://shorturl.fm/NZOwp
Tap into unlimited earnings—sign up for our affiliate program! https://shorturl.fm/0MsOe
Partner with us and earn recurring commissions—join the affiliate program! https://shorturl.fm/MfxTU
Monetize your audience—become an affiliate partner now! https://shorturl.fm/CVYqZ
Refer and earn up to 50% commission—join now! https://shorturl.fm/v22bE
Tap into unlimited earnings—sign up for our affiliate program! https://shorturl.fm/1Yvdd
Start earning on every sale—become our affiliate partner today! https://shorturl.fm/jt9I1
Boost your income effortlessly—join our affiliate network now! https://shorturl.fm/93d2U
Start sharing, start earning—become our affiliate today! https://shorturl.fm/gDk1G
Boost your income effortlessly—join our affiliate network now! https://shorturl.fm/93d2U
Share our products and watch your earnings grow—join our affiliate program! https://shorturl.fm/J19tk
Become our affiliate and watch your wallet grow—apply now! https://shorturl.fm/MQHht
Promote our brand, reap the rewards—apply to our affiliate program today! https://shorturl.fm/O4zF1
Turn your traffic into cash—join our affiliate program! https://shorturl.fm/hyfkV
Your influence, your income—join our affiliate network today! https://shorturl.fm/SZUbM
Turn your traffic into cash—join our affiliate program! https://shorturl.fm/xllEE
Apply now and receive dedicated support for affiliates! https://shorturl.fm/ZyyuN
https://shorturl.fm/DeCml
https://shorturl.fm/UTAqE
https://shorturl.fm/qGP6H
https://shorturl.fm/bmpbe
https://shorturl.fm/nUuHw
https://shorturl.fm/FO0Hj
https://shorturl.fm/9nyQ5
https://shorturl.fm/L133B
https://shorturl.fm/tq5Jw
https://shorturl.fm/5dy6t
https://shorturl.fm/a805v
https://shorturl.fm/oYsWd
https://shorturl.fm/Ln4dH
https://shorturl.fm/U7Sgq
https://shorturl.fm/FK18V
https://shorturl.fm/baaTu
https://shorturl.fm/vofCf
https://shorturl.fm/JPfDe
https://shorturl.fm/FoMnr
https://shorturl.fm/VSmqf
https://shorturl.fm/EAoiO
https://shorturl.fm/vCYsz
https://shorturl.fm/o0CJU
https://shorturl.fm/OBGIo
https://shorturl.fm/PfspV
https://shorturl.fm/h3xkw
https://shorturl.fm/xtrs4
https://shorturl.fm/xQ5n8
https://shorturl.fm/oKWo7
https://shorturl.fm/3LIOB
https://shorturl.fm/h4Bi8
https://shorturl.fm/QcE9P
https://shorturl.fm/cTSJY
https://shorturl.fm/UwLlr
https://shorturl.fm/LYvtl
https://shorturl.fm/WLi9V
https://shorturl.fm/WZNXn
https://shorturl.fm/zvqjJ
https://shorturl.fm/AzS5d
https://shorturl.fm/7ks4c
https://shorturl.fm/aTO1P
https://shorturl.fm/mtjO8
https://shorturl.fm/QWf9r
https://shorturl.fm/N24JY
https://shorturl.fm/oMnC9
https://shorturl.fm/6Nz7d
https://shorturl.fm/pxyG8
https://shorturl.fm/RqVcQ
https://shorturl.fm/hsg5m
https://shorturl.fm/tq6fY
https://shorturl.fm/4uhpI
https://shorturl.fm/ntWdV
https://shorturl.fm/xDj5S
https://shorturl.fm/5q24K