ଲେଖନୀ ସ୍ୱର ମାସିକ ସାହିତ୍ୟ ଆସର

Static overlay
ମାସିକ ସାହିତ୍ୟ ଆସର । ଡିସେମ୍ବର ୨୦୨୧
ଲେଖନୀ ସ୍ଵରର ନବଜୀବନ ଆରମ୍ଭ ହୁଏ ପ୍ରଥମ ଆସରରୁ ଅର୍ଥାତ ୨୦୨୧ ମସିହା ଡିସେମ୍ବର ୧୨ ତାରିଖ ଅପରାହ୍ନ ୩ ଘଟିକା ସମୟରେ । ସେଦିନ ଆମ ପରିବାରର ଦୁଇ ଉଦୀୟମାନ ଯୁବ ଲେଖକ ଶିବ ଚରଣ ମହାପାତ୍ର ଏବଂ ବିନେଶ୍ କୁମାର ସାମଲଙ୍କ ଆଲୋଚନାରେ ଝଙ୍କୃତ ହୋଇଥିଲା ଲେଖନୀ ସ୍ଵରର ପ୍ରଥମ ମଞ୍ଚ । ପ୍ରଥମ ଆଲୋଚନାର ବିଷୟବସ୍ତୁ ଥିଲା, ‘ନିତିଦିନିଆ ଜୀବନରେ ସାହିତ୍ୟର ମହକ’ । ସଂଯୋଜନାର ଦାୟିତ୍ଵ ବହନ କରିଥିଲେ ଯୁବ ଲେଖିକା ଏକତା ପଣ୍ଡା । ଦଶଜଣ କବି-କବୟିତ୍ରୀଙ୍କ ଲେଖନୀରୁ ଝରିଥିବା ମନଲୋଭା କୃତି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।
previous arrow
next arrow