Writing Competition

"ଗଳ୍ପ" ପ୍ରତିଯୋଗିତା

ଆମ ଲେଖନୀ ଅନେକ କଥା କୁହେ , କିଛି ଭାବନା କିଛି କଳ୍ପନା ଆଉ କିଛି ଅନୁଭବ ର କଥାକୁ ନେଇ କାହାଣୀ ବା ଗଳ୍ପ ର ରୂପ ଦିଏ । ଏଇ ଗଳ୍ପ ଯେବେ ପାଠକ ପାଖରେ ପହଞ୍ଚେ ଜୀବନ୍ତ ହୋଇଉଠେ, ତେବେ ଆସନ୍ତୁ ନା ସମସ୍ତେ ନିଜ ନିଜ ଭାବନାକୁ ଜୀବନ୍ୟାସ ଦେବା ।

ନିୟମାବଳୀ :

ନିମ୍ନ ଲିଖିତ ନିୟମ ମାନଙ୍କ  ଉପରେ ଧ୍ୟାନ ଦେବାକୁ ଅନୁରୋଧ :

୧-ଆପଣ ଯେ କୌଣସି ବିଷୟରେ ଗଳ୍ପ ଲେଖି ପାରିବେ ।
୨- ଆପଣଙ୍କ ଲେଖା ସମ୍ପୂର୍ଣ୍ଣ ନିଜସ୍ଵ ହେବା ଆବଶ୍ୟକ ।
୩- ଗଳ୍ପ ଟି ସୀମିତ ଶବ୍ଦ (୧୦୦ ରୁ ୧୫୦ ) ମଧ୍ୟରେ ରହିବା ଆବଶ୍ୟକ।
୪ – ଲେଖା ଟି ପଠାଇବାର ସମୟ ସୀମା ହେଉଛି ୨୩/୦୭/୨୦୨୨ ଠାରୁ ୧୦/୮/୨୦୨୨  ।
୫ – www.lekhaniswara.com ରେ ଆପଣଙ୍କ ଗଳ୍ପ ଦାଖଲ କରି ପାରିବେ ଅଥବା ଆମ ଅଫିସିଆଲ୍ ନମ୍ବର୍ 7657093803 ରେ ଆପଣଙ୍କ ଲେଖା ,ଫଟୋ ,ଫୋନ୍ ନମ୍ବର୍ ଓ ଇମେଲ ଆଇଡି ସହିତ ପଠେଇ ପାରିବେ ।
୬ – ପ୍ରତିଯୋଗିତାର ଫଳାଫଳ ଘୋଷଣା ୧୪/୮/୨୨ ରବିବାର ଦିନ କରାଯିବ  ।
୭- ସର୍ବଶ୍ରେଷ୍ଠ ଦୁଇଟି ଗଳ୍ପର ସ୍ରଷ୍ଟାଙ୍କୁ ମିଳିବ ଲେଖନୀ ସ୍ଵର ତରଫରୁ ବିଶେଷ ଉପହାର ଏବଂ ସମସ୍ତ ପ୍ରତିଯୋଗୀଙ୍କୁ ଡିଜିଟାଲ ମାନପତ୍ର ପ୍ରଦାନ କରାଯିବ ।
୮- ପ୍ରତ୍ୟେକ ଲେଖକ/ଲେଖିକା କେବଳ ଗୋଟିଏ ହିଁ ଗଳ୍ପ ଦେଇ ପାରିବେ ।
୯- ସମସ୍ତଙ୍କୁ ଅନୁରୋଧ ଟ୍ୟାଗ୍ ରେ ଗଳ୍ପପ୍ରତିଯୋଗିତା ଲେଖିବା ପାଇଁ  ।

Competition Winners List